ପୃଷ୍ଠା:Kali kirti chautisa.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

= 'ବସନ୍ତ' ରୋଗ । ବଧିବା-ବିଧା ବସା = ନାଶ-କରିବା ଥାନ ଜାଣି ମାଡ଼ ଦେବା ଉପାୟ । ଯାମିନୀ =(ଦୁ-ସ) ।(୨୪) ଭବାନୀ, ଭୌମୀ, ଭୂଷ୍ୟା, ଭଗବତୀ, ନୀଳସରସ୍ୱତୀ, ବନ୍ଦ୍ୟା, ତପା, ତାପିନୀ (ଦୁ-ସ) । ଭୈରବୀ = (ଆ-ଦେ) । ଭୀମା, ଭାର୍ଗବୀ, ଭ୍ରାମତୀ (ଶ-ର-ବ) । ଭ୍ରମ‌ଭଞ୍ଜନୀ = ଭ୍ରାନ୍ତିସକଳ ଭାଙ୍ଗିବାକୁ ସମର୍ଥ । (୨୫) ମଙ୍ଗଳେ । = ଆଗୋ ମା ମଙ୍ଗଳା, । ମହେଶ-ମହିଷୀ = ମହାଦେବଙ୍କ ପାଟ ମହାଦେଈ । ମାନିନୀ, ମୋହିନୀ ମଣ୍ତିତା, ମହାମୁଦ୍ରା, ମାତୁକା, ମାୟାବତୀ, ମନସ୍ୱିନୀ(ଦୁ-ସ) ମଙ୍ଗଳା, ମହିଷାସୁରମରଦିନୀ, ମହାଦେବୀ, ମାଧବୀ (ଶ:ର:ବ:) । (୨୬) ଯମୁନା (ଶ:ତ-ବୋ:) - ଜ୍ୱାଳାମୁଖୀ, ଯତୀ, ଯାମିନୀ, ଜଗନ୍ନାଥ ରୂପିଣୀ (ଦୁ:ସ:) ଦିନ-ଯାମିନୀ = ଆହୋରାତ୍ର । ଯାତନା-ଯାତୁଧାନ='ପୀଡ଼ା'ରୂପକ ରାକ୍ଷସ । କଲା ବ୍ୟାଧି-ବିଧାନ=ପୀଡ଼ାର ଯନ୍ତ୍ରଣା ବୃଦ୍ଧିକଲା । (୨୭) ରାସେଶୀ, ରାଜୀବ