ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୨
ବିଦଗ୍ଧ ଚିନ୍ତାମଣି

ରସବାଞ୍ଛ ପ୍ରତିବିମ୍ବିବାକୁ ମୋର କରିନାହିଁ ହୃଦ ଆଦରଶ, ହେ ସୁନ୍ଦର ।୯। ସରଜକ ତୁମ୍ଭେ ତ ରସର । ସରଘର ବର ହରଷର । ସର ବିପରୀତ ଦାମ ହେବାପାଇଁ ଇଚ୍ଛା ହେଉ ନାହିଁ ମାନସର,ହେ ସୁନ୍ଦର ।୧୦ ପରମ ସୁଷମା ସ୍ବରୂପର । ପରଚେ କି ମୁଁ ବାମ ଗୋପର । ପରଦକ୍ଷେ ସ୍ଫୁର୍ତ୍ତ ଗୁମ୍ଫା ମନ ଧରେ ଲେଭେ ବଚେଷ୍ଟା ରସକୂପର, ହେ ସୁନ୍ଦର ।୧୧ ରଜ୩ଶ ଦର୍ପଣ ଗରଜ । ରଞ୍ଜନ ମୁଖେ ହାସ ସରଜ । ରଜ ସମ କୃପାକକ୍ଷ କଳାର ଯୋଗେ ଗୋପୀ ମଦନ ତୁରୁଜ, ହେ ସୁନ୍ଦର ।୧୨। ପଦତଳେ ଅଛୁ ଇନ୍ଦ୍ରପଦ । ପଦ ପଦକ ଭଷା ଆଦି । ପଦ ପରିହରି ଦେବ କି ମଦେବ ଗୁପ୍ତ ପଦଘାତର ବିପଦ, ହେ ସୁନ୍ଦର | ୧୩ | ସଞ୍ଜବର୍ଷ ସଜ କରି ଶଯ । ସଜ ସୃ ମନେ ହୋଇବ ସଜ । ସଜଗ ଜାଣିମେ ନାହଁ ରସ ଦେବ ଥରେ ଖେକ ଶ୍ରୀମୁଖ-କୁଶଜ, ନ, ହେ ସୁନ୍ଦର ।୧୪ ବାରଧର ଭିନ୍ତୁ ଦେଖିବାର । ବାର ବାର ଲେଭ୍ ଅନ୍ଧକାର । ବାରବସ୍ଟା ବାଡ଼ ସଜ ହୋଉଅଛୁ ଆଶ ଚନ୍ଦେ କୋଳ କରିବାର ହେ, ସୁନ୍ଦର |୧୫| ତାର ଭାର ଘୁଷା ବନତାର । ଭାର ତରଳ ନ ରଖେ ଭାର । ଭାରପତ-ମୁଖୀ ବୋଲେ, ଆସ ଆସ, ଆଶ ନ ନାଶ, ମୋତେ ନସ୍ତାର, ହେ ସୁନ୍ଦର || କରି ସଂକଳ୍ପ ଚନ୍ତ ଶଙ୍କର । କମ୍, ଗତ କହଇ କି କରି । କଷକାର ବସ୍ତୁର କରୁନାହିଁ ମୋତେ ପଘୁ ଚରଣେ କଙ୍କର, ହେ ସୁନ୍ଦର ।୧୭। ଚଭ୍ ଜାପବଶେ ଅନୁଚଭ ! ଚଷୋମୋହନା କଲ ରଚିତ । ଚିନ୍ତନ କରୁ ତ ଚେତା ହୋଇଲ ଚର୍ଷେ ଉଦସ୍ତ ଭାର କଞ୍ଚି, ହେ ସୁନ୍ଦର |୧୮ ମରକ୍ଷଣ ପାଇ ସେ କାମର । ମରକତକେଶୀ ବୋଲେ, ମର । ମରମ ପରମ ଲଜଧନ ପେଡ଼ା ଫେଡ଼ାଇଲୁ ଦାଣ୍ଡରେ ପାମର,ରେ ମଦନ । ୧୯ । ଶରଣ ମୁଁ ବଳେ ପୁରୁଷର । ସରଞ୍ଜନ ନୋହେ ମାନସର । ଶର ଶବ୍ଦସନ ଧରିବାର ଭୋର ଧ୍ଵକ ପୋଡ଼ ପୋଡୁ ଫୁଲଶର, ରେ ମଦନ । ୨୧ । ମାର ବୋଇଲ ଲେକକୁ ମାର । ମାରଣା ତୁ ନିଶ୍ଚୟେ ସମାର । ମାର ନାମ ଖ୍ୟାତ କରଇନାନ୍ସ କ ମିଶ୍ର ଅଶୁ ପର ଚନ୍ଦମାର, ରେ ମଦନ । ୨୧ । ଦରକଣ୍ଡୀ ଚେତନେ ହୃଦର । ଦର ବଢ଼ିଲ ଅପବାଦର । on 9 ୧୫—୩ ୯~~୩ କରୁନାହି-ଝ;୧୪—୧ଶେଜ,୪, ୦; ୧୪ — ରସନ ୪, ରେ-୪; ୧୭ ଓ ୧୮ ଯଦି ଗସ୍ତଙ୍କ ମୁଣ୍ତ ଗ୍ରନ୍ଥରେ ନାହଁ; ସମସ୍ତ ପୋଥରେ ଏହି ଦୁଇ ପଦ ଅରୁ; ‘ଶ’ରେ ମଧ୍ୟ ଅରୁ । ୧୭ – ୩ କରି ଶକାର-ଛ; କରି ସକାର-ଝ; କରି ଶଙ୍କାର-କ, ଖ, ଗ, ଜ, କରୁନାହି,

ଛ ବ୍ୟତିଭ ସବୁ ପୋଥରେ । ୬୧–୩ ବାଧୁ କ-କ ଓ ଖ;