ପୃଷ୍ଠା:Gita Gobinda 1921.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗୀତଗୋବିନ୍ଦ ।

ଶ୍ରୀ ଜୟଦେବଭଣିତମିଦମଦ୍ଭୁତକେଶବ କେଳିରହସ୍ୟଂ ବିପିନବିନୋଦକଳାବଳିତଂ ବିତନୋତୁ ଶୁଭାନି ଯଶସ୍ୟଂ ।୪୬। ବିଶ୍ୱେଷା ମନୁରଞ୍ଜନେନ ଜନୟନ୍ନାନନ୍ଦ ମିନ୍ଦୀବର ଶ୍ରେଣୀଶ୍ୟାମଳକୋମଳୈ ରୂପନୟନ୍ନଙ୍ଗୈରନଙ୍ଗୋତ୍ସବଂ । ସ୍ୱଚ୍ଛନ୍ଦଂବ୍ରଜସୁନ୍ଦରୀଭିରଭିତଃ ପ୍ରତ୍ୟଙ୍ଗ ମାଲିଙ୍ଗିତଃ । ଶୃଙ୍ଗାରଃସଖି ମୂର୍ତ୍ତିମାନିବ ମଧୌ ମୁଗ୍ଧୋ ହରିଃ କ୍ରୀଡ଼ତି । ରାସୋଲ୍ଲାସଭରେଣ ବିଭ୍ର ମଦ୍ଭୃତା ମାଭୀରବାମଭ୍ରୂ ବା ମ‌ଭ୍ୟର୍ଣ୍ଣେ ପରିରଭ୍ୟ ନିର୍ଭରମୁରଃ ପ୍ରେମାନ୍ଧୟା ରାଧୟା ସାଧୁ ତ୍ୱଦ୍‌ବଦନଂ ସୁଧାମୟମିତି ବ୍ୟାହୃତ୍ୟ ଗୀତସ୍ତୁତି ବ୍ୟାଜାଦୁଦ୍ଘଟଚୁମ୍ବିତଃସ୍ୱିତମନୋହାରୀ ହରିଃ ପାତୁ ବଃ ।୪୯।

ଇତି ଶ୍ରୀ ଗୀତଗୋବିନ୍ଦମହାକାବ୍ୟେ ସାମୋଦ‌ଦାମୋଦରୋ ନାମ ପ୍ରଥମଃ ସର୍ଗଃ ।୧।କରଇ । ୬୪। କାହାର ସରୋଜମୁଖେ ଦେଇ ଚୁମ୍ବନ । କେଉଁ ଯୁବତିକି କ‌ହେ ହାସ୍ୟ ବଚନ ।୬୫। କେବଣ ନାରୀକି କୃଷ୍ଣ ରମଣ କରି । ସକଳ ରମଣୀ ରସଲୀଳା ଏପରି ।୬୬। ବାମା ମନୋରଞ୍ଜନେ ଆଦିତ୍ୟ ପ୍ରକାଶ । ଶ୍ୟାମଳ କୋମଳ ତନୁ ମଦନ ବେଶ । ସ୍ୱଚ୍ଛନ୍ଦେ ନିର୍ଭରେ ଘେନି ଯୁବତିଯୂଥ । ପୁନଃ ପୁନଃ ଆଲିଙ୍ଗନ ମଦନ ମତ୍ତ । ମୂର୍ତ୍ତିମନ୍ତ ହୋଇଅଛି ଶୃଙ୍ଗାର କଳା। ମଧୁମାସେ କାମୋତ୍ସବ କୃଷ୍ଣର ଲୀଳା ।୬୯। ଶୁଣ ହେ ସୁଜନେ ମନ କରି ଆନନ୍ଦ । କୃଷ୍ଣ କ୍ରୀଡ଼ାରସ ଏହୁ ତୃତୀୟ ଛାନ୍ଦ । ୭୦। ବସନ୍ତ ବର୍ଣ୍ଣନା ଏହୁ ରହସ୍ୟ ଲୀଳା । ରାଧିକା ଅଗ୍ରତେ ସ‌ହଚରୀ କ‌ହିଲା । ଶ୍ରୀହରିଚରଣପଦ୍ମ‌ପରାଗ ଆସେ । ଧରଣୀଧରର ମନ ମଧୁପ କି ସେ ।