ପୃଷ୍ଠା:Gauracharana Gitabali.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩
ଗୌରଚରଣ ଗୀତାବଳୀ

ଗୌରଦ୍ୱିଜ ଭଣି ଶ୍ରୀକ୍ଷେତ୍ର ରହଣି
ପାଇଁ କରୁଥାଇ ସଦା ଭାବନା
ସତେ ହେବେ ସାହା ବଳିଆର ବାହା
ସମ୍ପୂର୍ଣ୍ଣ କରିବି ମନକାମନା ।୫।