ପୃଷ୍ଠା:Alankara Bodhodaya.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ

ଅତ୍ର ପୀଡ଼ିତ ନକର ବୋଲି ପ୍ରାର୍ଥନା କାଳରେ ବିରହିପ୍ରାଣହରଣ । ବୋଲି ଅନୁବାଦ କରା ଆଯୁକ୍ତ । ଅଶ୍ଳୀଳତା - ଯଥା, ଚକ୍ରକେଳି ରାଗେ ଉଡ଼ିବାରୁଁ ବାଜା ଜାନୁ ବସନ ଦୃଶ୍ୟ ହୋଇଲା ଅପୂର୍ବ ସଦନ । ଅତ୍ର ଅର୍ଥ ଅଶ୍ଳୀଳ । କଷ୍ଟତା - ଯେଉଁଠାରେ ପ୍ରବନ୍ଧର ପ୍ରସ୍ତୁତୀର୍ଥ ଦୁର୍ବୋଧ ହୁଏ ତାକୁ ଅର୍ଥକଷ୍ଟତା ବୋଲି । ଯଥା, ଆଷାଢ଼ଶୁକ୍ଳ ରାଗେ ଜଳଦ ରବି, ନ ବରଷେ ଘନ, ଧାମରେ ସ୍ଥିତ ଏ ସ୍ୱଚ୍ଛ ଜୀବନ, ଭାନୁର ସୁତା ସେ ସତ୍ୟବଚନ, ଗଙ୍ଗା ପ୍ରବାହ କରେ ଅପ୍ଳାବନ, ବିଶ୍ୱାସ ବିସ୍ତାରି, ନଜାଣେ ମୃଗୀ ମରୀଚିରେ ବାରିଂ । ଅସ୍ଥାନଯୁକ୍ତତା - ଯଥା, କଳଶା ରାଗେ। ଶକ୍ରେ ଆଜ୍ଞା ଶସ୍ତ୍ରଚକ୍ଷୁ ସଦାଶିବେ ଭକ୍ତି, ଲଙ୍କା ପୁରୀ ସୁରଜେନ୍ୟଷ୍ଟ ବଂଶରେ ଉତ୍ପତ୍ତି, ଦୁର୍ଲଭ ଏ ବର ବ୍ୟକ୍ତି ନୋହିଲେ ରାବଣ, କାହିଁ ପୁଣି ସବୁଠାରେ ଥବା ସର୍ବଗୁଣ । ଅତ୍ର ଶେଷରେ ରାବଣ ଶବ୍ଦ ଥୁଲେ। ଏତାଦୃଶ ସର୍ବଗୁଣ ରାବଣଙ୍କଠାରେ ପ୍ରୀଷ୍ଟ ହୋଇଥାନ୍ତା, ରାବଣ ଶବ୍ଦକୁ ମଧ୍ୟରେ ରଖି ବାକ୍ୟ ସମାପ୍ତ କରିବାରୁ ଅର୍ଥନ୍ତରନ୍ଯାସ ଦ୍ବାରା ସବୁଠାରେ ସବୁଗୁଣ କାହୁଁ ପ୍ରାପ୍ତ ହେବ ? ଏପରି ଅର୍ଥ ପ୍ରକାଶ ହେବାରୁ ରାବଣ ଠାରେ ମଧ୍ୟ ସବୁଗୁଣ ନ ଥୁବାର ଅର୍ଥ ଲାଭ ହେଲା । ନିର୍ମୁକ୍ତ ପୁନରୁକ୍ତତା - ଯଥା, ଆଷାଢ଼ ଶୁକ୍ଳ ରାଗେ ରାଗବତୀ ହୋଇ ଯେ ଅସିଳତା * ରବି ଜଳଦାତା, ମେଘ ଜଳଜ ନୁହେଁ, ରବିଙ୍କ କିରଣରେ ଏ ସ୍ବଛ ଜଳ ପ୍ରଜ୍ଯାଶ ହୋଇଅଛି, ସେହି ଜଳ ଯମୁନାରୂପରେ ମଧ ପ୍ରକାଶ ହୋଇଅଛି। ଏହା ସତ୍ୟ, ସେହି ଜଳ ଗଙ୍ଗା ପ୍ରବାହକୁ ଆଘ୍ରାବିଡ କରୁଅଛି; ଅତଏବ ମୃଗର ଶାସ୍ତ୍ର ବିଜ୍ଞାନ ନଥୁବାରୁ ମୃଗତୃଷ୍ଠାରେ ଲୌକିକ ଜଳବୃଦ୍ଧି କରୁଅଛି, ଅଲୌକିକ ଜଳବୃଦ୍ଧି କରୁନାହିଁ । ଏହାର ତାତ୍ପର୍ଯ୍ୟ ଏହି - ନିଶ୍ଚୟ ନଜାଣିଲା ଭୋକର ଭ୍ରାନ୍ତି କିବୋର୍ଭ ନାହିଁ ।