ସୂଚୀ ଆଲୋଚନା:Bidagdha Chintamani (Abhimanyu Samanta Singhara).pdf

Page contents not supported in other languages.
ଉଇକିପାଠାଗାର‌ରୁ

ଲେଖିବା ଶୈଳୀ[ସମ୍ପାଦନା]

ଏହି ବହି ପାଇଁ ହେଡ଼ର ସଚଳ କରାଯାଇଛି । ଏଣୁ ପ୍ରତ୍ୟେକ ପୃଷ୍ଠାର ଉପରେ ବିଦଗ୍ଧ ଚିନ୍ତାମଣି ଓ ପୃଷ୍ଠ ସଂଖ୍ୟା (ଡାହାଣ ପଟେ) ଆପେ ଆପେ ଆସିଯିବ । ଯଦି ସଂଖ୍ୟା ବାଆଁ ପଟେ ଥାଏ ତେବେ ହେଡ଼ର ଛାଞ୍ଚରେ ଆବଶ୍ୟକ ପରିବର୍ତ୍ତନ କରିପାରିବେ ।
ହେଡ଼ର ଛାଞ୍ଚ ଏପରି {{rh|ବାଆଁ|ମଝି|ଡାହାଣ}} ଓ ଏମିତି ଦେଖାଯିବ-

ବାଆଁ
ଡାହାଣ
ମଝି

ଡିଫଲଟ {{rh||ବିଦଗ୍ଧ ଚିନ୍ତାମଣି|ପୃଷ୍ଠସଂଖ୍ୟା}} ଏମିତି ରଖାଯାଇଛି । ତାହା ଏମିତି ଦେଖାଯିବ-

ପୃଷ୍ଠସଂଖ୍ୟା
ବିଦଗ୍ଧ ଚିନ୍ତାମଣି

ସେହିପରି ପାଦଟୀକା ପାଇଁ ମଧ୍ୟ ଫୁଟର ସଚଳ କରାଯାଇଛି ହେଲେ ତାକୁ ସମ୍ପାଦନ କରିବା ଲୋଡ଼ା ନାହିଁ ।

ପୃଷ୍ଠା ସଜ୍ଜା[ସମ୍ପାଦନା]

ସାଧାରଣ ପୃଷ୍ଠା[ସମ୍ପାଦନା]

ଉଦାହରଣ - ଏହି ପୃଷ୍ଠା

{{c|
<poem>
କାମନା କଳପତରୁ ଚିନ୍ତାମଣି ନାମ ।
କଳ୍ପଛି କବିତ୍ୱେ ବର୍ଣ୍ଣିବାକୁ ତବ ପ୍ରେମ ହେ । ୧୭ । (ପୂର୍ଣ୍ଣଛେଦର ଆଗରେ ଓ ପଛରେ ଥରେ ଥରେ ସ୍ପେସ)
</poem>
}}

ନୂଆ ଛାନ୍ଦ ଆରମ୍ଭ ହେଉଥିବା ପୃଷ୍ଠା[ସମ୍ପାଦନା]

ପ୍ରତ୍ୟେକ ଛାନ୍ଦ ଆରମ୍ଭରେ ରାଗ, ବିଷୟ, ବଡ଼ ପ୍ରଥମ ଅକ୍ଷର ଇତ୍ୟାଦି ନିର୍ଦ୍ଦିଷ୍ଟ ଶୈଳୀରେ ଛପାଯାଇଛି । ତାହା ପାଇଁ ଏକପ୍ରକାର ଫର୍ମାଟିଂ ବ୍ୟବହାର କରନ୍ତୁ । ଉଦାହରଣ - ଏହି ପୃଷ୍ଠା

{{c|
<poem>
ଭାଷଇ କେବଳ ଭାସଇ ଭବଜଳେ ମୁହିଁ ତ ।
ସାମନ୍ତସିଂହାର ସାମନ୍ତ ଶ୍ୟାମ ବିନୁ ନାହିଁ ତ । ୫୫ ।
</poem>
}}
{{rule|5em}}

