ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କରୁଥିବଲା। ଏହାଛଡ଼ା ସେ ମଣିଷ ଗଢ଼ିବର ଅଭୀପସା ନେଇ ଛାତ୍ରମାନଙ୍କୁ ହାତକାମ, ବଢ଼େଇ କାମ ଓ ଦରଜିମାମ ଶିଖାଇବାର ସୁବ୍ଯବସ୍ଥା କରିଥିଲେ । ହାତକାମରେ ପିଲାମାନଙ୍କର ଛତା ମାରମତି, ଠୁଙ୍ଗା ଓ ଲାଫାପା ତିଆରି ଆଦି ଶିକ୍ଷା କରିଥିଲେ । ପିଲାମାନେ ଜ୍ଞାନ ଆହରଣ ପାଇଁ ପୁସ୍ତକଗତ ବିଦ୍ଯାଯେ ଆଦୌ ପାର୍ଯ୍ଯାପ୍ତ ନୁହେଁ, ଅନୁଭୂତି ହିଁ ମଣିଷକୁ ପରିପକ୍ବତା ଆଣି ଦେଇଥାଏ, ଏଥିପାଇଁ ତେଣୁ ସେ ପିଲାମନଙ୍କୁ ନେଇ ମୁଳକ ଭ୍ରମଣ ( ) ରେ ବ୍ଯବସ୍ଥା କରିଥିଲେ । ଏହାଛଡ଼ା ପିଲାମାନଙ୍କ ମଧ୍ଯରେ ସେବା ଭାବର ବିକାଶ ପାଇଁ ସେ କ୍କୁଲରେ ସ୍କା ଉ ଟ ଶିକ୍ଷା ପ୍ରଚଳନ କରିଥିଲେ ।ଶ୍ରୀଯୁକ୍ତ ମହାନ୍ତି ପିଲାଙ୍କ ପାଠପଢ଼ା ପ୍ରତି କେବଳ ଧ୍ଯାନ ଦେଉନଥିଲେ । ସେ ଚାହୁଁଥିଲେ ତାଙ୍କ ପିଲାମାନେ ପାଠପଢ଼ା ଓ ଖେଳକୁଦ ସ ହ ନାଚଗୀତ ରେ ମଧ୍ଯ ପାରଙ୍ଗମ ହୁଅନ୍ତୁ। ତେଣୁହାଇସ୍କୁଲ ପେଇସରରେ ପ୍ରତିବର୍ଷ ନାଟକ ଅଭିନୟ ଓ କୌତୁକ ପୋଷାନ ( )ପ୍ରତିଯୋଗିତୀ ଅନୁଷ୍ଠିତ ହେଇଥିଲା । ଦ୍ବିଜେନ୍ଦ୍ରଲାଲ ମିତ୍ରଙ୍କି ଚନ୍ଦ୍ରଗୁପ୍ତ ନାଟକର ଓଡ଼ିଆ ଅନୁବାଦ ତ ଥା ଫକୀର ମୋହ ନଙ୍କ ମାମୁଁ ଉପନ୍ଯାସର ନାଟ୍ଯ ରୂପ ପ୍ରସ୍ତୁତି କରାଇ ସେ ଏହାକୁ ଅଭିନୀତ କରାଇଥିଲେ । ଯେ ଯେଉଁ କାମ କରିଥିଲେ ,ତାକୁ ଖୁବ ନିଖୁଣ ଭାବରେ ସମ୍ପାଦନ କରିଥିଲେ । ହାଇସ୍କୁଲକୁ ଡ଼୍ରାମା ଦେଖିବାକୁ ଥରେ ମହାରାଜ ବଳଭଦ୍ର ନାରାୟଣ ଭଞ୍ଜ ଦେବ ଆସିଥାନ୍ତି। ସେ ସମୟରେ ଦ୍ବିତୀୟ ବିଶ୍ବ୍ୟୁଦ୍ଧ ଆରମ୍ଭ ହୋଇଯାଇଥାଏ । ନାଟକରେ ଯୁଦ୍ଧର ଦୃଶ୍ଯ ପରିବେଷଣ କରାଯିବାର ଥାଏ । ଟର୍ଚ୍ଚ ଲାଇଟର ଆଲୋକରେ ଘୁଁ ଘୁଁ ଶବ୍ଦ କରି ମଞ୍ଚ ଉପରେ ଉଡ଼ାଜାହଜଟିଏ ଉଡ଼ିଯେବାର ଦେଖାଗଲା । ଉଡ଼ାଜାହାଜ ଦେଖି ସୈନିକବେଶୀ ଛାତ୍ରମାନେ ଲୁଚି ପଡ଼ିଲେ। ଉଡ଼ାଜାହାଜ ଟି ବୋମା ପକାଇଲା। ଢ଼ାଏ ଢ଼ାଏ ଢ଼ାଏ । ବାସ୍ତବରେ ନାଟକରେ ଦୃଶ୍ଯଟି ଥିଲା ଖୁବ ପ୍ରାଣବନ୍ତ । ଦୃଶ୍ଯରେ ପ୍ରାଣଭରି ଦେବା ପାଇଁ ବା ଉଁଶ ପାତିଆରେ ଉଡ଼ାଜାହାଜ ତିଆରି ହୋଇଥିଲା । ମଞ୍ଚ ଉପରେ ତାର ଟଣାଯାଇ ଉଡ଼ାଜାହାଜକୁ ମଞ୍ଚର ଏ ପାଖର ସେପାଖକୁ ନିଆ ଯା ଉଥିଲା । ସାଇକେଲ ଚକରେ ଡ଼ବା ବାନ୍ଧି ଘୁଁ ଘୁଁ ଶବ୍ଦ ସୃଷ୍ଟି କର୍ୟାବା ସ ହ ବାଣ ଫୁଟାଇ ବୋମା ବର୍ଷଣର ପରିବେଶ ସୃଷ୍ଟ କରାଯା ଉଥିଲା। ଯପରୋକ୍ତ ଉଦାହରଣରୁ ଶ୍ରୀ ମାହ୍ନ୍ତି କିପରି ପ୍ରତ୍ଯେକ କାମକୁ ନିପୂଣ ଭାବରେ ସମ୍ପାଦନ କରିବାକୁ ଯତ୍ଣ୍ଡୀଳ ଥିଲେ, ତାହ ଜଣାଯାଏ ।ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ସୁସାହିତ୍ଯିକ । ସେ ଶିକ୍ଷକତା କଲାରବେଳକୁପାଠ୍ଯ ପୁସ୍ତକର ଘୋର ଅଭା ଅବୁଭୂତ ହେଉଥିଲା । ଏହି ଅଭା ପୂରଣ ପାଇଁ ସେ ଯତ୍ରଶୀଳ ହୋ ଇ ।