ପୃଷ୍ଠା:Malunira Fula O Anyanya Galpa.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ହଁ, ଗୁରୁଦେବ, ଆଟିକାରୁ ଯେତେ ଦହି ଢାଳୁଛି, ଆଟିକା ସେହିପରି ପୂରି ରହିଛି ।"

"ତା'ହେଲେ ଜଟିଳ ଠିକ୍ କଥା କହୁଥିଲା, ଆହା, ପିଲାଟିକୁ କି କଷ୍ଟ ଦେଲି । ଆରେ କିଏ କେଉଁଠି ଅଛ, ତା ମୁହଁରେ ପାଣି ଛିଞ୍ଚି ଦିଅ । ପଙ୍ଖାରେ ବିଞ୍ଚିଦିଅ ।"