ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବିଦଗ୍ଧ ଚିନ୍ତାମଣି


ସଂସାର କାନ୍ତi ସାରକୁ ଆଣିଲ। ଅମୃତ ମିଶାଇ ବାଟି ଛାଣିଲା ।
ବହି ଏ ମୂର୍ତ୍ତକ ନିର୍ମାଣିଲ । ମର୍କତ ରଷାଣରେ ରଷାଣିଲା ସେ |
ଉପମା ସୃଷ୍ଟି ଜିଣିଲା ଯେ |
ମୋହନ ମନ୍ତ୍ରରେ ଜୀବନ୍ୟାସ କରି ସାର ସଂସାରେ ଗଣିଲା ଯେ । ୩ ।
ଦେଖିବ ଯେବେ ସେ ଶୋଭା ମୂର୍ତ୍ତି । ଶିବଙ୍କୁ ପ୍ରଶଂସା କରିବ ରତି ।
ପତ୍ତି ନିନ୍ଦା କଲେ। ପରବରତି । ମୋ ଗୁତ୍ତ ହୁଅନ୍ତା ସିନା କରତ୍ତ ସେ | .,
ଅନାଇଁ ପତିବରଖ ଯେ | o ଆରତ୍ତ ହୋଇ ବୈର୍କ ସୁରତ ଇଚ୍ଛାରେ କରିବ ନାହିଁ ପୀରତ ଯେ । ୪ ।
କଳା କମଳ ମର୍କତ ଆରଶି । ଆନନ ମନ ନିଏ ଆକରଷି I ”
ଦେଇ ନ ପାର ଉପମା ଭରସି । ଭଙ୍ଗିରେ ଯୋଗୀମନ ଯିବା ରସି ସେ |
ସୃୱତ ସୁଧାକୁ ବରଷି ଯେ |
ଭରି ଘନରସ। ଉଛୁଳାଇ ଦେଲେ ନାଗସ୍ ହୃଦସରସୀ ଯେ । ୫ ।
ଦମେ ବଢ଼ନ୍ତେ ସୁଷମା ତରଙ୍ଗ । ଆଶ୍ରୟ କଲେ ଆସି ନାନାରଙ୍ଗ ।
ଈକ୍ଷଣ ଚଞ୍ଚଳେ ଜିଣେ କୁରଙ୍ଗ । ମଦ ବିଘୂର୍ଣ୍ଣିତ ଅଳପ ରଙ୍ଗ ସେ |
ଭ୍ରୂଲତା କାମଶାରଙ୍ଗ ଯେ ।
ଇଙ୍ଗିତ ଭଙ୍ଗିମା ପ୍ରସଙ୍ଗେ ନାଚଇ ଗଞ୍ଜିବାପାଇ ସାରଙ୍ଗ ଜୋଯ | ୭ |
ଗତ ମତରୁ ଚଞ୍ଚଳ ଅଧୀରେ । ପଳାଇ ରହିଲେ ନେସ ବିଧ୍ବରେ ।
ସ୍ବିଡ଼ା-ବିଶ୍ଚରେ ରହିଲେ ବିଧ୍ବରେ । ସୁରସକୁ ମନ ଭଜିଲ ଧୀରେ ସେ | ଜୋନା ଦେହ ରଚନା ବର୍ଦ୍ଧରେ ଯେ | ସମସ୍ତ ଭଙ୍ଗିମା ଗୁଣ ସାର୍ଥ ହେଲେ ରହ ଆପଣା ସିଦ୍ଧିରେ ଯେ । ୭ । ଯା ଶୋଭା ଭଙ୍ଗିମା ନେସ ପଥରେ । ପଡ଼ଗଲ ବିଶ୍ବସ୍ତୁକର ଥରେ । ଅନ ଆୟୁଷ୍ଠିରେ ହୃଦୟୁ ଥରେ । ଅବଧୂ ବିଧ୍ବ ର ଚିଲ ଏଥରେ ସେ | ଦ୍ରବିତ ହେଲେ ପଥରେ ଯେ | ଗଉତମ କଲେ ଉତ୍ତମ। ଏ ବାଞ୍ଛା ଦେଲ ଅମର-ନାଥରେ ଯେ । ୮ । ବାଳକାଳ-ସ୍ୱତ ସମେ ହଟିଲା । ବାଳକ ସଙ୍ଗରୁ ମତ୍ତ ରୁଷିଲା । ସମବିତ୍ପାସଟା ପ୍ରୀତ ଘଟିଲା । ଗୃହରୁଖ୍ କଥାମାନ ପ୍ରକଟିଲା । ସେ | O କାମଚେଷ୍ଟା ଚହଟିଲା ଯେ |
ପତିବ୍ରତ-ମତି-ଧୁତ-ସମ୍ପତ୍ତିକ ସମୂଳ କରି ଲୁଟିଲା ଯେ । ୯ ।

୮' ପଡ଼ିଗଲେ-‘କ, ଖ; ୮-୩ ଅଣ-କ, ଖ’ ଓ ଟ; କାମେ-ଞ;

୯୮୭:-ଧୂତ ସମ୍ପତ୍ତି ବଖକ-କ, ଖ;