ପୃଷ୍ଠା:Bhasa o Jatiyata.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୩୫
 

ଭାରତ ଅଧି କ ।ର କରି ଥ ି େ ଲ । ୍ୱ ି ତ ୀୟ ଚେରରାଜା ନେନ୍ଦୁ ଜ ି ର ଲ ଆନ ଇମୟବରମବନ(ଯାହାର ସୀମା ହିମାଳୟ ପର୍ଯ୍ୟନ୍ତ) ଉପାଧି ଧାରଣ କରିଥିଲେ । କାରଣ ସେ ସମଗ୍ର ଭାରତ ଜୟ କରିଥିଲେ ଓ ଚେର ରାଜବଂଶର ରାଜଚିହ୍ନ ‘ଧନୁଷ୍’ ହିମାଳୟରେ ଉକ୍ରୀର୍ଣ୍ଣ କରାଇଥିଲେ । ଅଥଚ ଏତେ ବଡ ଯୋଦ୍ଧା ସମକାଳୀନ ଚୋଳରାଜା ସହ ଯୁଦ୍ଧକରି ମୃତ୍ୟୁଲାଭ କଲେ । ସଙ୍ଗମଯୁଗ ପରେ ୩୦୦ବର୍ଷ ଧରି ଲେଖକୀୟ ଉପାାନ ଭାବେ କୌଣସି ସାହିତ୍ୟିକ କିମ୍ବା ଅଭିଲେଖ ପ୍ରମାଣ ନ ମିଳିବାରୁ ଏହିସମୟକୁ ‘ଇତିହାସର ରାତ୍ରୀ’ କୁହାଯାଇଛି । ତେବେ ଷଷ୍ଠଶତାବ୍ଦୀ ବେଳକୁ ।କ୍ଷିଣାତ୍ୟର ଶକ୍ତିଶାଳୀ ଶାସକ କଳଭ୍ରକୁ ପରାସ୍ତ କରି ମୁରାର ପାଣ୍ଡ୍ୟ, କା•ିର ପଲ୍ଲବ ଓ ବାାମୀର ଚାଲୁକ୍ୟ ବଂଶ ଉ•ାନ ାକ୍ଷିଣାତ୍ୟ ଇତିହାସକୁ ଗତିଶୀଳ କଲା ।

ତେଣୁ ପାଣ୍ଡ୍ୟରାଜା (ମୁରାଯୁଗ-ଖ୍ରୀ.୫୦୦-ଖ୍ରୀ.୮୫୦)ଙ୍କ ପ୍ରୋତ୍ସାହନ ପାଇ ତାମିଲସାହିତ୍ୟ ସୃଷ୍ଟି ହୋଇଛି ଓ ବିକାଶ ଚୋଳଯୁଗ (ଖ୍ରୀ.୮୫୦-ଖ୍ରୀ.୧୨୦୦)ରେ ହୋଇଛି । ଏହି ସତ୍ୟକୁ ଗ୍ରହଣୀୟ କରିବା ଲକ୍ଷ୍ୟରେ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାନପାଇଁ କେନ୍ଦ୍ର ସରକାର କାଳ ନିର୍ଦ୍ଧାରଣ କଲେ ୧୫୦୦-୨୦୦୦ ବର୍ଷ । ତଥାପି ଏହି ଅବଧି ମଧ୍ୟରେ କନ୍ନଡ଼ (୯ମ ଶତାବ୍ଦୀ), ତେଲୁଗୁ (୯ମ ଶତାବ୍ଦୀ) ଆସୁ ନ ଥିଲେ ମଧ୍ୟ କେନ୍ଦ୍ରର କଂଗ୍ରେସ ଳ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେ• ସରକାର ନିଜ ଛେପ ନିଜେ ଢୋକି ଏହି ୁଇ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାନ କରିଛନ୍ତି ।

ଓଡ଼ିଆ ଶାସ୍ତ୍ରୀୟଭାଷା ମାନ୍ୟତା ପାଇବ ତ?

କୌଣସି ଭାଷାକୁ ଶାସ୍ତୀୟଭାଷା ମାନ୍ୟତା ପ୍ରାନ କରିବାପାଇଁ କେନ୍ଦ୍ର ସରକାର କେତେକ ସ•ର୍ ରଖିଥବô । କଥା ପୂବର୍ର ୁ ବଣ୍ଣିର୍ତ । ସେହି ସ•ର୍ ପୂରଣ କରୁଥବô । ଭାରତର ଯେକୌଣସି ଭାଷାକୁ ଶାସ୍ତୀୟଭାଷା ମାନ୍ୟତା ପ୍ରାନ କରିବାରେ ଭାରତ ସରକାରଙ୍କ ସମାନ ସଂଘୀୟନୀତି ଅନୁସାରେ ବାଧ୍ୟ । ଅଥଚ ଓଡ଼ିଆଭାଷା କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି କହିଲେ ଭୁଲ ହେବନାହିଁ । କାରଣ ସଂସ୍କୃତ ଭାଷାସମ ଏକ ପ୍ରାଚୀନଭାଷା ହେଉଛି ଓଡ଼ିଆଭାଷା, ଯାହା ତାମିଲ ଓ ତେଲୁଗୁ ଭାଷାଠାରୁ ବହୁ ପ୍ରାଚୀନ । ଅଥଚ ଏପର୍ଯ୍ୟନ୍ତ ଓଡ଼ିଆଭାଷାର ପ୍ରାଚୀନତାକୁ ଭାରତ ସରକାର ସ୍ୱୀକାର କରିନାହାଁନ୍ତି । ଏଥିପାଇଁ ଏକାନ୍ତ ଭାବରେ ଆମ ଓଡ଼ିଶାର ସାଂସ, ରାଜନେତା, ସର୍ବୋପରି ଓଡ଼ିଆ ଜନସାଧାରଣଙ୍କ ନିରବତା ସଂପୂର୍ଣ୍ଣ ଭାବରେ ।ୟୀ । ବିଶେଷ କରି ପିଣ୍ଡା ଉପରେ ବସି ଭାଷଣବାଜି ମାରୁଥିବା ଆମ ବୁଦ୍ଧିଜୀବୀଙ୍କ ତୁଣ୍ଡିବନ୍ଧା ମୁହଁ ଏପର୍ଯ୍ୟନ୍ତ ଖୋଲିନାହିଁ ଏ ବିଷୟରେ ଆଲୋଚନ କରିବାକୁ । କାରଣ ଏମାନେ ଏବେ ବି ସନ୍ଧିହାନ ଯେ, ଓଡ଼ିଆଭାଷା କ’ଣ ସତରେ ପ୍ରାଚୀନ ।

ଏଠାରେ ଗୋଟିଏ କଥା ସ୍ମରଣ କରିିଆଯାଇପାରେ ତାମିଲ ସାଂସଙ୍କ ବାରମ୍ବାର ାବି ଫଳରେ ୨୦୦୪ ମସିହାରେ ନୂଆ କରି ଶାସନ କ୍ଷମତାକୁ ହାତରେ ଧରିଥିବା ପ୍ରଗତିଶୀଳ ମେ• ସରକାର ସହଯୋଗୀ ‘୍ରାବିଡ଼ ମୁନିତ୍ର କାଡ଼ଗମ୍’ ଳକୁ ଖୁସି କରିବାପାଇଁ