ପୃଷ୍ଠା:Bhasa o Jatiyata.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଅ•ଳ ‘ଓଡ୍ଡୟ ି ।ନ’ ପୀଠର ଭାଷା ନାମାନୁସାରେ ଓଡ଼ଅି । ହୋଇଛି । ଏମାନେ ଏପର୍ଯ୍ୟନ୍ତ ବୁଝପି ।ରୁ ନାହାନ୍ତି ସେମାନଙ୍କ ବ•ର୍ମାନର କଥିତଭାଷା ଭଳି କଟକ ଅ•ଳର ଏକ ସ୍ୱତନ୍ତ୍ର କଥିତ ଭାଷା ରହିଛି ଯାହା ମାନକଓଡ଼ିଆଠାରୁ ଭିନ୍ନ । ତେଣୁ ଓଡ଼ିଆଭାଷାରେ ଏହି ଯେଉଁ ଫାଟ ସୃଷ୍ଟି ହେଉଛି ତାହାକୁ ବନ୍ଦ କରିବାକୁ ହେବ । ଏଥିପାଇଁ ସମଗ୍ର ଓଡ଼ିଶା ଭୂଖଣ୍ଡରେ ଓଡ଼ିଆଭାଷାରେ ଶିକ୍ଷାାନ ବ୍ୟବସ୍ଥା, ଶିକ୍ଷକ ଅଳବଳ ଏବଂ ପ୍ରତ୍ୟେକ କଥିତଭାଷାର ଶବ୍ଦକୁ ନେଇ ଓଡ଼ିଆଭାଷାର ପ୍ରତିଶବ୍ଦ ଭାବେ ଗ୍ରହଣ କରି ଏକ ବୃହତ ଅଭିଧାନ ପ୍ରସ୍ତୁତ କରିବାର ଆବଶ୍ୟକତା ଖୋେଇଛି । ଏଥି ସହିତ ଗମନାଗମନ ପଥ ସିଧାସଳଖ ରାଜଧାନୀ ସହିତ ସଂଯୁକ୍ତ ହୋଇପାରିଲେ ଏହି ଆ•ଳିକତାର ବିଭେ ୂରହେବ, ବିଶେଷକରି ଭାଷା ବିଭେ ସୃଷ୍ଟିକରି ସେ ନିରୀହ ଅଧିବାସୀଙ୍କର ଭାବପ୍ରବଣତାର ସୁଯୋଗ ନେଉଥିବା ଏହି ଜାତି୍େରାହୀଙ୍କୁ କଠୋର ଭାବରେ ମନ କରିବାକୁ ପଡ଼ିବ ।

ଏଠାରେ ଗୋଟିଏ କଥା ମନେରଖିବାକୁ ପଡ଼ିବ ଯେ, ମାନକଓଡ଼ିଆ ୀର୍ଘବର୍ଷର ବିବ•ର୍ନ ଫଳରେ ବ•ର୍ମାନ ସ୍ତରକୁ ଆସିଛ ।ି କାହାର ବ୍ୟକ୍ତିଗତ ପ୍ରଚେଷ୍ଟାରୁ ହୋଇନାହିଁ । ଏହା ହୋଇଛି ଶିକ୍ଷିତ, ଶିଷ୍ଟ ଓଡ଼ିଆ ସମାଜର ଭାଷା ଏବଂ ଓଡ଼ିଆ ସାହିତ୍ୟର ଭାଷା । ଯାହା ସମଗ୍ର ବିଶ୍ୱବାସୀଙ୍କଠାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେଣୁ ଏହିଭାଷାର ସୃଷ୍ଟି, ବିକାଶ ଏବଂ ପ୍ରତିଷ୍ଠା ପଛରେ ଆଗଙ୍ଗା-ଗୋାବରୀ ନର୍ମା, କଳିଙ୍ଗ ସାଗର ମଧ୍ୟସ୍ଥ ଭୂଖଣ୍ଡରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଅବାନ ରହିଛି । ତେଣୁ କେତେକ ମୁଷ୍ଟିମେୟ ସ୍ୱାର୍ଥପର ବ୍ୟକ୍ତିଙ୍କ ଚିନ୍ତାଧାରାକୁ ୃଷ୍ଟିରେ ରଖି ଏହି ଅଲିଖିତ ସାମାଜିକ ଚୁକ୍ତିକୁ ଯି ଅସ୍ୱୀକାର କରାଯାଏ ତେବେ ଓଡ଼ିଆଜାତି ଓ ଓଡ଼ିଶାମାଟି ଖଣ୍ଡଖଣ୍ଡ ହୋଇ ଭାଙ୍ଗିପଡ଼ିବ ।

(୧୦) ମେଧାବୀ ଓଡ଼ଅି । ଛାତ୍ରଙ୍କୁ ବୃ•ି ପ୍ରାନ : ଓଡ଼ିଶାର ଭାଷା, ସାହିତ୍ୟ, ସୀମା, ସଂସ୍କୃତି, ସଂପ ସଂପର୍କରେ ବିସ୍ତୃତ ଗବେଷଣାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବା ଏବଂ ଏହି ଉଦେ୍ଧଶ୍ୟରେ ଗବେଷକଙ୍କୁ ଆର୍ଥିକ ସାହାଯ୍ୟ ପ୍ରାନର ବ୍ୟବସ୍ଥା କରାଯିବା ବ•ର୍ମାନ ଶିକ୍ଷା ବିଭାଗର ମୁଖ୍ୟ ଧ୍ୟେୟ ହେବା ଉଚିତ । ଓଡ଼ଶି ।ର ବିକାଶପାଇଁ କେଉଁ ବିଜ୍ଞବ୍ୟକ୍ତି ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ବସି ତା’ର ଉଚ୍ଚଶିକ୍ଷାର ସମସ୍ତ ଜ୍ଞାନଗାରିମା ଲଗାଇ ଯେତେ ପ୍ରସ୍ତାବମାନ ପ୍ରସ୍ତୁତକଲେ ମଧ୍ୟ ଓଡ଼ିଆପୁଅଟିର ଓଡ଼ିଆଜାତିର ଉନ୍ନତିପାଇଁ ଅନ୍ତରରେ ଥିବା ପରିକଳ୍ପନାକୁ ସେ ଛୁଇଁପାରିବନାହିଁ । ତେଣୁ ଉଚ୍ଚଶିକ୍ଷାର ପ୍ରମାଣପତ୍ରଧାରୀ ଅର୍ଥପିପାସୁ ବାହାର ବୁଦ୍ଧିଜୀବୀଙ୍କ ବଳରେ ଏହି କାର୍ଯ୍ୟପାଇଁ ଉଚ୍ଚଶିକ୍ଷିତ ଓଡ଼ଅି । ଯୁବଶକ୍ତିଙ୍କୁ ବିନେି ଯାଗ କରିବାର ଆବଶ୍ୟକତା ବ•ର୍ମାନ ଖୋେଇଛି । ଯେଉଁ ମେଧାବୀ ଓଡ଼ିଆ ବି୍ୟାର୍ଥୀ ଶିକ୍ଷାାନ କ୍ଷେତ୍ରରେ ଆର୍ଥିକ ଅଭାବ, ଅସୁବିଧା ଭୋଗ କରୁଥିବେ, ତାହାର ୂରୀକରଣ ନିମନ୍ତେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ସଂପୃକ୍ତ ଶିକ୍ଷାନୁଷ୍ଠାନ, ସହୃୟ ବ୍ୟକ୍ତିବିଶେଷ, ଓଡ଼ିଶାରୁ ଉପକୃତ ସମସ୍ତ କମ୍ପାନୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେବା ଆବଶ୍ୟକ ହୋଇପଡ଼ିଛି ।