ପୃଷ୍ଠା:Bhasa o Jatiyata.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

(୧୧) ଓଡ଼ିଆକୁ କମ୍ପ୍ୟୁଟରର ଭାଷା କରାଇବା : ଆଜିର ଅନ୍ୟଏକ ଆବଶ୍ୟକତା ହେଉଛି ଓଡ଼ିଆଭାଷାରେ କମ୍ପୁ୍ୟଟର ଶିକ୍ଷା ଓ କାର୍ଯ୍ୟକ୍ରମର ବ୍ୟବସ୍ଥା । ସଂସ୍କୃତ ବିଶ୍ୱର ଏକମାତ୍ର ବିଜ୍ଞାନ ସମ୍ମତ ଭାଷା ହୋଇଥିବାରୁ କମ୍ପୁ୍ୟଟର ବିଜ୍ଞାନୀମାନେ ସଂସ୍କୃତଭାଷାକୁ କମ୍ପୁ୍ୟଟରଭାଷାପାଇଁ ସର୍ବୋ•ମ ବୋଲି ମନେକରନ୍ତି । ବ୍ୟାକରଣ ୃଷ୍ଟିରୁ ଓଡ଼ିଆ ଓ ସଂସ୍କୃତଭାଷା ମଧ୍ୟରେ କିଛି ମାତ୍ରାରେ ସମତା ରହିଛି । ଏଣୁ ଏହାର କମ୍ପୁ୍ୟଟର ଉପଯୋଗିତା ଅନ୍ତତଃ ହିନ୍ଦୀ ଓ ଇଂରାଜୀଭାଷାଠାରୁ ନିଶ୍ଚୟ ଅଧିକ । ତେବେ ୁଃଖର ବିଷୟ ଭାରତର ଅନ୍ୟଭାଷା ଏ ସୁବିଧା ପାଇସାରିଥିବାବେଳେ ଓଡ଼ିଆଭାଷା ଆଜି କମ୍ପୁ୍ୟଟରଭାଷା ହେବା ଯୋଗ୍ୟତା ପାଇପାରୁନାହିଁ । ସେଥିପାଇଁ ଆଧୁନିକ ଯୋଗାଯୋଗର ମାଧ୍ୟମ-ମୋବାଇଲ୍, ଇ•ରନେଟ୍ରେ ଭାରତର ପ୍ରମୁଖ ଭାଷାଗୁଡ଼ିକ ସ୍ଥାନପାଇ ସାରିଥିବାବେଳେ ଏପର୍ଯ୍ୟନ୍ତ ଓଡ଼ିଆଭାଷା ଓ ଲିପି ବ୍ୟବହାର ହୋଇପାରିଲା ନାହିଁ । ଏକବିଂଶ ଶତାବ୍ଦୀ କମ୍ପୁ୍ୟଟର ଯୁଗକୁ ଆପଣେଇ ଥିବାରୁ ଓଡ଼ିଆଭାଷାଠାରୁ କନିଷ୍ଠ ଭାରତୀୟଭାଷା ନିିଜ ଉ•ରାୟାଙ୍କ ଆନ୍ତରିକ ଉ୍ୟମ ଫଳରେ କମ୍ପୁ୍ୟଟରର ଭାଷା ହୋଇପାରିଛି । ଆଜି ତେଲୁଗୁ, ତାମିଲ, ବଙ୍ଗଳା, ମାଲାୟାଲମ୍, ଗୁଜୁରାଟୀ, ପଞ୍ଜାବୀ ଭାଷାର ସାଧାରଣ ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ନିଜନିଜ ମାତୃଭାଷାରେ କମ୍ପୁ୍ୟଟରକୁ ବ୍ୟବହାରକରି ଇ•ରନେଟ୍ ମାଧ୍ୟମରେ ବିଶ୍ୱର ପ୍ରତ୍ୟେକଖବର ଜାଣି ପ ।ରୁ ଛ ନ୍ତି । ଏକମାତ୍ର ଓଡ଼ ି ଅ ।