ପୃଷ୍ଠା:WikipediaReferencing.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ୟୁ.ଏନ. ର କଥିତ ଲକ୍ଷ ହେଉଛି ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବା ଓ ସୁରକ୍ଷା ଯୋଗାଇବା, ଆଉ ଏହାର ସ୍ଥାପନା ଠାରୁ ସାରା ବିଶ୍ୱରେ ମାତ୍ର ୧୬୦ଟି ଯୁଦ୍ଧ ହୋଇଛି ।


ମୁଁ ଆଧାରର ତଥ୍ୟକୁ ବାକ୍ୟ ମଝିରେ ଆଧାର (ଇନଲାଇନ ସାଇଟେସନ) ଭାବେ କେମିତି ଯୋଡ଼ିବି?

ଅଧିକାଂଶ ସମ୍ପାଦକ ପାଦଟୀକା ବ୍ୟବହାର କରନ୍ତି । ଏସବୁକୁ ଲେଖିବାର ଏକ ସହଜ ଉପାୟ ହେଉଛି, ପ୍ରାସଙ୍ଗିକ ବାକ୍ୟ କିମ୍ବା ଅନୁଚ୍ଛେଦ ଶେଷରେ ଏହାକୁ ଯୋଡ଼ିଦେବା ।

  • <ref>Smith, Jane. ''ବହିର ନାମ''. Cambridge University Press, 2010. p. 1.</ref>
  • <ref>Sanger, David E. [http://www.nytimes.com/2010/09/24/world/24prexy.html?_r=1&hp "With Warning, Obama Presses China on Currency"], ''The New York Times'', September 23, 2010.</ref>


ତାପରେ ଲେଖା ଶେଷରେ ଏହାକୁ ଯୋଡ଼ିଦେବେ:
==ଆଧାର==
{{ଆଧାର}}


ଏହି ସବୁ ବିଷୟରେ ଅଧିକ ତଥ୍ୟ କେଉଁଠି ମିଳିବ?

  • Verifiability policy
  • No original research policy
  • Reliable sources policy
  • Citing sources guideline


Some text drawn from Wikipedia CC-by-SA 3.0.