ପୃଷ୍ଠା:Bhasa o Jatiyata.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଅଧ୍ୟୟନ ସମାପ୍ତକରି ଓଡ୍ଡିୟାନପୀଠରେ ବି୍ୟାଶିକ୍ଷା ନ କଲେ ବି୍ୟା ଅପୂର୍ଣ୍ଣ ରହୁଥିଲା । ଏବେ ସେ ସମୟ ଆଉନାହିଁଁ । ଚାକିରି କରିବାର ମୋହ ଭିତରେ ବିଶେୀଭାଷା ପଢିବାର ଓ ପଢେଇବାର ୁର୍ବାର ମାନସିକତା ଆମ ଶିକ୍ଷାବ୍ୟବସ୍ଥାକୁ ଧ୍ୱଂସ କରି େଇଛି । ଯାହା ଫଳରେ ଅର୍ଥନୈତିକ ଅବରୋଧ ଘଟି ଓଡିଶାକୁ ଗରିବରାଜ୍ୟରେ ପରିଣତ କରିଛି ।ଏହି ପରିପ୍ରେକ୍ଷୀରେ ଓଡିଆ ଯୁବମାନସିକତାରୁ ଚାକିରି ଭୂତ ଖସାଇ ବ୍ୟବସାୟ ବାଣିଜ୍ୟ ପ୍ରତି ଆକୃଷ୍ଟ କରିବା ଆବଶ୍ୟକ ଥିବାରୁ ଓଡିଆ ବିଶ୍ୱବି୍ୟାଳୟ ସ୍ଥାପନ କରାଯିବା ଆବଶ୍ୟକ । ଏହି ବିଶ୍ୱବି୍ୟାଳୟ କେବଳ ଓଡିଆଭାଷା ମାଧ୍ୟମରେ ପଢାହେବନାହିଁଁ,ବରଂ ଅତୀତ ଓଡିଶା ସହ ସଂପର୍କିତ ଶେୀୟ ଓ ବିଶେୀ ଭାଷା ଶିକ୍ଷା ିଆଯିବ । ଓଡିଆ ଭାଷା, ସଂସ୍କୃତି, ଇତିହାସ ଉପରେ ବିସ୍ତୃତ ଗବେଷଣା ହେବ । ଯାହା ଫଳରେ ଏହି ପୀଠରୁ ଉ•ୀର୍ଣ୍ଣ ବି ୍ୟାର୍ଥ ୀ ଇଂରାଜୀ ସହ ଅନ୍ୟ ଶେୀ-ବି େ ଶୀ ଭାଷାରେ ପାରର୍ଶୀ ହୋଇପାରିବେ । ଶିକ୍ଷାକୁ ବୃ•ି ଉଦେ୍ଧଶ୍ୟରେ ଆୟ• ନ କରି ମଧ୍ୟ ଯେକୌଣସି ବୃ•ପି ।ଇଁଁ ନିଜକୁ ଯୋଗ୍ୟ କରିପାରିବ । ଉପଯୁକ୍ତ ଶିକ୍ଷା୍ୱାରା ଜାତୀୟତାଭାବ ସୃଷ୍ଟି ହୋଇଥିବାରୁ ଓଡିଶାରେ ରହି ନିଜର ସମସ୍ତ ଜ୍ଞାନ ବିନିଯୋଗ କରିବ । ଶୋଷଣର ଭାଷାକୁ ୂରେଇ ହୃୟର ଭାଷାରେ ଶିକ୍ଷାଲାଭ କରିବା୍ୱାରା ନିଜଜାତି ପ୍ରତି ଆବେଗ ବୃଦ୍ଧି ପାଇବ । ଏହାଫଳରେ ଭାତୃତ୍ୱ ଭାବ ସୃଷ୍ଟି ହୋଇ ସମଗ୍ର ଓଡିଆଜାତିକୁ ଏକତାସୂତ୍ରରେ ବାନ୍ଧିପାରିବ ।

ଓଡ଼ିଶାପାଇଁ ଓଡ଼ିଆଏ ଚିନ୍ତା କରିବା ଉଚିତ । ଅର୍ଥାତ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ମହାଭାରତୀୟତାର ସ୍ରୋତରେ ଭାସି ନ ଯାଇ ନିଜ ଅ•ଳର ବିକାଶପାଇଁ ଚିନ୍ତା କରିବା ଆବଶ୍ୟକ । କେବଳ ସରକାର ନୁହେଁ, ବରଂ ବେସରକାରି ସ୍ତରରେ, ବ୍ୟବସାୟ,ଶିଳ୍ପ ଓ କଳକାରଖାନା ସ୍ତରରେ ଏଥିପାଇଁଁ ବିଭିନ୍ନ କାର୍ଯ୍ୟ ଗ୍ରହଣ କରିବା ଆବଶ୍ୟକ । ତେଣୁ ପ୍ରଶାସନ ହେଉ ବା ଶିଳ୍ପାୟନ, ବ୍ୟବସାୟ-ବାଣିଜ୍ୟ ହେଉ ଅବା କୃଷି- ଏ ସବୁ କ୍ଷେତ୍ରର ସଂପୂର୍ଣ୍ଣ ବିକାଶପାଇଁ ।ୟିତ୍ୱରେ ଥିବା ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିବା ଉଚିତ । ଓଡ଼ିଶାରେ ଥିବା ବିଭିନ୍ନ ଖଣି, କାରଖାନା, ବ୍ୟବସାୟ ପ୍ରତିଷ୍ଠାନ ଆିର ମାଲିକ- ସେ ଓଡ଼ିଆ ହେଉ ବା ଅଣଓଡ଼ିଆ, ନିଜର ବା ସଂସ୍ଥାର ସାମଗ୍ରିକ କାର୍ଯ୍ୟପ୍ରଣାଳୀ ମଧ୍ୟରେ ଓଡ଼ିଶାର ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ କିମ୍ବା ସୀମାପ୍ରତି କ୍ଷତି ନ ପହ•ାଇବେ, ସେଥିପ୍ରତି ସତର୍କ ୃଷ୍ଟି ରଖିବା ଆବଶ୍ୟକ । ଯି ସେମାନେ ଓଡ଼ିଆ ଓ ଓଡ଼ିଶାର ସ୍ୱାର୍ଥହାନୀରେ ବ୍ୟସ୍ତରୁହନ୍ତି, ତେବେ ବିହ÷ତ ପକ୍ଷେପପାଇଁ ଓଡ଼ିଆଜାତି ପାକୁ ଗୋଡକାଢ଼ିବା ସମୟ ଏବେ ଉପସ୍ଥିତ ।