ପୃଷ୍ଠା:Asha Tara Dekhiba.pdf/୧୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସହାୟକ ଗ୍ରନ୍ଥସୂଚୀ

ଆକାଶ ବିଜ୍ଞାନ ଓ ତାରାଙ୍କ ଉପରେ ଅନେକ ଭଲ ବହି ବିଭିନ୍ନ ଭାଷାରେ ରହିଛି । କିଛି ବିଶେଷ ଉପାଦେୟ ଓଡିଆ ଓ ଭାରତରେ ପ୍ରକାଶିତ ଇଂରାଜୀ ବହିର ତାଲିକା ଏଠାରେ ଦେଉଛୁ । ଆହୁରି ଅନେକ ବହି ନିଶ୍ଚୟ ରହିଛି । ଏ ସବୁର ସାହାଯ୍ୟରେ ଆଗ୍ରହୀ ପାଠକ ଆଗେଇ ଯାଇ ପାରିବେ ।

୧. ଆକାଶର ଆହ୍ୱାନ: ଶରତ କୁମାର ମହାନ୍ତି ଜଗନ୍ନାଥ ରଥ, କଟକ ୧୯୮୯

୨. ବିଚିତ୍ର ବିଶ୍ୱ: ଗୋକୁଳାନନ୍ଦ ମହାପାତ୍ର ବିଦ୍ୟାପୁରୀ, କଟକ ୧୯୭୮

୩. ତାରର ଆକାଶ: ପ୍ରହ୍ଲାଦ ଚନ୍ଦ୍ର ନାୟକ ପ୍ରଜ୍ଞାଲୋକ, ପୁରୀ ୧୯୮୯

୪. A Guide to The Night Sky: P.N.Shankar KRVP. Bangalore 1984

୫. Akash Darshan Atlas: G.R.Paramjape NCERT, New Delhi 1978

୬. Popular Hindu Astronomy: Kalinath Mukherji, Calcutta 1905

୭. Clusters, Nebulae & Galaxies: P.N. Shankar KRVP, Bangalore 1985

୮. MAG 5 Star Atlas Edmund Scientific Co. USA, 1994

ଅନେକ ପତ୍ରିକାରୁ ଆକାଶ ବିଷୟରେ ନିୟମିତ ସୂଚନା ମିଳେ । ଗ୍ରହ ଆଦିର ଚିହ୍ନଟ ପାଇଁ ଏହା ବିଶେଷ ଉପଯୋଗୀ । ଏ ଭିତରୁ କିଛି ହେଲେ:

୧. ବିଜ୍ଞାନ ତରଙ୍ଗ, ସୃଜନୀକା, ଭୁବନେଶ୍ୱର ୨. Science Reporter, CSIR, New Delhi ୩. Skywatching Guide, Calcutta.

ଏହି ଭଳି କିଛି ବହି ସୃଜନୀକଠାରୁ ମିଳି ପାରିବ ।