ପୃଷ୍ଠା:Bhasa o Jatiyata.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଯାହାକୁ ସାଧାରଣ ଲୋକେ ପଢ଼ିବାର ସୁଯୋଗ ପାଇପାରିବେ । କେନ୍ଦ୍ରସରକାରଙ୍କ କାର୍ଯ୍ୟାଳୟ, ବିଭିନ୍ନ କମ୍ପାନୀ, ନ୍ୟାୟାଳୟ, ବେସରକାରୀ ଉ୍େୟାଗରେ ଅନୁବାକ ପ ସୃଷ୍ଟି କରାଯାଇପାରିବ । ଏବେ ଭାଷା ଓ ସାହିତ୍ୟ ଆଧାରରେ ତୁଳନାତ୍ମକ ଅଧ୍ୟୟନର ବହୁ ଗୁରୁତ୍ୱ ଉପଲବ୍ଧ ହେଲାଣି । ବିଶ୍ୱର ଚିନ୍ତାଧାରା ଆଉ ଗୋଟିଏ ଶେର ଚାରିକାନ୍ଥ ଭିତରେ ଆବଦ୍ଧ ନୁହେଁ । ଏ ସମ୍ବନ୍ଧରେ ପାଶ୍ଚାତ୍ୟ ଲୋକେ ବେଶୀ ଆଗ୍ରହପ୍ରକାଶ କରନ୍ତି । ସେମାନଙ୍କୁ ଉପଯୁକ୍ତ ିଗର୍ଶନ ବୋ, ଭାଷା, ସାହିତ୍ୟ, ଜାତି, ଉପଜାତି ଆି ଗୋଷ୍ଠୀ ଓ ସଂପ୍ରାୟ ସମ୍ବନ୍ଧରେ ଧାରଣା ବୋପାଇଁ ଶିକ୍ଷିତଲୋକର ଅଭାବ । ଓଡ଼ିଆଭାଷା ଓ ସାହିତ୍ୟର ଛାତ୍ରମାନଙ୍କୁ ଏ ବିଷୟରେ ଶିକ୍ଷା ଓ ତାଲିମ ିଆଯାଇ ପର୍ଯ୍ୟଟନ/ ସଂସ୍କୃତି ବିଭାଗରେ ବିଭିନ୍ନ ପ ସୃଷ୍ଟି କରାଯାଇପାରିବ ।

