ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସର୍ଗ ମଧ୍ୟରେ ଶ୍ରୀମ ଳୀ ମୁଖ୍ୟସ୍ଥାନ ଗ୍ରହଣ କରିଛି । ଅବଶ୍ୟ ନାଟକ ରଚନା କ୍ଷେସରେ କାଈଦାସଙ୍କ ପ୍ରବର୍ତ୍ତୀ କବ ଭସ କେତେଖଣ୍ଡ, ପୁସ୍ତକ ରଚନା କରି ଯୟୀ ହୋଇ ପାରିଥିଲେ । କାଲିଦାସଙ୍କ ପରବର୍ତ୍ତୀ କନଙ୍କ ମଧ୍ୟରେ ମହାଷ୍ଟ୍ରୀ ପ୍ରାକୃଢରେ । ପ୍ରବର ସେନଙ୍କ ‘ସେଠୁହେଁ କବ୍ୟ', କୁମାର ଦାସଙ୍କ ‘ଜାନଙ୍କ ହରଣ’, ଅଭିନନ୍ଦଙ୍କ ‘ସ୍ୱାମ ଚରତ’. କ୍ଷେମଦ୍ରଙ୍କ “ଟ୍ରମାଣ ମର’, ଭର୍ଥ ସ୍ୱାମୀଙ୍କ ‘ଶ୍ବବଣ ବଧ’ ମହାକାବ୍ୟ । ବା ‘ଭର୍ଥ ବାଦ୍ୟ ବାମନ ଭଙ୍କ ରଘୁନଥ ଚରିତ', ରଘୁନା ଉପାଧୀୟ ଜ୍ଞ ‘ମ ବଜୟ’ ମହାକାବ୍ୟ, ଚକଙ୍କ ‘ଜାକଜ୍ଞା ପରିଣୟ’, ଅହେଁ ତ କବଙ୍କ ‘ମ- ଲମୃତ’ ତଥା ରାଘବୋଚ୍ଛାସ’, ମୋହନ ସ୍ୱାମୀ କୃଭ ‘ଘମ ରହସ୍ୟ ଏବଂ ଅନ୍ୟାନ୍ୟ କହ୍ନ କବଙ୍କ ରଚିତ “ରଘୁନାଥ ଚଢ’, ରଘୁନାଥୀଘୃଦୟ ମହାକାବ୍ୟ”, “ରାଘବ ପାଣ୍ଡ ୟୁ?,ସ୍ୱଘବ ନୈଷଧୀୟଶ୍ରୀରାମଚନ୍ଦ୍ର ଯଣ ପ୍ରବନ୍ଧ’, ଶାରୀମ ବାହ’, ସ୍ୱମାବଜାର ପ୍ରକାଷ୍ଟି ପ୍ରବନ୍ଧାବଳୀ, “ଚମ୍ପୁ, ରାମାୟଣ ଆଦି ବହୁ ଗ୍ରନ୍ଥ ବର୍ଦ୍ଦନ୍ ମଣ୍ଡଳୀରେ ସୁପ୍ରଗ୍ଧରକ୍ତ । ରାମାୟଣୀୟ କଥାବସ୍ତର ଆଧାରରେ ଲଖିତ ନାକ ଶୁକ ମଧ୍ୟରେ ଯେଭେଖଣ୍ଡ ପୁସ୍ତକ ଆଲେଚକମାନଙ୍କର ହସ୍ତଗତ ହୁଏ, ଭଧରେ ମହାକବ ଭସଙ୍କ ପ୍ରଭମ୍ବା ନାକ, ଅଭିଷେକ, ଭବଭୁରଙ୍କ ମହାସ୍ନାର ଚରିତ, ଉତ୍ତରରୀମତରତ, ଦ ନାଗ କୃଢ଼ କୁହମଲା, ରାଜଶେଖର କୃଭ ବାଳ ରାମାୟଣ, ଶକ୍ରଭଦ୍ରଙ୍କ ଆଶ୍ଚର୍ଯ୍ୟ ଚୂଡ଼ାମଣି, ଯୌରୱାମୀଙ୍କ ଅଭିନବ ରାଘବ, କଦ୍ଧ ରାମଚନ୍ଦ୍ର କୃତ ରଘୁବଳାସ ଓ ରାଘବାଘୃଦୟ, ଯଶୋବର୍ମଙ୍କ ପ୍ରଣୀତ ରାଘବାଘୃଦୟ, ଗୌଡ଼ନରପତ, ଲକ୍ଷ୍ମଣ ସେନଙ୍କ ମୁସ୍କକବା ଜୟଦେବ (ଗୀତଗୋବର ପ୍ରଣେତୀ ନୁହନ୍ତ) କୃଭ ପ୍ରସନ୍ନ ରାଘବ, ହମଳ୍ପ କୃଢ଼ ମୈଥଳୀ କଲ୍ୟାଣ, ସୋମେଶ୍ବରଙ୍କ ଉଲ୍ଲାସରାଘବ, ସ୍ମର କୃତ - ଭତ୍ତରାଘବ, ରାମଭଦ୍ର ଦକ୍ଷିଭଙ୍କ ରାମାଭ୍ୟଦୟ ତଥା କାନଜ୍ଞାପରଣ ଆଦି ସୁଧ ସମାଜରେ ସମାଦୃତ ହୋଇ ଆସୁଛି । ଉତ୍କଲ ମହାକବି କୟଦେବଙ୍କ ଗୀତଗୋବଦ’ର ପ୍ରଗ୍ଧର ପରେ ଘରକ୍ତର ଅନ୍ୟାନ୍ୟ ଅଞ୍ଚଳର କବମାନେ କେତେଖଣ୍ଡ ଗାଁଭକାବ୍ୟ ରଚନୀ ' କରିଥିଲେ । ସେହି କବିମାନେ ଶ୍ରୀରାଧାକୃଷ୍ଣ ଳାରେ ବଣ୍ଡିଢ ଶୁଙ୍ଗୀର ବର୍ଷନ ପର ଶ୍ରୀରାମଲାରେ ମଧ୍ୟ ଆରସର ପ୍ରାଧାନ୍ୟ ଦେଖାଇଛନ୍ତି । ଏ ଧରଣର ୟୁସ୍ତକ ମଧ୍ୟରେ ଜୟଦେବଙ୍କ ନାମରେ ଭଣ୍ଡିତ ‘ରାର୍ମ ଗୀତଗୋବନ୍ଦ ଶିର୍ଷକ ଖଣ୍ଡି ଏ ଗୀତକାବ୍ୟ ଥୁବାର ପ୍ରମାଣ ମିଲେ । ହୁଏଢ’ କୌଣସି ଅଜ୍ଞାତନାମା କବ ‘ରାମ ଗୀତଗୌବନ୍ଦ, ରଚନା କରି ଜୟଦେବଙ୍କ