ପୃଷ୍ଠା:Barnabodha (1901).pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବର୍ଣ୍ଣବୋଧ ।

ଦିନଶିବଗତିମତିମଣି
ରାତିବିଷବିଧିଜାତିଖଣି
ହିମରବିଗିରିତିଥିହରି
ପାଣିଛବିନିଧିପତିତରି
ହିବାନିଶାଋଷିତିଳଲିପି

ଶିଶିରଦିବସହରିଣମଳିନବିଷମ
ଅଶନିକିରଣବାଳିକାମହିଷକଠିନ
ବିଚାରଅତିଥିନିକଟମହିମାବଧିର

ହରିଣ ନ ଦିଏ ଧରା ।
ଦଉଡ ନା ବଡ ଖରା ।
ଛବି ବହି କିଣି ଆଣ ।
ଭଲପାଣି କର ପାନ ।
ହରି ଖାଇବାର ନିଅ ।
ଭାତ ଡାଲି ଦହି ଘିଅ ।

ଭାଇ ଶିବ ନାରାୟଣ ।
ପଢ ଆଜି ରାମାୟଣ ।
ରାମର ସିତାର ଧରି ।
ବଜାଅ ବଜାଅ ହରି ।
ରାତି ପାହିଲାଣି ରାବଇ କାଉ ।
ଉଠ ଉଠ ମଠ ନ କର ଆଉ ।