ପୃଷ୍ଠା:Kali kirti chautisa.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

'ଖଦ୍ୟୋତ' ବଢ଼ ସାନ ପରାଶୀର-ପରାଣ!
'ଖ୍ୟାତି' ଖଣ୍ତିଆ ନୋହୁ ଭବ-ଭାବିନି ! ।୨।

ଗଭ-ଧର-ଧାରି ଗାତ୍ରାର୍ଦ୍ଧ-ଧାରିଣି!
ଗଞ୍ଜନା-ଗଣର-ଗରିମା-ବାରିଣି !
ଗ୍ରହନିବ‌ହ ଶତେ ଗୁଣ୍ତକରୁ ଗୁପତେ
ଗିରିଜେ!ଗୁଣ-ଗବେଷଣା-କାରିଣି! ।୩।

ଘାଣ୍ଟ ଚକଟ-ଘଟଣା ନିବାରିଣି ।
ଘଣ୍ଟ ଘୋଡ଼ାଇ ରଖୁ ଘାଟ-ହରିଣି ।
ଘଟସୂତ୍ର ବା ଉଡ଼ କାଢ଼ି ନେଉ;
ଘୋର ।୪।

ନିଖିଳ