ପୃଷ୍ଠା:Alankara Bodhodaya.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ହତବୃତ୍ତତା - ଯଥା, ଚକ୍ରକେଳି ରାଗେ, ପିତାଙ୍କଠାରୁ ମେଲାଣି ହୋଇଲେ କୃଷ୍ଣ ମଥୁରାକୁ ବିଜେ କରି ଗଲେ । ଚକ୍ରକେଳି ରାଗ ଏଗାର ଅକ୍ଷରରେ ପାଦ ହୁଏ । ଅତ୍ର ଦ୍ବିତୀୟ ପାଦଟି ବାର ଅକ୍ଷର ହେବାରୁ ବୃତ୍ତ ନଷ୍ଟ ହେଲା । ଆହତ ବିସର୍ଗତା - ଯଥା, ଧୀରେ ବରୋ ନରୋ ଯାତି । ଅତ୍ର ବିସର୍ଗ ଓ ତୃକୁ ସର୍ବତ୍ର ପ୍ରାପ୍ତ ହେବାରୁ ଦୋଷ ହେଲା । ଲୁପ୍ତବିସର୍ଗତା - ଯଥା, ଗତା ନିଶା ଇମ ବାଳେ । ଅତ୍ର ଏକବାକ୍ୟରେ ଅନେକ ଲୁପ୍ତ ବିସର୍ଗ ହେବାରୁ ଦୋଷ ହେଲା । ଗଭିତତା - ଅନ୍ୟ ବାକ୍ୟ ମଧ୍ୟରେ ଅନ୍ୟ ବାଜ୍ୟର ଯେ ପ୍ରବେଶ ତାକୁ ଗର୍ଭିତତା ବୋଲି - ଯଥା, କଳଶୀ ରାଜୋଗ ମହାରାଜ ତୁମ୍ବା ପାଦେ ହୋଇଛି ପ୍ରଣତ ତକ୍ସରେ କହୁଛି। ବ୍ରୋଧ ନୁହଇ ଉଚିତ । ଅତ୍ର “ତତ୍ତ୍ୱରେ କହୁଛି' ଏହି ବାକ୍ୟ, ବାକ୍ୟ ମଧ୍ୟରେ ରହିଲା । ଅସ୍ଥାନ ସମାସତ! -- ଯଥା, ଅଦ୍ୟାପି ସ୍ତନ ଶୈଳ। ଦୁର୍ଗ ବିଷମେ ସୀମତିନୀ ନା°ହୁଦି ସ୍ଥାତ୍ମ୍ୟ ବାଞ୍ଚିତି ମାନ ଏଷଧଗିତି କ୍ରୋଧୋଦିବା ଲୋହିତା୫ ! ପ୍ରୋବ୍ଦ ଦୂରତର ପ୍ରସାରିତ କର8 କର୍ଷତ୍ବ ସୌତତ୍‌କ୍ଷଣାତ୍ ଫୁଲ୍ଲଭୈରବ କୋଷ ନିଃ ସରଦଳି ଶ୍ରେଣୀ:କୃପାଣ° ଶଶୀ । ଅତ୍ର କୃଦ୍ଧ ଉକ୍ତିରେ ସମାସ ନହୋଇ କବି ଉକ୍ତିରେ (ଚତୁର୍ଥ ପାଦରେ) ସମାସ ହେବାରୁ ଅସ୍ଥାନ ସମାସ ତା ହେଲା । ଅଥ ଅର୍ଥ ଦୋଷ ନିମ୍ନଲେଖିତ ଦୋଷମାନେ ଅର୍ଥରେ ଗୃହୀତ ହେବେ । ଯଥା, ଅପୁଷ୍ଟତା, ପୁନରୁକ୍ତତା, ବିଦ୍ୟାବିରୁଦ୍ଧତା, ଖ୍ୟାତିବିରୁଦ୍ଧତା, ସାକାଉକ୍ଷତା, ସହଚର ଭିନ୍ନତା, ଦୁଷ୍ମମତା, ଗ୍ରାମ୍ଯତା, ବ୍ୟାହତତା, ଅନବୀକୃତତା, ନିହେଁ ତୁତା, ପ୍ରକାଶିତ ବିରୁଦ୍ଧତା, ସନ୍ଧିସ୍ତୃତା, ଅବିଶେଷେ ବିଶେଷ, ବିଶେଷେ ଅବିଶେଷ, ବିଧଯୁକ୍ତତା, ଅନୁବାଦାଯୁକ୍ତ ତୀ, ଅଶ୍ବସ୍ୱୀକତା, କଷ୍ଟତା, ଅସ୍ଥାନଯୁକ୍ତତା, ନିର୍ମୁକ୍ତ ପୁନରୁକ୍ତତା, ନିୟମେ ଅନିୟମ, ଅନିୟମେ ନିୟମ । ଅପୁଷ୍ଠାତା - ଯଥା, କବିତାବଳି ପୁଷ୍ଯା