ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପରିଣତି କରିବା ଲାଗି ପ୍ରବଳ ଉ ଦ୍ୟମକରୁଥିଲେ । ଦିନ କର ବ୍ରାହହ୍ମଣ ଶାସନ ଅନ୍ତର୍ଗତ ଗୋଟିଏ ଚ ଉପାଢ଼ୀରେ ଅଚାନକ ରାଧାନାଥ ପହଞ୍ଚି ଗଲେ। ଦେଖିଲେ ପି ଲା ୨୦/୨୫ ଏକାଠି ବସି ଜୋରରେ କ'ଣ ଗୁଡାଏ ଶ୍ଲୋକ ଆବୃତି କରୁଥାନ୍ତି । ଗାମୁଛାଟିଏ ପିନ୍ଦି ଚୁଟିରଖା ଅବଧାନ ଅଦୂରରେ ପିଣ୍ଡାକୁ ଆଉଜି ବସି ଡୁଳାଉଥାନ୍ତି । ରାଧାନାଥ ତାଙ୍କୁ ବିଦ୍ୟାଳୟ ବିଷୟରେ ପଚାରିବା ରୁ ପଣ୍ଡିତ କ ହିଲେ , କ'ଣ କ ହିବା ଆପଣଙ୍କୁ ତ ଦେଖୁଛନ୍ତି ଆମର ଦୂରାବସ୍ତା । ରାଧାନଥ ଅଲ୍ପ ହସି କ ହିଲେ ତାହା ତ ଆପଣଙ୍କର ଏହି ଦୂରାବସ୍ତା ପ୍ରୋୟଗରୁ ଦେଖୁଛି । ସଂସ୍କୃତ ପଣ୍ଡିତଙ୍କର ଶବ୍ଦଜ୍ଞା ଦର୍ବଳତା ଅର୍ଥାତ ଶବ୍ଦଟିକୁ ଦୁରବସ୍ତା ନକହି ଦୁରାବସ୍ତା କ ହି ବାରେ କିପରି ସୂଚିତ ରାଧାନାଥ ତାହା ଜଣାଇଦେଲେ ଏବଂ ବିଦ୍ୟାଳୟରେ ଛାତ୍ର ତଥା ଶିକ୍ଷକଙ୍କର ବ୍ୟଭାର ପାଇଁ କିଛି କାଗଜ ଓ କଲମ ପଣ୍ଡିତଙ୍କୁ ଦେଇ ଆସିଲେ । ତା' ର ଅଲ୍ପ କିଛିଦିନ ପରେ ସେହି ପଣ୍ଡିତେ ପାଦରେ ଚାଲି ଚାଲି ରାଧନାଥାଙ୍କ କଟକ ଘରେ ପ ହଞ୍ଚି ତାଙ୍କୁ ସାକ୍ଷାତ କରି ଦେ ଦେଇଥବା କାଗଜ ଓ କଲମ ଫେରାଇ ଦେଲେ । କାରଣ ଯାହା କ ହିଥିଲେ ସେଥିରୁ ବୁଝା ଗଲା ବିଦ୍ୟାଳୟପାଇଁ କାଗଜ କଲମ ରଖିଥିବାରୁ ଓ ତାଙ୍କୁ ସ୍ପର୍ଶ କରିଥିବାରୁ ବ୍ରାହହ୍ମଣ ଶାସନରେ ବାସନ୍ଦ ହୋଇଛନ୍ତି । ସେଥି ପାଇଁ ତାଙ୍କ ପିତୃଶ୍ରାଦ୍ଧରେ ଜ୍ଞାତିକୁଟୁମ୍ବ ଓ ପ୍ରତିବେଶୀ କେହି ନିମନ୍ତ୍ରଣ ରକ୍ଷା କରି ଯୋଗ ଦେଇନହାନ୍ତି । ରାଧାନଥ ଯେତେ ବୁଝାଇଲେ ବି ପଣ୍ଡି ତେ କାଗଜ, କଲମ ଫେରାଇ ନେଲେ ନାହିଁ। ରାଧାନାଥ ପନର୍ବାର ସେଠାକୁ ଯାଇ ନେତୃସ୍ଥାନୀୟ ଶାସନପତିମାଙ୍କ ସହ ଆଲୋଚନାକରି ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଥିଲେ। ରାଧାନାଥ ଓଡିଶା ଓ ବିହାର ଡିଭିଜନ୍ର ସ୍କୁଲ ଇନିସ୍ପେକ୍ଟର ଭୂଦେବ ମୁଖାର୍ଜୀଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଜୀବନର ଗତି ଧାରା ଅନେକ ବଦଳି ଯାଇଥିଲା । ଭୂଦେବବାବୁ ଥିଲେ ଏକାଧାରରେ ଥଲେ ସୁଜ୍ଞାନୀ, ସୁଲେଖକ, ସୁସାହିତ୍ୟିକ ଏଂ ସୁପଣ୍ଡିତ । ସେ ପ୍ରତିବର୍ଷ ବାଲେଶ୍ୱରଠାରୁ ପୁରିଯାଏ ସ୍କୁଲ ସମୁହର ପରିଦର୍ସନ ଗସ୍ତରେ ଆସୁଥଲେ । ରାଧାନାଥ ଜଏଣ୍ଟ ଇନିସ୍ପେକ୍ଟର ଭାବେ ତାଙ୍କ ସହ ସୌଜନ୍ୟ ଦୃଷ୍ଟିରୁ ଗସ୍ତ କରୁଥଲେ । ଭୁଦେବବୌ ରାଧନାଥଙ୍କର ପ୍ରତିଭାର ସ୍ପର୍ଶ ପାଇବା ପରେ ତାଙ୍କୁ ବ ହୁତ ପ୍ରଶଂସା କରିଥଲେ । ପ୍ରକୃତିଘେରା ଓଡିଶାର ମାଟି, ପାଣି, ପବନବଂଗୀୟ ସରକାରି ଉଚ୍ଚ କର୍ମଚାରୀ ଭୂଦେବବାବୁଙ୍କୁ ବିମୋହିତ କରିଥଲା ଓ ସେ ରାଧନାଥଙ୍କୁ ଓଡିଶାରେ କାବ୍ୟ କବିତା ରଚନା କରିବାକୁ ସଂକଲ୍ପବଦ୍ଧ କରାଇଥଲେ । କାରଣ ରାଧନାଥଙ୍କ ବଂଗଳା ଭାଷାର