ପୃଷ୍ଠା:Arkakshetra konark.pdf/୧୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ସାରଣୀ -୧୨ (ଘ)

Tabular Statement- (A), Showing the relative proportions for a Sapta Tala Image

Limb of the body Nava Tala Sapta Tala Relative
Angulas Angulas proportions in Decimals
circumference of arm near armpit 18 18x9/7 0.166
circumference of arm near elbow 16 16x9/7 0.148
circumference of head near elbow 14 14x9/7 0.129
circumference of arm near wrist 10 10x9/7 0.092
Width of plam 5 05x9/7 0.046
Width of meta-tarsus 5 05x9/7 0.046
circumference of thigh near hip 32 32x9/7 0.296
circumference of thigh near knee 29 29x9/7 0.268
circumference of leg near knee 16 12x9/7 0.148
circumference of ankle 12 12x9/7 0.111
circumference of middle finger (near root) 4 04x9/7 0.037
circumference of Middle toe (near root) 5 05x9/7 0.046

ଦେଖାଯାଉଛି ପୁରାତନ ହିନ୍ଦୁ ଶାସ୍ତ୍ର ଶରୀର ତତ୍ତ୍ୱ ଭଲ ରୂପେ ଚର୍ଚ୍ଚା କରିଥିଲା କିନ୍ତୁ ଶିଳ୍ପୀ ଶାସ୍ତ୍ରୋକ୍ତ ମାପ ବ୍ୟବହାର କରି ମଧ୍ୟ ମନୁଷ୍ୟ ଦେହର ଅବିକଳ ନକଲ କରିନାହିଁ । ଉଦାହରଣ : ଜଗମୋହନର ପୀଢ଼ ମଧ୍ୟରେ ନୃତ୍ୟ ବାଦ୍ୟ କରୁଥିବା କିନ୍ନରୀଗଣ ଏବଂ ସ୍ୱୟଂ ସୂର୍ଯ୍ୟଦେବ ।

ଯୁଦ୍ଧଅଶ୍ୱ :

ସେଇ ଶିଳ୍ପୀ ଯେତେବେଳେ ଅବିକଳ ଆକୃତି ଫୁଟେଇବାକୁ ଚାହେଁ ସେ ଏପରି କିଛି ସୃଷ୍ଟି କରେ ଯାହା ୟୁରୋପୀୟ Art gallery ରେ ମଧ୍ୟ ବିରଳ । ବହୁ ଉଚ୍ଛ୍ୱସିତ ପ୍ରଶଂସା ମଧ୍ୟରୁ ଯୁଦ୍ଧଘୋଡା ଦୁଇଟିର ଆଲୋଚନା ପ୍ରସଙ୍ଗରେ E.B. Havell ଙ୍କ ବକ୍ତବ୍ୟଟି ଉପସ୍ଥାପନ କରିଲେ ଯଥେଷ୍ଟ ହେବ ।

"Had it by chance been labelled 'Roman' or 'Greek', this magnificent work of art would now be the pride of some great metropoliton museum in Europe and America. Here Indian sculptures have shown that they can express with as much fire and passion as the greatest European art the pride and victory and the glory of triumphant warfare : for not even the Homeric grandeur of Elgin marbles surpass the magnificent movement and modelling of the Indian Achilles, and the superbly monumental war horse in its massive strength and vigour is not un-worthy of

comparison with varochhio's famous masterpices in Venice! (Indian Sculpture & Painting-PP-146-47).

ଅର୍କକ୍ଷେତ୍ର କୋଣାର୍କ . ୧୩୫