ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଖ. ଯୁଗ୍ମ ତାରା: (ମାନଚିତ୍ର ସଙ୍କେତ)
ତାରା | ପ୍ରତୀତ ଦୀପ୍ତି | ପ୍ରତୀତ ବ୍ୟବଧାନ ବିକଳା (ସେକେଣ୍ତ କୋଣ) | ମାନଚିତ୍ର ପୃଷ୍ଠା |
---|---|---|---|
୧.* ବୀଣା-ଚ | ୪.୫+୪.୭ | ୨୦୮ | ୮୮ |
୨.* ବୃଷ-ଝ | ୩.୬+୩.୯ | ୩୩୭ | ୬୮ |
୩.* ସପ୍ତର୍ଷି-ଛ +୮୦ (ବଶିଷ୍ଠ + ଅରୁନ୍ଧତୀ) | ୨.୪-୪.୦ | ୭୦୫ | ୭୪ |
୪.* ମକର-କ | ୩.୮+୪.୫ | ୩୮୪ | ୮୮ |
୫. ମରାଳ-ଖ | ୩.୧+୫.୧ | ୩୪ | ୮୮ |
୬. ମହିଷାସୁର-କ | ୦.୦+୧.୨ | ୨୦ | ୭୮ |
୭. ସପ୍ତର୍ଷି-ଛ (ବଶିଷ୍ଠ) | ୨.୪+୪.୦ | ୧୪ | ୭୪ |
୮. ବିଛା-ଖ | ୨.୯+୫.୧ | ୧୪ | ୮୨ |
୯. ଦେବଯାନୀ-ଗ | ୨.୧+୫.୧ | ୧୦ | ୯୪ |
୧୦. ମେଷ-ଗ | ୪.୮+୪.୮ | ୮ | ୯୫ |
୧୧. ସିଂହ-ଗ | ୨.୧+୩.୪ | ୫ | ୭୪ |
୧୨. ମିଥୁନ-କ(ସୋମ) | ୧.୯+୨.୯ | ୩ | ୬୮ |