{{c|
{{x-larger|ଚତୁର୍ଦ୍ଦଶ ଛାନ୍ଦ ।}}<br />
{{rule|3em}}
{{larger|'''ଚନ୍ଦ୍ରାବଳୀ ଭାବ-ଭାବନା:—ଦୂତୀପ୍ରେଷଣ ।'''}}<br />
{{rule|5em}}
ରାଗ । କାଳୀ । ଆଦ୍ୟଯମକ । ପଞ୍ଚାକ୍ଷରୀ ।

<poem>
'''{{largeinitial|ଶ୍ର}}ବଣେ''' ଧୀରେ ଶ୍ରବଣେ ଧୀରେ ଲଭିବ ମହାନନ୍ଦ ।
ରତି ଭାରତୀ ରତିଭାରତୀ କି, ସେ ତ ଅଳଙ୍କାର । ୭ ।
</poem>
 }}

ପାଦଟୀକାକୁ କେମିତି ଯୋଡ଼ିବେ[ସମ୍ପାଦନା]

ଏହି ବହିରେ ପ୍ରତି ପୃଷ୍ଠା ତଳେ ଗୋଟିଏ ଗାର ଟଣାଯାଇଛି ଓ ତା' ତଳେ ପଦଗୁଡ଼ିକର ପାଦଟୀକା ଦିଆଯାଇଛି । ଉଇକିରେ ଏଗୁଡ଼ିକୁ ସିଧାସଳଖ ଟାଇପ କରନ୍ତୁ ନାହିଁ- ସେପରି କଲେ ଯେତେବେଳେ ପୂରା ବହିଟିକୁ ଗୋଟିଏ ସ୍ଥାନରେ ସନ୍ନିବେଶିତ କରାଯିବ, ପାଦଟୀକା ଗୁଡ଼ିକ ପ୍ରତି ପୃଷ୍ଠା ମଝିରେ ରହି ଅସୁବିଧା କରିବ । ତେଣୁ ପାଦଟୀକାକୁ ଅଲଗା ଶୈଳୀରେ ଯୋଡ଼ିବାକୁ ପଡ଼ିବ ।
ଉଦାହରଣ ସ୍ୱରୂପ- [ପୃଷ୍ଠା]କୁ ଧରିନିଅନ୍ତୁ ।

  • ଏଠି ପାଦଟୀକାରେ ପ୍ରଥମେ ଲେଖା ଯାଇଛି- ୭-୧ ଋକ ସାମ ଯଜୁର୍ବେଦ, ଘ, ଚ, ଟ ଓ ତା ପରେ ; ଚିହ୍ନ ଦିଆଯାଇଛି ।
  • ଏଥିରୁ ବୁଝାପଡ଼ୁଛି ଯେ ୭ମ ପଦ (stanza)ର ୧ମ ପାଦ (line)କୁ ପୋଥି ଘ, ଚ, ଓ ଟ ରେ ଅଲଗା ଭାବରେ ଲେଖାଯାଇଛି, ଏଠି ପାଠାନ୍ତର ରହିଛି ।
  • ସେହି ପାଠାନ୍ତର ହେଲା ଋକ ଯଜୁ ସାମ ବହୁ ସ୍ଥାନରେ ଋକ ସାମ ଯଜୁର୍ବେଦ
  • ତେଣୁ ୭ମ ପଦର ୧ମ ପାଦକୁ ଯାଇ 'ଋକ ଯଜୁ ସାମ'ପରେ <ref>ଏଠାରେ ୭-୧ ଟୀକା ରହିବ ।</ref> ଲେଖିଦିଅନ୍ତୁ ।
  • <ref> ଟ୍ୟାଗ ମଝିରେ ଟୀକା ଲେଖିଲାବେଳେ ଅନାବଶ୍ୟକ ; ଚିହ୍ନକୁ ଅନ୍ତରୁ କାଢ଼ିଦିଅନ୍ତୁ କିନ୍ତୁ '୭-୧'ଟି ରହିବାକୁ ଦିଅନ୍ତୁ ।
  • ଏତିକି କଲାପରେ ପୃଷ୍ଠାଟିକୁ ସାଇତିଲେ ଟୀକା ଆପେ ଆପେ ତଳେ ଆସିଯିବ ।

- ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) (ମୋ ଆଲୋଚନା) ୦୨:୨୦, ୨୮ ମାର୍ଚ୍ଚ ୨୦୧୭ (IST)[reply]