ଜାତି ଏହି ସୁ ବ ି ଧ ।ରୁ ବ•ି ତ ହୋଇଛି ନି ଜ ର ଅଯୋଗ୍ୟସନ୍ତାନଙ୍କ ଯୋଗୁଁ । ତେଣୁ ସୁଧାରି ଓଡ଼ିଆଭାଷା କିପରି କମ୍ପୁ୍ୟଟରର ଭାଷା ହୋଇପାରିବ,ସେ ସଂପର୍କରେ ତ୍ୱରିତ ପକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି ।

(୧୨) ଅନୁବା କାର୍ଯ୍ୟକୁ ଗୁରୁତ୍ୱ ଦେବା : ଓଡ଼ିଶାରେ ଅନୁବା କହିଲେ କେବଳ ସାହିତ୍ୟ ଅନୁବାକୁ ବୁଝାଏ । ଅର୍ଥାତ୍ ଅନ୍ୟଭାଷାରୁ ଓଡ଼ିଆଭାଷାକୁ କିଛି ଗପ, ଉପନ୍ୟାସ, କବିତା ଅନୁବା କରିବା ମଧ୍ୟରେ ଓଡ଼ିଆ ଅନୁବାକାର୍ଯ୍ୟ ସୀମିତ । ଏହାବ୍ୟତୀତ ବିଜ୍ଞାନ, ଚିକିତ୍ସା, ଯନ୍ତ୍ରବି୍ୟା ସହିତ ଅନ୍ୟାନ୍ୟ ସାମାଜିକ ଆବଶ୍ୟକତାକୁ ନେଇ ବିଭିନ୍ନ ଭାଷାରେ ରଚି ତ ପୁ ସ୍ତ କକୁ ଓଡ଼ ି ଅ ।ଭାଷାରେ ଅନୁ ବ । କରାଯି ବ । ଉଚି ତ । ତେଣୁ ରୋଜଗାରମୁଖୀ ଭାଷାର କେତୋଟି ଉପାୟ ମଧ୍ୟରେ ପ୍ରଚଳିତ ବ୍ୟବସ୍ଥାରେ ପ୍ରଥମେ ଆବଶ୍ୟକ ବ୍ୟାପକ ଅନୁବା କାର୍ଯ୍ୟଗ୍ରହଣ । ଭାରତସରକାରଙ୍କ ନିଦେ୍ର୍ଧଶ ଅଛି ଉଭୟ କେନ୍ଦ୍ର ଓ ରାଜ୍ୟ ଅଧିନରେ ଥିବା ବିଭାଗଗୁଡ଼ିକର ନୀତିନିୟମ, ୈନନ୍ଦିନ କାର୍ଯ୍ୟକ୍ରମ, ସାଧାରଣ ନିୟମ, ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ଯାହା ଇଂରାଜୀଭାଷାରେ ପ୍ରକାଶ ପାଇଛି, ତା’ର ଓଡ଼ିଆ ଅନୁବା କରିବାକୁ । ଏଥିପାଇଁ ଉପଯୁକ୍ତ ଅନୁବାକର ଅଭାବ ରହିଛି । ଆମରାଜ୍ୟରେ ଅନୁବା ସଂପର୍କରେ ଶିକ୍ଷାବୋର ବ୍ୟବସ୍ଥାନାହିଁ । ଏଥିପାଇଁ ବ୍ୟବସ୍ଥା କରାଗଲେ ଶିକ୍ଷକପ ସୃଷ୍ଟିହେବ ଏବଂ କିଛି ଯୋଗ୍ୟଲୋକ ନିଯୁକ୍ତି ପାଇବେ । ଅନ୍ୟଭାଷାରେ ରଚିତ ବହୁ ୁର୍ଲଭ ପୁସ୍ତକ ଓଡ଼ିଆଭାଷାରେ ଅନୁିତ ହେବା ପଥ ଫିଟିଯିବ,