ପୃଷ୍ଠା:Bhasa o Jatiyata.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଭାଷା ଓ ଜାତୀୟତା ପୂର୍ବ ଭାରତରୁ ଉ•ର-ପଶ୍ଚିମ ଭାରତ ଆଡ଼କୁ ଗତିକରି ଇଂରେଜ ପ୍ରଶାସନର ମୂଳପୀଣ୍ଡକୁ ୋହଲାଇଲୋ । ଯିଓ ଅଳ୍ପସମୟ ଅର୍ଥାତ୍ ମାତ୍ର ତିନିବର୍ଷ ମଧ୍ୟରେ ଏହି ବି୍େରାହକୁ ୃଢ଼ ଭାବରେ ମନ କରାଗଲା, ପରବ•ର୍ୀକାଳରେ ଏହିଭଳି ବି୍େରାହର ପୁନରାବୃ•ି ନ ଘଟିବାପାଇଁ ବାରମ୍ବାର ବି୍େରାହ କରୁଥିବା ଓଡ଼ିଶାର ରାଜା, ସାମନ୍ତ ଓ ଜନସାଧାରଣଙ୍କୁ ସବୁନ ି ପାଇଁ ମନପୂବକ ର୍ ନିଜ ବଶତା ସ୍ୱୀକାରପାଇଁ ଏକ ଅଭିନବ ଉପାୟ ପା•ôଲେ । ଅବଶ୍ୟ ଏଥିପାଇଁ ଓଡ଼ିଶା ସମ୍ବନ୍ଧିତ ଅତୀତର ଘଟଣାବହୁଳ ତିକ୍ତ ଅନୁଭବ ।ୟୀ ଥିଲା ।

ଓଡ଼ଶି । ହେଉଛି ଗଙ୍ଗାରୁ ଗୋାବରୀ ତଥା ନର୍ମା ଠାରୁ କଳିଙ୍ଗ ସାଗର ମଧ୍ୟବ•ର୍ୀ ଭୂଖଣ୍ଡ । ଏହି ବିଶାଳ ଭୂଖଣ୍ଡ ସୂର୍ଯ୍ୟବଂଶୀ ରାଜା ପ୍ରତାପରୁ୍ରଙ୍କ ପରେ ଯିଓ ବିଖଣ୍ଡିତ ହୋଇ ଆଫଗାନ ପଠାଣ, ମୋଗଲ, ନିଜାମ, ମରହଟ୍ଟାଙ୍କ୍ୱାରା ଶାସିତ ହେଉଥିଲା । ତଥାପି ଏହିସବୁ ଶାସକଗଣ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ସେଭଳି ହସ୍ତକ୍ଷେପ କରି ନ ଥିଲେ, ଯେପରି କରିଥିଲେ ଇଂରେଜ ଶାସକ । ଏହାର କାରଣ ହେଲା ତିନୋଟି ପର୍ଯ୍ୟାୟରେ ଏହି ବିଶାଳ ଭୂଖଣ୍ଡକୁ ଇଂରେଜମାନେ ଅଧିକାର କରି ମାନ୍ଦ୍ରାଜ ରାଜ୍ୟସହ ଓଡ଼ିଶାର କ୍ଷିଣ ଭାଗ, ମଧ୍ୟପ୍ରଶେ ରାଜ୍ୟ ସହ ଓଡ଼ିଶାର ପଶ୍ଚିମ ଭାଗ ଏବଂ ବଙ୍ଗଳା ରାଜ୍ୟ ସହ ଅବଶିଷ୍ଟ ଓଡ଼ିଶା ଭୂଖଣ୍ଡକୁ ମିଶାଇ େଲେ । ଓଡ଼ିଆ ଭାଷା, ଜାତି ଓ ସଂସ୍କୃତି ସମ୍ବନ୍ଧରେ ଅନଭିଜ୍ଞ ଇଂରେଜ ଶାସକ ଏବଂ ଜାତିର ଗୌରବଗାଥା, ସ୍ୱାଭିମାନ ଓ ମଣିଷପଣିଆ ସଂପର୍କରେ ଭଲଭାବରେ ଅବଗତ ହେବା ପୂର୍ବରୁ ପ୍ରଥମ ପ୍ରତିରୋଧ ଶୁଭିଥିଲା ଖୋର୍ଦ୍ଧା ରାଜବଂଶର ପ୍ରଧାନମନ୍ତ୍ରୀ ଜୟୀ ରାଜଗୁରୁଙ୍କ ଖୋଲାଖୋଲି ବି୍େରାହରେ । ପରେପରେ ଏହି ପ୍ରତିରୋଧ ବିଭିନ୍ନ ମୋଡ଼ନେଇ ଓଡ଼ିଶାର ବିଭିନ୍ନ ଅଂଶରେ ଯଥା- ଖୋର୍ଦ୍ଧା, ରଣପୁର, ଘୁମୁସର, ସମ୍ବଲପୁର, କେନ୍ଦୁଝର, କଳାହାଣ୍ଡି, ଗାଙ୍ଗପୁର ଅ•ଳରେ ଖୋେଇ ଇଂରେଜ ପ୍ରଶାସନରେ କୋକୁଆ ଭୟ ସୃଷ୍ଟି କରିଥିଲା । ସବୁଠାରୁ ଭୟଙ୍କର ଥିଲା ୧୮୧୭ର ପାଇକ ବି୍େରାହ । ଏହାଥିଲା ଇଂରେଜ ବିରୁଦ୍ଧରେ ଭାରତମାଟିରେ ଗୋଟିଏ ଶାସିତ ଜାତିର ପ୍ରଥମ ଓ ସର୍ବବୃହତ ସାମରିକ ଅଭିଯାନ । କିନ୍ତୁ ଏହି ୁଃସାହସିକ ସାମରିକ ଅଭିଯାନପାଇଁ ଓଡ଼ିଆଜାତିକୁ ବହୁମୂଲ୍ୟ ବୋକୁ ପଡ଼ିଲା । କମ୍ପାନୀ ଶାସକଙ୍କ ଅବିଶ୍ୱାସ ଏଭଳି ଭାବରେ ବୃଦ୍ଧିପାଉଥିଲା ଯେ, ତିନୋଟି ପ୍ରେସିଡେନ୍ସି ମଧ୍ୟରେ ୩ ଭାଗରେ ବିଭକ୍ତ ଓଡ଼ଶି । ଅ•ଳକୁ ଏକତ୍ର ନ କରି ବରଂ ଆଧୁନକ ି ଶିକ୍ଷା ଓ ସଭ୍ୟତାଠାରୁ ଜାଣିଶୁଣି ୂରେଇ ରଖି ଓଡ଼ିଶାବାସୀଙ୍କୁ ସମାଜର ସର୍ବନିମ୍ନ ସୋପାନରେ ପହ•ାଇେଲେ । ବାଣିଜ୍ୟପାଇଁ ଓଡ଼ିଶାମାଟିରେ ପ୍ରବେଶ କଲାବେଳେ (୧୬୩୩-୧୬୪୨) ସ୍ଥାନୀୟ ଓଡ଼ିଆଙ୍କ ଆକ୍ରମଣ, ଅସହଯୋଗ ସହିତ ଖା୍ୟାଭାବ ଯୋଗୁଁ ତାଡ଼ିପିଇ ରୋଗାକ୍ରାନ୍ତ ଭାବେ ଅକାଳମୃତୁ୍ୟ ମୁଖରେ ପଡ଼ିବା, ୧୭୫୯ରେ ଗଞ୍ଜାମ ଅନ୍ତର୍ଭୁକ୍ତ ଇଚ୍ଛାପୁର ତାଲୁକା ସହ ଉ•ର ସରକାର (ଚିଲକ ି ।ଠାରୁ ଗୋାବରୀ ନୀ ପର୍ଯ୍ୟନ୍ତ ଓଡ଼ଅି ।ଅ•ଳ) ହାଇ୍ରାବା ନିଜାମଙ୍କଠାରୁ ପାଇବା ପରେ ସ୍ଥାନୀୟ ଓଡ଼ିଆ ରାଜା, ଜମିାରଙ୍କ୍ୱାରା ପ୍ରଚଣ୍ଡ ବି୍େରାହର ସମ୍ମୁଖୀନ ହେବା ଆି