ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୬. ଶ୍ରୀ ରାଜେନ୍ଦ୍ର ଷଡ଼ଙ୍ଗୀ, ଶିକ୍ଷାପ୍ରେମୀ ଓ ସାହିତ୍ୟସେବୀ, ଲୋକ ସଂସ୍କୃତି ଗବେଷଣାରତ, ବହୁ ପ୍ରବନ୍ଧର ଲେଖକ । ଠିକଣା : ନୂଆସାହି, ଉଞ୍ଜନଗର, ଗଞ୍ଜାମ ୭୬୧୧୨୬ ।

୭. ଶ୍ରୀ ସତ୍ୟବାଦୀ ବଳିୟାର ସିଂହ – ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନଶିକ୍ଷକ ଭାବେ କର୍ମରତ, ଶ୍ରୀ ବଳିୟାର ସିଂହ କେତେକ ସାହିତ୍ୟ ଓ ଐତିହାସିକ ଗ୍ରନ୍ଥର ପ୍ରଣେତା । ଠିକଣା : ଏମ୍‌-୨୩, ଖୋର୍ଦ୍ଧା ବି.ଡ଼ି.ଏ. କଲୋନୀ, ଖୋର୍ଦ୍ଧା : ୭୫୨ ୦୫୫ ।

'ଶ୍ରୀ ଭାଗୀରିଥି ନାୟକ'ବୋଲ୍‌ଡ (Bold) ଲେଖା - ବର୍ଷୀୟାନ୍ ଶିକ୍ଷାବିଦା ଶ୍ରୀ ନାୟକ ଶିକ୍ଷା ବିଭାଗର ବିଭିନ୍ନ ପଦରେ ସୁଖ୍ୟାତିର ସହ କାର୍ଯ୍ୟ କରି ଶେଷରେ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଛନ୍ତି । ଶିକ୍ଷା ସଂକ୍ରାନ୍ତୀୟ ବହୁ ଉପାଦେୟ ପୁସ୍ତକର ସେ ପ୍ରଣେତା । ଠିକଣା : ବି-୪୧, ‘କଳ୍ପନା’ ଅଞ୍ଚଳ, ଭୁବନେଶ୍ୱର : ୧୪ ୯. ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ - ସମବାୟ ବିଭାଗରେ ଦୀର୍ଘକାଳ ସେବା କାର୍ଯ୍ୟ ନିର୍ବାହ ପୂର୍ବକ ଖ୍ୟାତି ଅର୍ଜନ କରିଥିବା ଶ୍ରୀ ଚକ୍ରବର୍ତ୍ତୀ ଅଧୁନା ଅବସରପ୍ରାପ୍ତ । ସେ ଜଣେ ସୁଲେଖକ, ଶିକ୍ଷାପ୍ରେମୀ ଓ ଆଦିବାସୀ ସଂସ୍କୃତିର ପ୍ରବକ୍ତା - ଠିକଣା : ସା ମଣ୍ତଆ, କେନ୍ଦୁଝର : ୭୫୮୦୭୪

୧୦. ଶ୍ରୀ ବାଳକୃଷ୍ଣ କର ବୋଲ୍‌ଡ (Bold) ଲେଖା- ମାଧ୍ୟମିକ ବିଦ୍ୟାଳୟ ଓ ପ୍ରଶିକ୍ଷଣ ବିଦ୍ୟାଳୟରେ ଶିକ୍ଷକତା ଓ ପରିଦର୍ଶକ ଭାବେ ସଫଳ ବୃତ୍ତି ନିର୍ବାହ ପରେ ଅବସର ଗ୍ରହଣ କରିଥୁବା ଶ୍ରୀ କର ଜଣେ ମୌଳିକ ଚିନ୍ତାଶୀଳ ସାହିତ୍ୟସେବୀ ଓ ଶିକ୍ଷାବିତ୍ । ଠିକଣା : ଲକ୍ଷ୍ମୀନାରାୟଣ ଲେନ୍ସ, ସମ୍ବଲପୁର : ୭୬୮୦୦୧

୧୧, ଶ୍ରୀ କିଶୋର ଚନ୍ଦ୍ର ଦାସ - ଓଡ଼ିଶାର ଶିକ୍ଷାବିଭାଗରେ ଅଧ୍ୟାପକ ଓ ଇଂରେଜୀ ମାଧ୍ୟମୀୟ ବିଦ୍ୟାଳୟଗୁଡ଼ିକରେ ଅଧ୍ୟକ୍ଷ ଭାବେ ପ୍ରଶାସନିକ ସୁନାମ ଅର୍ଜନ କରିଥିବା ଶ୍ରୀ ଦାସ ଅବସର କାଳକୁ ଶିକ୍ଷା ସଂଗଠନ ଓ ସମାଜ ସେବାରେ ବିନିୟୋଗ କରି ଆସୁଛନ୍ତି । ସେ ଶିକ୍ଷା ବିଷୟକ କେତୋଟି ପୁସ୍ତକର ଲେଖକ । ଠିକଣା : ନିଉ କୁଲୋନୀ, ରସୁଲଗଡ଼, ଭୁବନେଶ୍ବର ।