ପୃଷ୍ଠା:Anabana.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଯୋଡାକୁ ଘୋଡା


ଦିଅଁ ଗଢୁ ଗଢୁ ମାଙ୍କଡ ହେଲା
ବଡ଼ ହୋଇଗଲା ଛୋଟ
ଚାରିଜଣ ମିଶି ଆଙ୍କିଲେ ଘୋଡା
ଦିଶିଲା ସେ ଠିକ ଓଟ ।

ଅନାବନା ୨୬