ପୃଷ୍ଠା:Alankara Bodhodaya.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ

ଦୀପୟନ୍, ରୋଦସୀ ରନ୍ଧ୍ର ମେଷଜ୍ଜ୍ୱଳିତ ସର୍ବତଃ । ପ୍ରତାପ ସ୍ତବ ରାଜେନ୍ଦ୍ର ! ବୈରିବଂଶ ବାବାନଳଃ । ଅର୍ଥ-ହେ ରାଜେନ୍ଦ୍ର ଆପଣଙ୍କ ପ୍ରତାପ ଦମ୍ପା ବା ପୃଥ୍ବୀ ରନ୍ଧ୍ରକୁ ଦୀପିତ କରି ବୈରିବଂଶ (ବାଉଁଶ ଗଛ)କୁ ଦହନ କରିବା ବିଷୟରେ ଦାବାନଳ ସ୍ବରୂପ ହୋଇ ସର୍ବତ୍ର ଜ୍ୱଳୁଅଛି । ଅତ୍ର ଶତୃକୁଳରେ ବେଶୁଭ୍ରାରୋପଣ ରୂପ ବ୍ୟଙ୍ଗା ପ୍ରତାପର ଦାବାନଳ ଡ଼ାରୋପଣସିଦ୍ଧିର ଅଙ୍ଗ ହେଲା, ଅର୍ଥାତ୍ ପ୍ରତାପରେ ରୂପକଦ୍ବାରୀ ଅନଳ ତ୍ବାରୋପ ବାଚ୍ଯ ହେବାରୁ ଶୁଦ୍ଧ ବ୍ୟଙ୍ଗ ନ ହୋଇ ବାଚ୍ଯ ସିଦ୍ଧଦ୍ୟଙ୍ଗ ସ୍ବରୂପ ଗୁଣୀଭୂତ ହେଲା । ସନ୍ଦିଗ୍ଧତ୍ପାଧ୍ୟାନ୍ୟ ଗୁଣୀଭୂତ ବ୍ୟଙ୍ଗା-ଯଥା, ଶ୍ଚକ୍ରେନ୍ଦ୍ରା ଦୟାରମ୍ବାଇବାମ୍ବୁରାଶି୫ । ଉମାମୁଖେ ବିମ୍ବ ଫଳାଧରେଗାଁ ବେଷ୍ଟ ବ୍ୟାପାର ୟାମାସ ବିଲୋଚନାନି ॥ ଅର୍ଥ-ଚକ୍ନୋଦୟରେ ସମୁଦ୍ର ପରି କିଞ୍ଚୁପ୍ରିବୃରୋଧିର୍ଯ୍ୟ ମହାଦେବ, ବିମ୍ବଫଳ ତୁଲ୍ୟ ଅଧର ଓଷ୍ଣ ଶୋଭୀ ଉମା ମୁଖରେ ନେତ୍ରପାତ କଲେ । ଅତ୍ର ଚୁମ୍ବନାଭିଳାଷରେ କି ମୁଖସେସିନ୍ଦର୍ଯ୍ୟ ଦର୍ଶନାଭିଳାଷରେ ନେତ୍ରପାତ କଲେ, ଏହି ଉଭୟ ପ୍ରାଧାନ୍ୟ ବିଷୟରେ ସନ୍ଦେହ ହେବାରୁ ସନ୍ଦିରୋଧପ୍ରାଧାନ୍ଯ ବ୍ଯଙ୍ଗ ତୁଲ୍ଯପ୍ରାଧାନ୍ୟ ଗୁଣୀଭୂତ ବ୍ୟଙ୍ଗା-ଯଥା, ରାବଣପ୍ରତି ମନ୍ଦିବାକ୍ୟ ବ୍ରାହ୍ମଣାତିକ୍ରମତ୍ଯାଗୋ ଭବତା ମେବଭୂତୟୋ ଜାମଦଗ୍ନ୍ୟାଶ୍ଚ ବୋମିତ୍ର ମନ୍ୟଥା ଦୁର୍ମନାୟତେ । ଅର୍ଥ-ହେ ଲକୋଙ୍କଶ, ବ୍ରାହ୍ମଣମାନଙ୍କର ଅବମାନନା ନକଲେ ଆପଣଙ୍କର ବଡ଼ମଙ୍ଗଳ ହେବ, ସେନାଚେତ୍ ଆପଣଙ୍କ ମିତ୍ର ଜାମଦଗ୍ନ୍ୟା ବିମନା ହେବେ } ଅତ୍ର ଜାମଦଗ୍ନ୍ୟା ପଦରୁ ସ୍ବପିତୃପରାଭବ ହେତୁକ କ୍ଷତ୍ରିୟ କୁଳ କ୍ଷୟ ପରି ରକ୍ଷକୁଳକ୍ଷୟ ରୂପ ବ୍ୟଙ୍ଗଧ୍ରାର୍ଥ ଓ ବାକ୍ୟର ବାଚ୍ଯର୍ଥ ଏ ଦୁହିଙ୍କର ସମାନ ପ୍ରାଧାନ୍ୟ (ବାକ୍ୟରେ ଯେଉଁ ବାଟଦ୍ଯାର୍ଥ ବ୍ୟଙ୍ଗମ୍ଯରେ ସେହି ଅର୍ଥ) ହେବାରୁ ତୁଲ୍ଯପ୍ରାଧାନ୍ଯ ଗୁଣୀଭୂତ ବ୍ୟଙ୍ଗମ୍ୟ ହେଲା । ଅସ୍ଫୁଟ ଗୁଣୀଭୂତ ବ୍ଯଙ୍ଗା-ଯଥ, ସର୍ବୋସର୍ବସ୍ବାହରଣ° ବିଗ୍ରହେ ପ୍ରାଣନିଗ୍ରହୀ' ।