ପୃଷ୍ଠା:Gita Gobinda 1921.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪ର୍ଥ ସର୍ଗଃ
୩୫
ଗୀତଗୋବିନ୍ଦ

ଶ୍ରୀଜୟଦେବଭଣିତି ଗୀତଂ ।
ସୁଖୟତୁ କେଶବପଦମୁପନୀତଂ ।୧୮।
ସା ରୋମାଞ୍ଚତି ଶୀତ୍‌କରୋତି ବିଳପତ୍ୟୁତ୍କମ୍ପତେ ତାମ୍ୟତି
ଧ୍ୟାୟଭ୍ୱୁଭ୍ରମତି ପ୍ରମୀଳତି ପତ‌ତ୍ୱୁଦ୍‌ଯାତି ମୂର୍ଚ୍ଛତ୍ୟପି ।
ଏତାବତ୍ୟତନୁଜ୍ୱରେ ବରତନୁ ଜ୍ଜୀବେନ୍ନ କିଂ ତେ ରସାତ୍
ସ୍ୱର୍ବୈଦ୍ୟପ୍ରତିମା ପ୍ରସୀଦସି ଯଦି ତ୍ୟକ୍ତୋନ୍ୟଥା ହସ୍ତକଃ ।୧୯।
ସ୍ମରାତୁରାଂ ଦୈବତବୈଦ୍ୟହୃଦ୍ୟତ୍ୱଦଙ୍ଗସଙ୍ଗାମୃତମାତ୍ରସାଧ୍ୟଂ ।
ବିମୁକ୍ତବାଧାଂ କୁରୁଷେ ନ ରାଧାମୃପେନ୍ଦ୍ର ବଜ୍ରାଦପି ଦାରୁଣୋସି ।
କନ୍ଦର୍ପଜରସଂ ଜ୍ୱରାତୁରତନୋରାଶ୍ଚର୍ଯ୍ୟମସ୍ୟାଶ୍ଚିରଂ
ଚେତଶଚନ୍ଦନ‌ଚନ୍ଦ୍ରମାଃ କମଳିନୀ ଚିନ୍ତାସୁ ସଂତାମ୍ୟତି ।
କିନ୍ତୁ କ୍ଳାନ୍ତିବଶେନ ଶୀତଳତନୁଂ ତ୍ୱାମେକମେବ ପ୍ରିୟଂ
ଧ୍ୟାୟନ୍ତୀ ରହସ ସ୍ଥିତା କଥମ‌ପି କ୍ଷୀଣା କ୍ଷଣଂ ପ୍ରାଣୀତି ।୨୧।


ଅଙ୍ଗାମୃତ ଦେଇ ରଖ ମୁରାରି ।୪୪। କନ୍ଦପଜ୍ୱରେ ଆକୁଳ ଅତି ଶରୀର । ଆଶ୍ଚର୍ଯ ହୋଇଛି ଚିତ୍ତ ନ ରହେ ତାର ।୪୫। ଚନ୍ଦ୍ର ଚନ୍ଦନ କମଳ ଚିନ୍ତିଲେ ମନ । ସଂଭ୍ରମ ହୁଅଇ ସ‌ଖୀ ହରାଇ ଜ୍ଞାନ । ତବ କ୍ରୀଡ଼ାରସେ ଧ୍ୟାନ କରଇ ବସି । ଦୁର୍ବଳ ହୋଇଲା ଅତି କୁଟିଳକେଶୀ ।୪୬। ଅନଙ୍ଗଅନଳୁ ବାରେ ଉଦ୍ଧରି ଧରି । ତୁହି ସେ ତାହାର ପ୍ରିୟ ଶୀତଳକର ।୪୮। ପୂର୍ବେ କ୍ଷଣେକ ତୋହର ବିରହ ସ‌ଖୀ । ସ‌ହି ନ ପାରିଣ ଅତି ହୁଅଇ ଦୁଃଖୀ ।୪୯। ନୟନ ପିଛାଡ଼ିବାର ବିଚ୍ଛେଦ ପାଇ । ମନସିଜତାପେ କ୍ଷୀଣ ହୁଅଇ ଦେହୀ ।୫୦। ଏବେ ବହୁଛି ମନ୍ଦ ମଳୟ ପବନ । ଚୂତଡ଼ାଳ ମୁକୁଳିତ ଅତି ଗ‌ହନ । ଏହାକୁ ଦେଖିଲେ କି ସେ ଧରିବ ଦେହୀ । ଚିରକାଳୁଁ ତୋହରେ ହୋଇଣ ବିରହୀ ।୫୨। ଶୁଣ ହେ ସୁଜନେ ମୃଦୁ ମଧୁରବାଣୀ । ହରି ବିରହେ ଆକୁଳ ରମଣୀମଣି ।୫୩। କ‌ହଇ ସଜନୀ ମଧୁରିପୁ ଅଗ୍ରତ । କୃଷ୍ଣକ୍ରୀଡ଼ାରସ ଷଷ୍ଠ ଛାନ୍ଦ ଉକତ ।୫୪। ଦୀଦବନ୍ଧୁ ଦୟା ସିନ୍ଧୁ ପଙ୍କଜପଦ । ଧରଣୀଧରର ଶିରେ ଖଣ୍ତେ ବିଷାଦ ।୫୫।