ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଉଲ୍କା ବର୍ଷା:
ନାମ | ସମୟ* | ତୀବ୍ରତା* | ଉତ୍ପତ୍ତି ଅଞ୍ଚଳ (ତାରାମଣ୍ତଳ) | ଉତ୍ସ ଧୂମକେତୁ |
---|---|---|---|---|
ଭୂତେଶୀୟ (କ୍ୱାଡ଼୍ରାଣ୍ଟିଡ଼୍ସ୍) | ଜାନୁଆରୀ ୨-୪ | ୩୦ | ଭୂତେଶ | -- |
ବୀଣାୟ (ଲାଇରିଡ଼୍ସ୍) | ଏପ୍ରିଲ ୨୦-୨୨ | ୮ | ବୀଣା | ୧୮ ୬୧ I |
ଚ-କୁମ୍ଭୀୟ(ଇଟା-ଆକ୍ୱାରିଡ଼୍ସ୍) | ମେ ୨-୭ | ୧୦ | କୁମ୍ଭ | ହାଲି |
ଘ-କୁମ୍ଭୀୟ (ଡ଼େ | ଜୁଲାଇ ୨୬-୩୧ | ୧୫ | କୁମ୍ଭ | -- |
ଯଯାତୀୟ | ଅଗଷ୍ଟ ୧୦-୧୪ | ୪୦ | ଯଯାତି | ସ୍ୱିଫ୍ଟ-ଟଟଲ |
କାଳପୁରୁଷ | ଅକ୍ଟୋବର ୧୮-୨୩ | ୧୫ | କାଳପୁରୁଷ | ହାଲି |
ବୃଷୀୟ | ନଭେମ୍ବର ୧-୭ | ୮ | ବୃଷ | ଏନ୍କେ |
ସିଂହୀୟ | ନଭେମ୍ବର ୧୪-୧୯ | ୬ | ସିଂହ | ଟେମ୍ପଲ୍-ଚଟଲ |
ମିଥୁନୀୟ | ଡ଼ିସେମ୍ବର ୧୦-୧୩ | ୫୦ | ମିଥୁନ | ଗ୍ରହାଣୁ-ଫେଟନ୍ |
- ଦିଆ ଯାଇଥିବା ସମୟରେ ସାଧାରଣ ସମୟ ଅପେକ୍ଷା ଅଧିକ ଉଲ୍କା ପଡ଼ିଥାଏ । ଏହା ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଉଲ୍କାଗୁଡ଼ିକର ସଂଖ୍ୟା ବହୁତ ବଢ଼ିଯାଏ । ପ୍ରତି ବର୍ଷ ସର୍ବାଧିକ ଉଲ୍କାପାତର ସମୟ କିଛି ଦେଲେ । ଘଣ୍ଟା ପ୍ରତି ସର୍ବାଧିକ ଉଲ୍କା ସଂଖ୍ୟାକୁ ଉଲ୍କା ବର୍ଷାର ତୀବ୍ରତା ଭାବରେ ଧରାଯାଏ ।