ପୃଷ୍ଠା:Kali kirti chautisa.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବାସିନୀ ସ୍ତ୍ରୀଜନ‌ଙ୍କର । ନିତ୍ୟବନ୍ଦିନୀ - ପ୍ରତ୍ୟହ ଆରାଧ୍ୟା ନିର୍ଗୁଣା (ଦୁ:ସ) । ନିତ୍ୟା; ନନ୍ଦନନ୍ଦିନୀ (ଶ-ର-ବ) ନାରସିଂହୀ ବଳେଶୀ, ଭୁବନେଶୀ, ନନ୍ଦା (ଦୁ-ସ) ସୁନନ୍ଦା (ଶ-ର-ବ) । ଚିଦାନନ୍ଦରୂପିଣୀ (ଦୁ-ସ) (୨୧) ପଣ୍ତିତାଳୟବାସିନି, ପୁଣ୍ୟଦା, ପବିତ୍ରିକା, ପ୍ରଜ୍ଞା, ବାଣୀ, କଲ୍ୟାଣୀ - ଦୁ:ସ) । ପାର୍ବତୀ (ଅ-କୋ) ତାମସୀ (ଶ-ର-ବ) । ପଞ୍ଛାସ୍ୟେ = ସିଂହ ଉପରେ । ଭ୍ରମୁ = ଭ୍ରମଣକରୁ । ପଞ୍ଚାନ‌ନ କାମିନୀ = ହରପ୍ରିୟା (୨୨) ଫିରିଆଦ = ଗୁହାରି । କାତ୍ୟାୟନୀ (ଅ-କୋ) । ଫସରଫସାଫଳ = ବ୍ୟର୍ଥ ବା ନିଷ୍ପ୍ରୟୋଜନ ଲାଭପ୍ରାପ୍ତି । ଫାଜିଲାମି = ଧୃଷ୍ଟତା । ଫେଇବା = କାଢ଼ିବା; ବାହାର କରିବା । ଫନ୍ଦା = ଆଶ୍ରୟ । ପାରାବାର-ପାରକାରିଣୀ = ମହାସମୁଦ୍ରରୁ ପାର କରିବାରେ ସମର୍ଥ । (୨୩) ବଖାଣିଲିଣି = କ‌ହିଲିଣି । ବଜ ୨ ହୋଇ = ବେଶି ଗୁଡ଼ାଏ କ‌ହି । ବିରକ୍ତ = ହୟରାଣ ବାଡ଼ି-ବାନ୍ତି = କଲେରା ରୋଗ; ହଇଜା । ବସନ୍ତ