ପୃଷ୍ଠା:Sashi Sena.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତମ ଛାନ୍ଦ
୪୭
 



ବାମା କହିଲା ଯହୁଁ ମଣାଇ । ଶୁଣି କୁମର ବିସ୍ମୟ ହୋଇ ।
ନୃପତି କୁମାରୀ ଅତି ସୁକୁମାରୀ ।
ଦୁଖ ପାଇଲୁ ମୋ ଛାର ପାଇଁ ରେ ସୁନ୍ଦର । ୨୪ ।
ଜୟ ଜୟ ନୀଳାଚଳ ପତି । ଦାସଜନଙ୍କ ଫେଡ଼ ଦୁର୍ଗତି ।
ପରତାପ ରାୟେ ଶରଣ ପଶଇ ।
କ୍ଷମା କର ସିନ୍ଧୁସୁତା-ପତି ହେ ଗୋବିନ୍ଦ ।୨୫।


୨୫। ସିନ୍ଧୁସୁତା ପତି-ଲକ୍ଷ୍ମୀଙ୍କ ସ୍ୱାମୀ ଜଗନ୍ନାଥ ।