ପୃଷ୍ଠା:Bhasa o Jatiyata.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୩୬
ଭାଷା ଓ ଜାତୀୟତା
 

ସର୍ବପ୍ରଥମେ ତାମିଲଭାଷାକୁ କ୍ଲାସିକଭାଷାର ମାନ୍ୟତା ପ୍ରାନ କଲେ । ଏଭଳି ନିଷ୍ପ•ିରେ କ୍ଷିଣ ଭାରତର ଅନ୍ୟରାଜ୍ୟ ନିଜଭାଷାର ପ୍ରାଚୀନତା ସଂପର୍କରେ ବିଭିନ୍ନ ଐତିହାସିକ ତଥ୍ୟ ପ୍ରାନ କରି ଏହି ମାନ୍ୟତା ପାଇବାକୁ ।ବି କଲେ । ବିଶେଷକରି ତେଲୁଗୁଭାଷୀ ସବୁ ନୈତକ ି ତାକୁ ପାରେ ଳି ନିଜକୁ ସାତବାହନଙ୍କ ଉ•ରାଧିକାରୀ ତଥା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଏକ ସ୍ୟ ଆବିଷ୍କୃତ ଅଭିଲେଖରେ ସ୍ଥାନିତ କେତେକ ତେଲୁଗୁ ଲିପି (‘ଯାହାକୁ ଅନେକ ଇତିହାସକାର’ ନକଲି ବୋଲି ପ୍ରମାଣିତ କରିସାରିଲେଣି)କୁ ପ୍ରମାଣ ଭାବେ ଉପସ୍ଥାପିତ କରି ଗତବର୍ଷ ଏହି ସୁଯୋଗ ହାତେଇ ନେଇଛନ୍ତି । ଏ ସଂପର୍କରେ ିଲ୍ଲୀରୁ ପ୍ରକାଶିତ ‘ହିନ୍ଦୁସ୍ଥାନ’ ନାମକ ୈନିକ ଖବରକାଗଜର ସଂପାକୀୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାପରେ ଏହି ମାନ୍ୟତା ପାଇବାପାଇଁ ମରାଠୀ, ହିନ୍ଦୀ, ବଙ୍ଗଳା ଆି ନିଜନିଜ ସ୍ତରରେ ଉ୍ୟମରତ ଥିବାବେଳେ ଏକମାତ୍ର ଓଡ଼ିଆଭାଷା ହିଁ ଏଥିପାଇଁ ଯୋଗ୍ୟ ବୋଲି ଉଲ୍ଲେଖ କରିଥିଲେ । ଅଥଚ ଓଡ଼ିଶାବାସୀ ଓ ଓଡ଼ିଆବୁଦ୍ଧିଜୀବୀଗଣ ଏଥିପାଇଁ ନୀରବ ରହିବା ଏ ଜାତିପ୍ରତି କିପ୍ରକାରର ମନୋଭାବ ର୍ଶାଉଛି ତାହା ପ୍ରତ୍ୟେକ ଓଡ଼ିଆ ବିଚାର କରିବାର ସମୟ ଆସି ପହ•ିଛ ।ି

ଏଠାରେ ଉଲ୍ଲେଖଯୋଗ୍ୟ ମଗଧ ଓ କଳିଙ୍ଗ ମଧ୍ୟରେ ବାଣିଜି୍ୟକ ପ୍ରତି୍ୱନ୍ଦ୍ୱିତା ଚରମ ସୀମାରେ ପହ•ôଥବ ô ।ବେଳେ କ୍ଷିଣ ଭାରତରେ ନବପୋଷଣ କାଳ ବା ଲୌହଯୁଗ ପ୍ରଚଳିତ ଥିଲା । କଳିଙ୍ଗ-ମଗଧ ଅ•ଳଠାରୁୁ ପ୍ରାୟ ୮୦୦ବର୍ଷ ପରେ ଅର୍ଥାତ୍ ଖ୍ରୀ.ପୂର୍ବ ୨ୟରୁ ୩ୟ ଶତାବ୍ଦୀ ମଧ୍ୟରେ କ୍ଷିଣଭାରତର ଅଧିବାସୀ ଲୌହର ବ୍ୟବହାର ଜାଣିଲେ । ଯିଓ ୨ଟି ମାତ୍ର ସ୍ଥାନ-କର୍ଣ୍ଣାଟକର ପିକ୍ଲଲିହଲ୍ ଓ ହୋଲ୍ଲରଠାରୁ ପୁରାତନ ଲୌହ ଉପକରଣ ମିଳିଛି, ମାତ୍ର ତାହା କୃଷି ଯନ୍ତ୍ରପାତି ଭାବରେ ନୁହେଁ । ବରଂ ଏହି ଲୁହାଖଣ୍ଡ ଶିକାରପାଇଁ ବ୍ୟବହାର ହେଉଥିବାର ଜଣାପଡ଼େ । ଅର୍ଥାତ୍ ପ୍ରତତ୍ନ ।•୍ୱକି ଖନନରୁ ଜଣାପଡ଼େ ଯେ, ଉ•ର ଓ ପୂର୍ବ ଭାରତରେ ସମୃଦ୍ଧିଶାଳୀ ନଗର ଗଢ଼ି ଉଠିଥିବାବେଳେ କ୍ଷିଣ ଭାରତର ଅଧିବାସୀ ସାଧାରଣ ଜୀବିକା ନିର୍ବାହ କରୁଥିଲେ ।

ତେବେ ବିଦେଶେୀ ସାହିତି ୍ୟି କ ସ୍ରୋତ ଓ ପ୍ରତ୍ନତା•୍ୱକ ି ଖନନ୍ୱାରା କ୍ଷିଣ-ପୂର୍ବ ନୀ ମୁହାଣରୁ ଯେଉଁ ବାଣିଜି୍ୟକ ଭି•ିଭୂମିର ସୂଚନା ମିଳେ, ତାହା ଯେ ତାମିଲଙ୍କ୍ୱାରା ହେଉଥିଲା; ଏହା ନିରପେକ୍ଷ ଭାବେ ସ୍ଥିର କରିବା ନିଶ୍ଚିତ ପକ୍ଷେ କଷ୍ଟକର । ଏପରି ବି ହୋଇପାରେ କ୍ଷିଣ-ପୂର୍ବ ଏସିଆ ମହାଶେରେ ନିଜର ବାଣିଜି୍ୟକ ପ୍ରଭାବ ବିସ୍ତାର କରିଥିବା କଳିଙ୍ଗରାଷ୍ଟ୍ର ନିଜ ବ୍ୟବସାୟପଥ ସୁଗମପାଇଁ ଧୀରେଧୀରେ କ୍ଷିଣଭାଗକୁ ଗତିକରି ପ୍ରଥମେ ଋଷିକୂଲ୍ୟା, ଗୋାବରୀ, କୃଷ୍ଣା, କାବେରୀ ନୀ ପର୍ଯ୍ୟନ୍ତ ମାଡ଼ିଯାଇ ନିଜର ବାଣିଜି୍ୟକ ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ ଏବଂ ଏହିସବୁ କଳିଙ୍ଗ ସଂସ୍କୃତି ସହ ଓତପ୍ରୋତଃ ଭାବେ ଜଡ଼ିତ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ସିଂହଳ ଆି ଶେକୁ ଗମନ କରିବାପାଇଁ ପୂର୍ବର ତାମ୍ରଲିପ୍ତି ବନ୍ଦର େଇ ସୁବର୍ଣ୍ଣଭୂମି (ମିଆଁମାର), ଶ୍ୟାମ (ଥାଇଲାଣ୍ଡ), ଆନ୍ନମ