ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଜ୍ଞାତନାମୀ-ଘଣୀଙ୍କ ଗର୍ଭରୁ ଭରତ ଓ ନ୍ୟୁ ଗ୍ରହଣ କରିଥିଲେ । ଏହି ପରମ୍ପରୁ ଅହର ମର୍ଥ ଜଣ}ଏ ଯେ, ଅମିଢ଼ବେଗଙ୍କ ପୁର୍ଥୀ ମମତ ପରଜରେ ସ୍ୱାବଣର ଦୁତା ରୁପେ ଜନ୍ମ ଗ୍ରହଣ କରିଥିଲ ! କିନ୍ତୁ ସେ ଦୁଭା ଦାବ ତାର ମୃତ୍ୟୁ ହେବାର ଭବିଷ୍ୟବ୍ରାଣୀ ଶୁଣି ଋଣ ନବଭ କନ୍ୟାଟିରୁ ଗୋଟିଏ ମଞ୍ଚ Sରେ ଉରି ମାଙ୍କୁ ଅର୍ପଣ କରିଥିଲେ । ମତ ସେହି ମଞ୍ଚ ଖକୁ ନେଇ ମିଥିଳା ନଗରର ଗୋଟିଏ ଜନଶୂନ୍ୟ ସ୍ଥାନରେ ପୋଡି ଦେଲେ । ପରେ ସେ ମଞ୍ଜି ପକୁ ପାଇ କନକ ମ ସୀତା ନାମରେ କନ୍ୟାର ଇଲନ ପାଳନ କରିଥିଲେ । କେବଲ ଏଶବ ନୁହେ, ଅହ୍ମର ଅCନକ ଉପାଖ୍ୟାନରେ ବାର୍ଲା, କ୍ରୋଧସ୍ ସଭ ଗୁଣ ଇନ୍ଦ୍ରଙ୍କ କହର ଭସ୍କୃଭ ରହିଛି । ଉଦାହରଣ ସୁରୂପ ଏଠାରେ କେତୋଟି ଘଟଣାର ଉଲ୍ଲେଖ କିଯାଇ ପାରେ~~- । କ- ଗୃବଣ ଶ୍ରୀରମଚନ୍ଦ୍ରଙ୍କ ବେଶ ଧରି ସୀତାଙ୍କୁ ଅପହରଣ କରିଥିଲେ । ୫- ସୁଗ୍ରୀବ ଓ ଜୀଙ୍କର ଋକ୍ଷ କପିସେନା ପୁଷ୍ପକ ବିମନ ଦ୍ବାର ଲକiରେ । ଉପସ୍ଥିତ ହୋଇଥିଲେ । ଗ- ଶ୍ରୀମ ଓ ଲକ୍ଷ୍ମଣ ବୟାଳିଶ ବର୍ଷ ପର୍ଯ୍ୟନ୍ତ ସ୍ୱାବ ବିରୁଦ୍ଧରେ ଜସୁ ଅଭିଯାନ ଚଳାଇ ଥିଲେ । ଘ ଶ୍ରୀମଚନ୍ଦ୍ରଙ୍କର, ଅ୦ ହଜାର ଓ ଶ୍ରୀଲକ୍ଷ୍ମଣଙ୍କର ଖେଳ ହଜାର ଋଣୀ ଥିଲେ । - ସଭାଙ୍କ ଗର୍ଭରୁ ବିଜୟରମ ଆଦ ମାନେ ଜିଲ୍ମ ଗ୍ରହଣ କରିଥିଲେ ଇତ୍ୟାଦି ଇତ୍ୟଦ ।। ବୌଦ୍ଧ ସାହିତ୍ୟରେ ରାମକଥା :- । ଅଷ୍ଟାଦଶ ପୁଣ, କେତେକ ଉପତ୍ପଣ ଜଥା ଜୈନ ଗ୍ରନ୍ଥ ମାନଙ୍କରେ ରାମକଥାର ବର୍ତ୍ତନ ପରେ ବୌଦ୍ଧ ସାହଢରେ ମଧ୍ୟ ସ୍ୱମ କଥାର ଅବଢାରଣା କଯାଇଛି । ବୌଦ୍ଧ ଗ୍ରନ୍ଥ ଗୁଣ୍ଡିକ ମଧ୍ୟରେ କାଭକ’ର ମହତ୍ତ୍ବ ଗୌରବମୟ ବୋଲ ବିଦ୍ୟାମାନଙ୍କଦ୍ୱାର