ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆଠଗଡ଼ | ରାଧାନାଥ ରଥ | କଂଗ୍ରେସ |
କଟକ ନଗର | ବୀରେନ୍ ମିତ୍ର | କଂଗ୍ରେସ |
କଟକ ସଦର (ଯୁଗ୍ମ) | ରାଜକୃଷ୍ଣ ବୋଷ | କଂଗ୍ରେସ |
ପୂର୍ଣ୍ଣାନନ୍ଦ ସାମଲ | କଂଗ୍ରେସ | |
ଜଗତସିଂହପୁର (ଯୁଗ୍ମ) | ନୀଳମଣି ପ୍ରଧାନ | କଂଗ୍ରେସ |
କଣ୍ଡୁରୀ ଚରଣ ମଳିକ | ପ୍ରଜା ସମାଜବାଦୀ | |
ସାଲେପୁର (ଯୁଗ୍ମ) | ପ୍ରଦୀପ୍ତ କିଶୋର ଦାସ | ପ୍ରଜା ସମାଜବାଦୀ |
ବାଇଧର ବେହେରା | ପ୍ରଜା ସମାଜବାଦୀ | |
ବାଲିକୁଦା | ବୈକୁଣ୍ଠନାଥ ମହାନ୍ତି | ପ୍ରଜା ସମାଜବାଦୀ |
ଏରସମା | ଲୋକନାଥ ଚୌଧୁରୀ | କମ୍ୟୁନିଷ୍ଟ |
ତିର୍ତ୍ତୋଲ | ନିଶାମଣି ଖୁଣ୍ଟିଆ | ପ୍ରଜା ସମାଜବାଦୀ |
ପାଟକୁରା | ଲୋକନାଥ ମିଶ୍ର | କଂଗ୍ରେସ |
ରାଜନଗର | ଅନନ୍ତ ଚରଣ ତ୍ରିପାଠୀ | ସ୍ୱାଧୀନ |
ଆଳି | ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ | କଂଗ୍ରେସ |
କେନ୍ଦ୍ରାପଡ଼ା (ଯୁଗ୍ମ) | ପ୍ରହ୍ଲାଦ ମଳିକ ଓ ଦୀନବନ୍ଧୁ ସାହୁ | କଂଗ୍ରେସ |
ବିଞ୍ଝାରପୁର | ବାଙ୍କ ବିହାରୀ ଦାସ | ପ୍ରଜା ସମାଜବାଦୀ |
ବଡ଼ଚଣା | ଯଦୁମଣି ମଙ୍ଗରାଜ | କଂଗ୍ରେସ |
ଧର୍ମଶାଳା (ଯୁଗ୍ମ) | ମଦନ ମୋହନ ପଟ୍ଟନାୟକ | କଂଗ୍ରେସ |
ମାୟାଧର ସିଂହ | କଂଗ୍ରେସ | |
ଯାଜପୁର (ଯୁଗ୍ମ) | ଗଦାଧର ଦତ୍ତ | କଂଗ୍ରେସ |
ଶାନ୍ତନୁ କୁମାର ଦାସ | କଂଗ୍ରେସ | |
ଧାମନଗର | ମୁରଲୀଧର ଜେନା | କଂଗ୍ରେସ |
ଚାନ୍ଦବାଲି (ଯୁଗ୍ମ) | ନନ୍ଦ କିଶୋର ଜେନା | କଂଗ୍ରେସ |
ନୀଳମଣି ରାଉତରାୟ | କଂଗ୍ରେସ | |
ଭଦ୍ରକ | ନିତ୍ୟାନନ୍ଦ ମହାପାତ୍ର | ସ୍ୱାଧୀନ |
ସୋରୋ-(ଯୁଗ୍ମ) | ହରେକୃଷ୍ଣ ମହତାବ | କଂଗ୍ରେସ |
ଚୈତନ୍ୟ ସେଠି | କଂଗ୍ରେସ | |
ନୀଳଗିରି | ନୀଳମଣି ଦାସ | କଂଗ୍ରେସ |
ବାଲେଶ୍ୱର | ରବୀନ୍ଦ୍ର ମୋହନ ଦାସ | ପ୍ରଜା ସମାଜବାଦୀ |
ବସ୍ତା | ଅକ୍ଷୟ କୁମାର ପ୍ରହରାଜ | କଂଗ୍ରେସ |
ଭୋଗରାଇ | ଦୁର୍ଗା ଶଙ୍କର ଦାସ | କଂଗ୍ରେସ |
ଓଡ଼ିଶା ରାଜନୀତିର ଇତିହାସ . ୧୧୭