ପୃଷ୍ଠା:Gita Gobinda 1921.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧ମ ସର୍ଗଃ ]

ବାମନ ଅବତାର ।

ଛଳୟସି ବିକ୍ରମଣେ ବଳିଦ୍ଭୁତ ବାମନ‌-
ପଦନଖନୀରଜନିତଜନପାବନ
କେଶବ ! ଧୃତ-ବାମନରୂପ ଜୟ ଜଗଦୀଶ ହରେ । ୯ ।

ବିଧିକି ଦୂଷିଲ । ୨୨ ।
କଳ୍କି ଉଊପେ କରେ ଧରି ମହା ଅସିପତ ।
ଜ୍ୱଳନ ବଦନ ଅତି ଭୟଙ୍କର ଗାତ୍ର । ୨୩ ।
ମ୍ଳେଚ୍ଛ ପାପୀ ଦୂରାଚାର ସମୁଦ୍ର ସଂହାରି ।
ଉଶ୍ୱାସିଲ କ୍ଷିତିଭାର ଲୀଳାମାତ୍ର କରି । ୨୪ ।
ଏମନ୍ତରେ ଦଶବିଧ ଅବତାର ହୋଇ ।
ସଂସାର ପ୍ରତିପାଳନେ ଧର୍ମ ରକ୍ଷା ପାଇ ।
କମଳାକୁଚମଣ୍ତଳ ଆଶ୍ରୟ ଯାହାର ।
ମନୋହର ବନମାଳ ଶୋଭିତ ହୃଦର । ୨୬ ।
ଦେବ ସୁରମୁନି କରୁଛନ୍ତି ଜୟକାର ।
ମଣିଗଣ ଶୋଭିତ କି କୁଣ୍ତଳ ଶ୍ରୂତିର । ୨୭ ।
ଭବତିମିର ନାଶନେ ଆଦିତ୍ୟ ପ୍ରକାଶ ।
ମୁନିଜନ ମନ ମୀନ ସରୋବର ହଂସ । ୨୮ ।
କାଳୀୟ