ପୃଷ୍ଠା:Asha Tara Dekhiba.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଗ୍ରୀଷ୍ମ ଋତୁର ତାରା
(ଏପ୍ରିଲ-ଜୁନ୍)



[[ଫାଇଲ:|380px|page=79]]

ମାନ‌ଚିତ୍ରଟିକୁ ମୁଣ୍ଡ ଉପରେ ଓଲଟାଇ ଧରିବାକୁ ହେବ, ଯେପରି ଦିଗ‌ଗୁଡିକ ଠିକ ରହିବ । ଏହି ଅବସ୍ଥାରେ ଏହା ମୁଣ୍ଡ ଉପରେ ଆକାଶର ତାରାମାନଙ୍କ ଅବସ୍ଥିତି ସୂଚାଇବ । ତଳେ ଦିଆ ଯାଇଥିବା ସମୟଗୁଡିକ ପାଇଁ ଏହି ମାନ‌ଚିତ୍ରଟି ଉପ‌ଯୋଗୀ ହେବ:

ଏପ୍ରିଲ ଆରମ୍ଭ ରାତି ୧୨, ଏପ୍ରିଲ ମଝି ରାତି ୧୧,
ମେ ଆରମ୍ଭ ରାତି ୧୦,ମେ ମଝି ରାତି ୯,
ଜୁନ୍ ଆରମ୍ଭ ରାତି ୮, ଜୁନ ମଝି ରାତି ୭

୭୮