ବ୍ୟବହାରକାରୀ:Subas Chandra Rout

ଉଇକିପାଠାଗାର‌ରୁ

Hi, Welcome. I am Dr Subas Chandra Rout, an Orthopedician by profession.
Education - MBBS, MS (Orthopedics), D. Ortho and LLB.
I retired in the rank of Joint Director in the Department of Health and Family Welfare of Govt. of Odisha (India).
I was Assistant Professor at KIMS Medical College, Bhubaneswar after retirement from Government of Odisha'a job. At present I edit Wikipedia and Wikisource in Odia Language.

ସ୍ଵାଗତଂ ମୋର ନାମ- (Doctor) ସୁବାସ ଚନ୍ଦ୍ର ରାଉତ, ଶିକ୍ଷାଗତ ଯୋଗ୍ୟତା- M.S. (Orthopaedics), D. Ortho ଓ LLB.
ବର୍ତ୍ତମାନ ଅବସ୍ଥାନ- ପାଇକ ନଗର, ଭୁବନେଶ୍ୱର, ଓଡ଼ିଶା, ଭାରତ ।
E-Mail - subasmangal@yahoo.co.in
ଅତୀତରେ ଓଡିଶା ସ୍ଵାସ୍ଥ୍ୟ ବିଭାଗଏ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଓ ମେଡିକାଲ କଲେଜରେ ସହକାରୀ ପ୍ରଫେଶର ପଦବୀରେ କାମ କରି ଅବସର ଗ୍ରହଣ କରିଥିଲି ।
ଅଧୁନା ମୁଁ ଉଇକିପିଡିଆ ଓ ଓଡିଆ ପାଠାଗାର ସମ୍ପାଦନା କରିବାରେ ବ୍ରତୀ ଅଛି ।