ପୃଷ୍ଠା:Asha Tara Dekhiba.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ହେମନ୍ତ ଋତୁର ଆକାଶ
(ଅକ୍ଟୋବର-ଡିସେମ୍ବର)
[[ଫାଇଲ:|380px|page=95]]


ମାନଚିତ୍ରଟିକୁ ମୁଣ୍ଡ ଉପରେ ଓଲଟାଇ ଧରିବାକୁ ହେବ, ଯେପରି ଦିଗଗୁଡିକ ଠିକ ରହିବ । ଏହି ଅବସ୍ଥାରେ ଏହା ମୁଣ୍ଡ ଉପରେ ଆକାଶର ତାରାମାନଙ୍କ ଅବସ୍ଥିତି ସୂଚାଇବ । ତଳେ ଦିଆ ଯାଇଥିବା ସମୟଗୁଡିକ ପାଇଁ ଏହି ମାନଚିତ୍ରଟି ଉପଯୋଗୀ ହେବ:

ଅକ୍ଟୋବର ଆରମ୍ଭ ରାତି ୧୨, ଅକ୍ଟୋବର ମଝି ରାତି ୧୧,
ନଭେମ୍ବର ଆରମ୍ଭ ରାତି ୧୦, ନଭେମ୍ବର ମଝି ରାତି ୯,
ଡ଼ିସେମ୍ବର ଆରମ୍ଭ ରାତି ୮, ଡ଼ିସେମ୍ବର ମଝି ରାତି ୭

୯୪