ପୃଷ୍ଠା:Asha Tara Dekhiba.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶରତ ଋତୁର ତାରା
(ଅଗଷ୍ଟ-ଅକ୍ଟୋବର)



[[ଫାଇଲ:|357px|page=89]]

ମାନଚିତ୍ରଟିକୁ ମୁଣ୍ଡ ଉପରେ ଓଲଟାଇ ଧରିବାକୁ ହେବ, ଯେପରି ଦିଗଗୁଡିକ ଠିକ ରହିବ । ଏହି ଅବସ୍ଥାରେ ଏହା ମୁଣ୍ଡ ଉପରେ ଆକାଶର ତାରାମାନଙ୍କ ଅବସ୍ଥିତି ସୂଚାଇବ । ତଳେ ଦିଆ ଯାଇଥିବା ସମୟଗୁଡିକ ପାଇଁ ଏହି ମାନଚିତ୍ରଟି ଉପଯୋଗୀ ହେବ:

ଅଗଷ୍ଟ ଆରମ୍ଭ ରାତି ୧୨, ଅଗଷ୍ଟ ମଝି ରାତି ୧୧,
ସେପ୍ଟେମ୍ବର ଆରମ୍ଭ ରାତି ୧୦, ସେପ୍ଟେମ୍ବର ମଝି ରାତି ୯,
ଅକ୍ଟୋବର ଆରମ୍ଭ ରାତି ୮, ଅକ୍ଟୋବର ମଝି ରାତି ୭

୮୮