ପୃଷ୍ଠା:Gita Gobinda 1921.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪ର୍ଥ ସର୍ଗଃ]
୩୩
ଗୀତଗୋବିନ୍ଦ

ଆବାସୋ ବିପିନାୟତେ ପ୍ରିୟସଖୀମାଳାପି ଜଳାୟତେ ।
ତାପୋପି ଶ୍ୱସିତେନ ଦାବଦ‌ହନ‌ଜ୍ୱାଳାକଳାପାୟତେ ।
ସାପି ତ୍ୱବ୍ଦିରହେଣ ହନ୍ତ ହରିଣୀରୂପାୟତେ ହା କଥଂ ।
କନ୍ଦୋପୋପି ଯମାୟତେ ବିରଚୟନ୍ ଶର୍ଦ୍ଦୂଳ ବିକ୍ରଡ଼ିତଂ ।୧୦।
ଦେଶାଖ୍ୟରାଚୈକତାଳିତାଳଭ୍ୟାଂ ଗୀୟତେ ।
ଅସ୍ୟ ଲକ୍ଷଣଂ
ଆସ୍ଫୋଟନାବିଷ୍କୃତଲୋମହର୍ଷୋ ନିଦନ୍ଦସନ୍ନା ହବିଶାଳବାହୁଃ
ପ୍ରାଂଶୁପ୍ରଚଣ୍ତଦ୍ୟୁତିରିନ୍ଦୁ ଗୌରୋ ଦେଶାଖ୍ୟରାଗଃ କିଳମଲ୍ଲ ରାଜଃ
ସ୍ତନବିନିହିତମ‌ପିହାର ମୁଦାରଂ ।
ସା ମନୁତେ କୃଶତନୁରିବ ଭାରଂ ।
ରାଧିକା ତବ ବିରହେ କେଶବ ।୧୧। ଧ୍ରୁବଂ ।


ଅଗ୍ରତେ ତୋତେ ଉଭା କରାଇ । ବିଷାଦ ହୋଇଣ ପୁନରପି ହସଇ ।୨୨। ଚାହିଁଲେ ନ ଦେଖି ଚୈତନ୍ୟ ହରାଇ । ବିଳାପ ବଚନ କ‌ହେ ଦୁଃଖିତ ହୋଇ ।୨୩। କ୍ଷଣେ କ୍ଷଣେ ରୋଦନ ସେ କରଇ ସ‌ହୀ । କ୍ଷଣକେ ଛାଡ଼ିଣ ତାପ ଧଇର୍ଯ୍ୟ ହୋଇ ।୨୪। ରାଧାର ବିରହଚିନ୍ତା ଦୁତିକା ବାଣୀ । କୃଷ୍ଣରେ କ‌ହିଲା ଜୟଦେବ ଯା ଭଣି । ୨୫। ମାନସ ଧିଆନେ ଜୟଦେବଙ୍କୁ ଗୁଣି । ଏହି ଅନୁଭବେ ତରେ ମହତପ୍ରାଣୀ ।୨୬। ତୋହର ବିରହେ ଖିନ୍ନ ବିଚ୍ଛନ୍ନ ମତି । ଘାଉଆ ହରିଣୀପ୍ରାୟେ ହୋଇ ଯୁବତି । ୨୭। ଗୃହକୁ ଅରଣ୍ୟ ପ୍ରାୟେ ମଣଇ ସଖୀ । ଜାଲମାଳା କିଏ ବେଢ଼ି ବସିଲେ ଆଖି ।୨୮। ଶୀତଳ ସମୀର ତାର ତାପଇ କାୟେ । ଜ୍ୱାଳ ଅଗ୍ନି ଦାବକି ସେ କରଇ ଭୟେ ।୨୯। ମଦନ କୀରାତ ବାଣ କାଳ ତାହାକୁ । ଶାର୍ଦ୍ଦୂଳ ହରଷ ଯେହ୍ନେ ଦେଖି ଜନ୍ତୁକୁ ।୩୦। ଶୁଣ ତୁ କେଶବ ରାଧା ତୋହର ବିନୁ । ଢ଼ାଳେ ଅତି ଖିନ୍ନ ତାର ହୋଇଲା ତନୁ । ୩୧। ଅମଳକୁତାହାର କୁଚ ଉପରେ । ବ‌ହି ନ ପାରଇ ଗୁରୁ ହୋଇଲା ତାରେ ।୩୨। ମଳୟ ଚନ୍ଦନପଙ୍କ ଦେଖି ତରୁଣୀ ।