ପୃଷ୍ଠା:Gita Gobinda 1921.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୫୨
[୭ମ ସର୍ଗଃ ।
ଜୟଦେବ

ରମୟତି ସୁଭୃଶଂ କାମ‌ପି ସୁଦୃଶଂଖଳହଳଧର ସୋଦରେ ।
କିମଫଳମ‌ବସଂ ଚିରମିହ ବିରସଂ ବଦ ସଖି ବିଟପୋଦରେ ।୨୮।
ଇହ ରସଭଣନେ କୃତ‌ହରିଗୁଣନେ ମଧୁରିପୁ ପଦସେବକେ ।
କଳିଯୁଗଚରିତଂ ନ ବସତୁ ଦୂରିତଂ କବିନୃପଜୟଦେବକେ ।୨୯।
ନାୟାତଃ ସଖି ନିର୍ଦ୍ଦୟୋ ଯଦି ଶଠସ୍ତ୍ୱଂ ଦୂତି କିଂ ଦୂୟସେ ।
ସ୍ୱଚନ୍ଦଂ ବ‌ହୁବଲ୍ଲଭଃ ସ ରମେତ କିଂ ତ‌କ୍ରତେ ଦୂଷଣଂ ।
ପଶ୍ୟାଦ୍ୟ ପ୍ରିୟସଙ୍ଗମାୟ ଦୟିତସ୍ୟାକୃଷ୍ୟମାଣଂ ଗୁଣୈ
ରୁତ୍କଣ୍ଠାର୍ତ୍ତିଭରାଦିବ ଷ୍ଫୁଟଦିଦଂ ଚେତଃ ସ୍ୱୟୁଂ ଯାସ୍ୟତି ।୩୦।
ଦେଶବରାଡ଼ିରାଗ ରୂପକତାଳାଭ୍ୟାଂ ଗୀୟତେ ।
ଅନିଳତରଳକୁବଳୟନୟନେନ
ତପତି ନ ସା କିଶଳୟଶୟନେନ
ସଖି । ଯା ରମିତା ବନମାଳିନା ।୩୨। ଧ୍ରବଂ ।


ନିଶ୍ଚୟ ଧ୍ୟାନ କରି ସମାନ ରମୁଛି ଯାକୁ ଘେନି । ଧନ୍ୟ କାମିନି ରମଣୀମଣି ମୋହିନୀ ସୁଲୋଚନୀ । ୧୭। କ‌ହ ସଜନି ବଚନ ଘେନି ସାନୁଜ ହଳଧର । ବିଫଳେ କିକେ ବସିଛି ଲତାଗ‌ହନ ତରୁତଳ ।। ଶ୍ରୀମନ୍ତବର କବିଙ୍କ ସାର ଶ୍ରୀକୃଷ୍ଣରସ କ‌ହି । କଳିଯୁଗର ପାତକଘୋର ଯା ଆଶ୍ରେ କଲେ ଯାଇ ।୨୯। ମଧୁରିପୁର ପାଦ ହୃଦରଭକତିଭାବେ ଯାର । ସୁଜନମତି ଘେନି ଏ ନିତି କବିଙ୍କ ନୃପବର । ନଇଲା ସଖି ଯେବେ ନିର୍ଦ୍ଦୟ ଶଠ ସେ ମଧୁହାରି । କିକେ ବିଅର୍ଥେ ଦୂଷଣ ତୋତେ କରିବ ସ‌ହଚରୀ । ୨୧। ମୁଖରେ ଅତି ପ୍ରିତିବଶରେ ରମଣୀକୋପି କାନ୍ତ । ତାହାର ଗୁଣ ସ୍ନେହଭରେଣ ଯାଇଛି ମୋର ଚିତ୍ତ ।୨୨। ଯେବଣ ବାଳୀ ଶ୍ରୀବନମାଳୀ କରଇ କେଳିରସ । କମଧୁ ପବନ ବଦନ୍ତେ ଘନ ନ ପାଇଲା ସେ ପ୍ରାସ ।୨୩। ନବପଲ୍ଲବ ଶ‌ଯ୍ୟା ଉପରେ କୁବଳୟନୟନୀ । ନିଷ୍ପ୍ରାଣ ହୋଇ ନିଦ୍ରା ନ ଯାଇ ଥାଇ ନା ସୁବୋଧିନି ।୨୪। ନବବିକଚ ନଳିନ ସଞ୍ଚ ଲାବଣ୍ୟ ଶୋଭା ମୁଖ ।