ପୃଷ୍ଠା:Krutrima upagrahara jayajatra.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସୂଚୀପତ୍ର
୧. କୃତ୍ରିମ ଉପଗ୍ରହର ବିପୁଳ ଶୋଭାଯାତ୍ରା

ମହାକାଶରେ କୁନିଚାନ୍ଦ - ବାଧା ଓ ସୁବିଧା - ରକେଟ ଯାନ - ତରଳ ଇନ୍ଧନ - କୃତ୍ରିମ ଉପଗ୍ରହ - ଋଷର ଅପୂର୍ବ ସଫଳତା - ଗାଗାରିନଙ୍କ ମହାକାଶଯାତ୍ରା - ଆମେରିକାର ମହାକାଶଯାତ୍ରୀ - ଯୋଗାଯୋଗ ଉପଗ୍ରହ - ଋଷ-ଆମେରିକା ପ୍ରତିଯୋଗିତା - ଇଣ୍ଟଲସାଟ - ସାଇଟ - ଚନ୍ଦ୍ରଦେଶକୁ ଯାତ୍ରା - ଜହ୍ନରାଇଜରେ ମଣିଷ - ରଙ୍ଗୀନ ଟେଲିଭିଜନରେ ଚନ୍ଦ୍ର ଦୃଶ୍ୟ - ଚନ୍ଦ୍ର ଉପରେ ମଟରଗାଡ଼ି - ଚନ୍ଦ୍ରରେ ଯନ୍ତ୍ରମଣିଷ - ମହାଶୂନ୍ୟରେ ଘାଟୀ - ଉପଗ୍ରହ ମଧ୍ୟରେ ସଂଯୋଗ ଓ ଦୁର୍ଯୋଗ - ଋଷ-ଆମେରିକା ସହଯୋଗ - ଋଷ-ଭାରତ ସହଯୋଗ - ଉପଗ୍ରହ ମଧ୍ୟରେ ବହୁ ପରୀକ୍ଷାନିରୀକ୍ଷା - ସାରା ଜଗତରେ ସୁନ୍ଦର

୨. ଆମଦେଶରେ କୃତ୍ରିମ ଉପଗ୍ରହର ଜୟଯାତ୍ରା

ସମସ୍ତେ ଆଜି ସଜାଗ - ତେବେ ପୁଣି ସଂଶୟ - ଆକାଶକୁ ଛୁଟିଲା - ମହାଶୂନ୍ୟରେ ଉପଗ୍ରହ - ସଂକେତ ପାଇଁ ସନ୍ଦେହ - ଠିକ ଥିକ ସବୁ କାର୍ଯ୍ୟ ଚାଲିଲା - ନାଁ ରହିଲା ଆର୍ଯ୍ୟଭଟ୍ଟ - ଶ୍ରୀହରିକୋଟା - ଉପଗ୍ରହର ଜନ୍ମ - ପରୀକ୍ଷାନିରୀକ୍ଷା, ଦୃଢ଼ତା ଓ ଦକ୍ଷତା ପାଇଁ - ପୃଥିବୀ ପରିକ୍ରମା - ସଂକେତରୁ ସୂଚନା - ସଫଳତାର କାହାଣୀ - ଭାସ୍କର-ମହାଶୂନ୍ୟକୁ ଛୁଟିଲା - ଦୁଇଜଣ ପଣ୍ଡିତ - କାର୍ଯ୍ୟ ଆରମ୍ଭ କଲା - ରୋହିଣୀ - ଆପଲ - ଇନସାଟ - ଆଇ.ଆର.ଏସ-୧

୩. କୃତ୍ରିମ ଉପଗ୍ରହ: ସୁବିଧା ଓ ସମ୍ଭାବନା

ଯୋଗାଯୋଗରେ ବେତାଳ - କୃତ୍ରିମ ଉପଗ୍ରହ କ’ଣ ? - ଏହା କିପରି କାର୍ଯ୍ୟ କରେ ? - କୃତ୍ରିମ ଉପଗ୍ରହର କାର୍ଯ୍ୟ ଓ ପ୍ରକାରଭେଦ - ଭବିଷ୍ୟତର ସମ୍ଭାବନା - ତାରକାଯୁଦ୍ଧ