(୧୩) ଐତିହାସିକ ସ୍ଥଳୀ ସଂପର୍କରେ ବିସ୍ତୃତ ଗବେଷଣା : ଓଡ଼ିଶାର ଭାଷା, ଲିପି, ସାହିତ୍ୟ ଓ ସଂସ୍କୃତି ବିଷୟରେ ଏ ପର୍ଯ୍ୟନ୍ତ ବିସ୍ତୃତ ଗବେଷଣା ହୋଇପାରି ନାହିଁ । ଯାହାକିଛି ଆମେ ଖେୁଛୁ, ତାହା କେବଳ ଇଂରେଜ ଓ ଭାରତୀୟ ପଣ୍ଡିତଙ୍କ୍ୱାରା ସ୍ୱାଧୀନତା ପୂର୍ବରୁ ହୋଇଥିଲା । ତେଣୁ ଏ ିଗରେ ବ୍ୟାପକ ଗବେଷଣା କାର୍ଯ୍ୟ ହାତକୁ ନେବା ଆବଶ୍ୟକ । ଏଥିପାଇଁ ପ୍ରଚୁର ଅର୍ଥ ପ୍ରୟୋଜନ ଥିବାରୁ ଓଡ଼ିଶାର ପ୍ରତିଷ୍ଠିତ ଶିଳ୍ପସଂସ୍ଥା ମେଧାବୀ ଗବେଷକଙ୍କୁ ପ୍ରୋତ୍ସାହନମୂଳକ ବୃ•ି ପ୍ରାନ କରନ୍ତୁ । ଏମାନଙ୍କୁ ମଧ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ିଆଯାଉଥିବା ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ିଆଯାଉ । ବିଭିନ୍ନ ମହାବି୍ୟାଳୟ ଓ ବିଶ୍ୱବି୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନୂଆନୂଆ ତଥ୍ୟ ଉନ୍ମୋଚନପାଇଁ ବାଧ୍ୟ କରାଯାଉ ତଥା ପ୍ରତ୍ୟେକ ବର୍ଷ ଅନ୍ତତଃ ୁଇଟି ଅନାଲୋଚିତ ଅଥଚ ମହ•୍ୱପୂର୍ଣ୍ଣ ବିଷୟରେ ଗବେଷଣାତ୍ମକ ପ୍ରବନ୍ଧ ଲେଖି ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ କରିବାପାଇଁ ସରକାର ନିଦେ୍ର୍ଧଶ ିଅନ୍ତୁ । ଏହି ନିଦେ୍ର୍ଧଶ ଅମାନ୍ୟକାରୀଙ୍କପାଇଁ ୃଷ୍ଟାନ୍ତମୂଳକ ଣ୍ଡବ୍ୟବସ୍ଥା ମଧ୍ୟ ରହୁ । ଏଥି ସହିତ ଓଡ଼ିଆ ପାଠ୍ୟପୁସ୍ତକରେ ଓଡ଼ିଆଜାତିର ଐତିହ୍ୟ, ପରମ୍ପରା ଓ ବିଶେଷତ୍ୱକୁ ସ୍ଥାନିତ କରାଯାଇ ଓଡ଼ିଶା ବିଷୟରେ ଆଗାମୀ ପିଢ଼ୀଙ୍କୁ ଯଥେଷ୍ଟ ସୂଚନା ିଆଯାଉ । ଯ୍ୱାରା ଛାତ୍ରାବସ୍ଥାରେ ଓଡ଼ିଶାପ୍ରତି ଯଥେଷ୍ଟ ଆନ୍ତରିକତା ସୃଷ୍ଟି ହେବ ।

(୧୪) ଅପହୃତ ଓ ସ୍ଥାନାନ୍ତରିତ ପୁରାତନ ସାମଗ୍ରୀ ଉଦ୍ଧାର : ଓଡ଼ିଶାର ବହୁ ମୂଲ୍ୟବାନ ଐତିହାସିକ ସାମଗ୍ରୀ ଏବେ ସୁଦ୍ଧା କଲିକତା, ମାନ୍ଦ୍ରାଜ, ଭୋପାଳ, ିଲ୍ଲୀ, ଇଂଲଣ୍ଡ, ଫ୍ରାନ୍ସ, ଆମେରିକା ମୁ୍ୟଜିୟମ୍ରେ ଶୋଭା ପାଉଛି । ଏହାର ଆବଶ୍ୟକତା ଏହିସବୁ ଅ•ଳର ଲୋକଙ୍କପାଇଁ ଯେତେ ନାହିଁ, ସେତେଅଛି ଆମ୍ଭମାନଙ୍କପାଇଁ । ସେସବୁ ଐତିହାସିକ ବସ୍ତୁ ତଥା ଉପାାନ ସଂଗ୍ରହ କରି କିମ୍ବା ଏହାର ପ୍ରତିରୂପ ନିର୍ମାଣ କରି ରାଜ୍ୟ ସଂଗ୍ରହାଳୟରେ ରଖିବା ସହ ଏହାର ଐତିହାସିକ ବିବରଣୀ ପାଠ୍ୟପୁସ୍ତକରେ ସ୍ଥାନିତ ହେବା ଆବଶ୍ୟକ ।

(୧୫) ଓଡିଆ ବିଶ୍ୱବି୍ୟାଳୟ ସ୍ଥାପନ : ିନଥିଲା ନାଳନ୍ଦା ବିଶ୍ୱବି୍ୟାଳୟରୁ