ପୃଷ୍ଠା:Aama Parala Gajapati.pdf/୧୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଲେଶ୍ୱର, ଗଞ୍ଜାମ, କୋରାପୁଟ ଓ ସମ୍ବଲପୁର- ଏଇ ଛଅଟି ଜିଲ୍ଲା ସମେତ ୨୪ଟି ଗଡ଼ଜାତ ଅଞ୍ଚଳ । ସେତେବେଳ ପର୍ଯ୍ୟନ୍ତ ଏକ ଜିଲ୍ଲା ରୂପେ ପରିଗଣିତ ହେଉଥିବା ଅନୁଗୋଳକୁ ଦୁଇଭାଗ କରାଯାଇ ଗୋଟିଏ ଭାଗକୁ କଟକ ଏବଂ ଅନ୍ୟ ଭାଗଟିକୁ ଗଞ୍ଜାମ ସହ ସଂଯୁକ୍ତ କରାଇ

[[ଫାଇଲ:|428px|page=128]]