ପୃଷ୍ଠା:Bhasa o Jatiyata.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 
କେବଳ ଭାଷାପାଇଁ....

ଯେତେବେଳେ ଗୋଟିଏ ଅ•ଳ ତା’ର ସ୍ୱାଧୀନତା ହରାଏ, ସେତେବେଳେ ସେ ବିଜେତାର ଭାଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ଅର୍ଥନୀତି ଇତ୍ୟାି୍ୱାରା ପ୍ରଭାବିତ ହୋଇଥାଏ । ନୂତନ ଶାସକ ନିଜ ସୁବିଧାପାଇଁ ସୁହାଇଲାଭଳି ଆଇନ ପ୍ରଣୟନ କରି ପରାଜିତ ଅ•ଳର ଅଧିବାସୀଙ୍କୁ ତାହା ଗ୍ରହଣ କରିବାପାଇଁ ବାଧ୍ୟ କରିଥାନ୍ତି । କେତେକାଂଶରେ ଏହା ଉକ୍ତ ଅଧିବାସୀଙ୍କପାଇଁ ମଙ୍ଗଳକର ହୋଇଥିବାବେଳେ ଅନେକ କିଛି ଅପକାର ମଧ୍ୟ ହୋଇଥାଏ । ଯେତେବେଳେ ଭାଷା ଉପରେ ଅନଧିକାର ହସ୍ତକ୍ଷେପ ଘଟେ, ସେତେବେଳେ ମନ ଭିତରେ ଗୁଂଜରି ଉଠେ ବି୍େରାହର ନିଶା । ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ସମସ୍ତେ ଏକ ହୁଅନ୍ତି ଏହାର ୃଢ଼ ପ୍ରତିବା କରିବାକୁ । ପ୍ରଥମେ ଶାନ୍ତଶିଷ୍ଟ ଉପାୟରେ ଏବଂ ପରେ ଶାସକ ଏଥିପ୍ରତି ଉାସୀନ ରହିଲେ ଏହି ଶାନ୍ତ ପ୍ରତିବା ପ୍ରତିହିଂସାର ରୂପ ନିଏ ।

ଏହିପରି ଏକ ଘଟଣା ଓଡ଼ିଆ ଜନଜୀବନର ଶିକ୍ଷା ବ୍ୟବସ୍ଥା ଓ ଭାଷା ସମ୍ବନ୍ଧରେ ଘଟିଥିବା ଊନବିଂଶ ଶତାବ୍ଦୀର ୍ୱିତୀୟାର୍ଦ୍ଧରେ, ଯାହା ତକ୍ରାଳୀନ କଙ୍କାଳସାର ଓଡ଼ିଶାବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିବାପାଇଁ ସାହାଯ୍ୟ କରିଥିଲା । ଏହି ସୀମିତ ସମୟ ମଧ୍ୟରେ ନେତୃତ୍ୱବିହୀନ ସମ୍ବଳହୀନ ଓଡ଼ିଆଙ୍କର ନିଜ ମାତୃଭାଷା ପ୍ରତି ସୃଷ୍ଟି ହୋଇଥିବା ମମତାବୋଧ ଓଡ଼ିଆଭାଷା ଓ ଆଧୁନିକ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ଓଡ଼ିଶାମାଟିରେ ଏଭଳି ଆଲୋଡ଼ନ ସୃଷ୍ଟି ହେବାପଛରେ ୀର୍ଘ ପୃଷ୍ଠପୀଠିକା ରହିଛି । ୧୮୦୩ ମସିହାରେ ମରହଟ୍ଟା ଶାସନାଧିନ ଓଡ଼ିଶା ବିଧିବଦ୍ଧଭାବେ ଇଂରେଜ ଅଧିକୃତ ହେବାପରେ ୪ସେପ୍ଟେମ୍ବର ୧୮୦୪ରେ ଉଇଲିୟମ କେରି ପ୍ରଥମକରି ଓଡ଼ିଆ ପଣ୍ଡିତ ପୁରୁଷରାମ ଓ ପଣ୍ଡିତ ମୃତୁ୍ୟଞ୍ଜୟ ବି୍ୟାଳଙ୍କାରଙ୍କ୍ୱାରା ଓଡ଼ିଆଭାଷା ଶିକ୍ଷାକରି ଖ୍ରୀଷ୍ଟଧର୍ମ ପ୍ରଚାର ଆରମ୍ଭ କଲେ । ୧୮୦୯ରେ ନୁ୍ୟ ଟେଷ୍ଟାମେ•, ୧୮୧୧ରେ ବାଇବେଲ ମୁ୍ରଣରୁ ଆରମ୍ଭ ହେଲା ଓଡ଼ିଆଭାଷାର ଆଧୁନିକ ମୁ୍ରିତ ରୂପ । ତେବେ ୨୨ଫେବୃଆରୀ ୧୯୨୨, ମଙ୍ଗଳବାର ିନ ମିଶନାରୀମାନଙ୍କ କଟକ ଆଗମନ ଓ ୧ ଜୁନ୍ରେ କଟକରେ ଏକ ବି୍ୟାଳୟ ପ୍ରତିଷ୍ଠା ଓଡ଼ିଶାବାସୀଙ୍କୁ ଆଧୁନିକ ଶିକ୍ଷା ପ୍ରାନ କରିବା ସହିତ ଆଧୁନିକ ପ୍ରଣାଳୀରେ ଶିକ୍ଷାପ୍ରାନ କରିବାର ଭି•ଭ ି ୂମି ସ୍ଥାପନକଲେ । ଏମାନେ ଢ଼େବର୍ଷ ଭିତରେ ୧୦ଟି ସ୍କୁଲ ସ୍ଥାପନ କରି ୩୦୬ଜଣଙ୍କୁ ଶିକ୍ଷାପ୍ରାନର ବ୍ୟବସ୍ଥାକଲେ । ଏହାପୂର୍ବରୁ ଓଡ଼ିଶାରେ ଗ୍ରାମ୍ୟ