ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୧
ବିଦଗ୍ଧ ଚିନ୍ତାମଣି

ବଦଗ୍ଧ-ଶକ୍ତାମଣି । ଜାଗର କର ଓଦାର୍ଯ୍ୟ କ QP barca pe feipo @p କେ ବୋଲେ କି କରୁଛି ଏବ୪ କୁ । ମୁହଁ ନ ଲଗାଅ କେହି ୧୫କୁ । ଭଲ ବୁଝିଛକ ଏହି ଖଣ୍ଡକୁ । ଜାଣି ନାହିତ ତାହା କପକୁ ସେ ↑ ? ନେଲ ସୂତନା ଘ୫କୁ ସେ କହି ଜ୍ଞାନ ନେ ନାସ ନାଶିବାକୁ ଆସିଛୁ ମତ୍ସକ ବାଷ ସେନ୍ତା ମୁକୁଟିକୁ ଯେ । ୧୬ । କରରେ ଦେଇ କରପଇଠିକ । କଡ଼ଛର କାନ୍ଥ କଉଁ ପଣ୍ଡିକ । ଏ ଦୃଢ଼ ରୁ ମୋର ସମାନ ହୃଦକଣ୍ଠିକ । ମନେ ନ ରଖିବୁ କଥା ଗଣ୍ଠିକ ସେ । ମୋର ଜାନୁବଇଠିକ ଯେ । ସଠିକ ଯେ । ୧୭ । ଦେଲ ବଜେ କର ମହାଦେବ ମୋର ନ ଦିଅ ଲଜେ ସ୍ନେହଭଙ୍ଗି । କଉଁଗୋପୀ କହେ ମୁଖ ହଲଇ । କ କହ୍ନନ୍ତୁ କାଷ୍ଠ ସୁତ ଫୁଲଇ । ବଡ଼ପଣ ଦେବୁ ସିନା ଭୁଲଇ । ତନୁଦାନ ମାଗୁ ନେନ ବୁଲଇ ସେ । ମଲେଡ ଆମ୍ଭେ ମୟୂଇଁ ହେ । ଜୀବ ଥଲେ ଦେଖାଯିବ ଗୋପୀ ପାଦମୃଦ୍ଧରେ ନେବେ ସୁଲଭ ଗଙଭଙ୍ଗ : ଯେ । କେ କହଇ ହର ଭୋର ବଡ଼ାଇ । ସଜା ଆଗେ କହି ଦେବୁ ଛଡ଼ାଇ । ନନ୍ଦର ସମ୍ପଷ୍ଟି ଦେବୁ ଉଡ଼ାଇ । ଦେବୁ ଗଟେଶ୍ୱରପଣ ବୁଡ଼ାଇ ସେ । ମନ୍ଦର ଦେରୁ ପଡ଼ାଇ ଯେ । ଏଡ଼େ ଗରବ ଗୋପୀଙ୍କି ପାଈଁ ମାଗୁ ନନ୍ଦର ଗୋରୁ ଅଡ଼ାଇ ଯେ । ୧୯ । ତର୍ଜନା ଭଙ୍ଗି । 28-10 1919 03 ଯେବେ ପଗୁଣ ଥୁବ ଏ ପିଣ୍ଡରେ । ଆଉଦନେ ନ ଯିରୁ ଏ ଦାଣ୍ଡରେ । କଉଁ ପ୍ରୟୋଜନ ଏତେ ଦଣ୍ଡରେ । ସ୍କୁଲ ଗୋ ବାମ୍ଫଡ଼ ଯିବା ଗୁଣ୍ଡରେ ସେ । ମାଉଛୁ ଫୁଲକାଣ୍ଡରେ ଗୋ । ଚଣ୍ଡ ହୋଇ ଦେଖ ବଖଣ୍ଡ କହୁଛି ମଧୁର ନାହିଁ ପୁଣ୍ଡରେ ଗୋ । ୨ । ଦରକ୍ତ ଭଙ୍ଗି ଉକ୍ତ – କୃଷ୍ଣ କହନ୍ତ ଯେ କର ଭର୍ଜନା । ଏରୂପେ କେହ ଆଉ ଗର୍ଚ୍ଚ ନା । ତ କୃଷି କପ୪ ବଚନ ସର୍ଜ ନା । ଆପଣ ଇଚ୍ଛାରେ ଦଣ୍ଡ ଅର୍ଜ ନା ସେ । ମାନ ମହତ ବର୍ଜ ନା ଗୋ ଅନ୍ୟାସ୍ତେ କାହାର, ମାରବର ଗୁମୁରେ ହଉ ମାର୍ଜନା ଗୋ । ୨୧ । ୧୯—୩ ବୁଡ଼ାଇ~~୪; ୧୯—୪ ଛଡ଼ାଇ —୪; ୭ ୨୧—୨:—ଏରୂପେ ଆଉ ଗ, ୨୧~~* ମହତ୍ତ୍ବ-କ, ଖ ଓ ଗ; ଇଚ୍ଛାଏଁ ଯେ କେହ ଭର୍ଜନା-ଜ; କହ-୪, ୨୧-୮୪

୨୯–୨ଅନ୍ୟାୟ —୪