ପୃଷ୍ଠା:Odisha Rajanitira Itihasa.pdf/୨୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ରେଢ଼ାଖୋଲ ବସନ୍ତ କୁମାର ମହାନନ୍ଦ ଜନତା ଦଳ
ଦେବଗଡ ପ୍ରଦୀପ୍ତ ଗଙ୍ଗଦେବ ଜନତା ଦଳ
ସୁନ୍ଦରଗଡ ଭରତେନ୍ଦ୍ର ଶେଖର ଦେଓ ଜନତା ଦଳ
ତଲସରା ରଣଜିତ୍‍ ଭିତ୍ରିୟା ଜନତା ଦଳ
ରାଜଗାଙ୍ଗପୁର ମଙ୍ଗଳା କିଷାନ ଜନତା ଦଳ
ବୀରମିତ୍ରପୁର ସତ୍ୟ ନାରାୟଣ ପ୍ରଧାନ ଜନତା ଦଳ
ରାଉରକେଲା ଦିଲ୍ଲୀପ କୁମାର ରାୟ ଜନତା ଦଳ
ରଘୁନାଥପଲ୍ଲୀ ରବି ଦେହୁରୀ ଜନତା ଦଳ
ବଣାଇ ଜୁଏଲ ଓରାମ ଭାଜପା
ଚମ୍ପୁଆ ସହରାଇ ଓରାମ ଜନତା ଦଳ
ପାଟଣା କାହ୍ନୁଚରଣ ନାୟକ ଜନତା ଦଳ
କେନ୍ଦୁଝର ଛୋଟରାୟ ମାଝି ଜନତା ଦଳ
ତେଲକୋଇ ନୀଳାଦ୍ରି ନାୟକ ଜନତା ଦଳ
ରାମଚନ୍ଦ୍ରପୁର ବଦ୍ରି ନାରାୟଣ ପାତ୍ର ଜନତା ଦଳ
ଆନନ୍ଦପୁର ଦାଶରଥି ଜେନା ଜନତା ଦଳ

ଶପଥ ଗ୍ରହଣ : ବାଚସ୍ପତି, ଉପବାଚସ୍ପତି ନିର୍ବାଚନ:

ଦଶମ ବିଧାନସଭା ୩ ମାର୍ଚ୍ଚ ୧୯୯୦ରେ ଗଠିତ ହେଲା । ବିଜୁ ପଟ୍ଟନାୟକ ଜନତା ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହୋଇ ନିଜର ଜନ୍ମଦିନ ୫.୩.୧୯୯୦ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହ ଅନ୍ୟ କୌଣସି ମନ୍ତ୍ରୀ ସେଦିନ ଶପଥ ଗ୍ରହଣ କରିନଥିଲେ । ପରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ । ନବନିର୍ବାଚିତ ସଦସ୍ୟମାନେ ମାର୍ଚ୍ଚ ୭ତାରିଖରେ ଶପଥ ଗ୍ରହଣ କଲେ । ବୟୋେଜ୍ୟେଷ୍ଠ ସଦସ୍ୟ ଘାସିରାମ ମାଝି ଅସ୍ଥାୟୀ ବାଚସ୍ପତି ଭାବରେ ସଦସ୍ୟମାନଙ୍କୁ ଶପଥ ଗ୍ରହଣ୨୬୦ . ଓଡ଼ିଶା ରାଜନୀତିର ଇତିହାସ