ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୨. ଶ୍ରୀ କରୁଣାକର ପରିଡ଼ା - ଶିକ୍ଷକ ଓ ଶିକ୍ଷାବିଭାଗୀୟ ଅଧାପକ - ଭାବେ ବୃତ୍ତି ନିର୍ବାହାନ୍ତେ ଅବସର ଗ୍ରହଣ କରିଥିବା ଶ୍ରୀ ପରିଡ଼ା ଶିକ୍ଷା ସଂଗଠନ କ୍ଷେତ୍ରରେ ସୁଖ୍ୟାତି - ଅର୍ଜନ କରିଛନ୍ତି । ଠିକଣା : ୧୬୫, ଷ୍ଟେସନ୍ ସ୍କୋୟାର, ଭୁବନେଶ୍ୱର ।

୧୩. ତକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ବାଜ) - ରେଭେନ୍ସା କଲେଜ ଓଡ଼ିଆ ବିଭାଗର ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିଥିବା ଡ଼ଃ ମହାନ୍ତି ଓଡ଼ିଶାର ଖ୍ୟାତନାମା କବି, ସମାଲୋଚକ, ପ୍ରାବନ୍ଧିକ ଭାବରେ ଏକାନ୍ତ ସୁପରିଚିତ । ଠିକଣା 'ଗୀତିକା', ଜୟଦେବ ନିଗର, ଭୁବନେଶ୍ୱର-୨

୧୪. ଶ୍ରୀ ଅଲେଖ ଦାଶ - ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଭାବେ ସଫଳ ବୃତ୍ତି ନିର୍ବାହାନ୍ତେ ଅବସର ଗ୍ରହଣ କରିଥିବା ଶ୍ରୀ ଦାଶ କେତେକ ଗ୍ରନ୍ଥର ରଚୟିତା ଭାବେ ପରିଚିତ । ଠିକଣା : ଇ (୨) ବି.ଡ଼ି.ଏ. କଲୋନୀ, ଖୋର୍ଦ୍ଧା : ୭୫୨ ୦୫୧

୧୫. ଶ୍ରୀ ବଞ୍ଛାନିଧି ପଣ୍ଡା -- ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା ଅନ୍ତେ ପ୍ରଧାନଶିକ୍ଷକ ଭାବେ କର୍ତ୍ତବ୍ୟ ନିର୍ବାହ କରି ଶ୍ରୀ ପଣ୍ଡା ଜଣେ ଶିକ୍ଷା ଓ ସାହିତ୍ୟପ୍ରେମୀ ଭାବେ ପରିଚିତ । ଠିକଣା : କେ.ସି. ବିଦ୍ୟାମନ୍ଦିର, ଅଗରପଡ଼, ପ୍ରୀତିପୁର, ଭଦ୍ରକ : ୭୫୬୧୧୫

୧୬. ଶ୍ରୀ ଦେବାଶିଷ ଚକ୍ରବର୍ତ୍ତୀ - ସରକାରୀ ବୃତ୍ତିରେ ନିୟୋଜିତ ଶ୍ରୀ ଚକ୍ରବର୍ତ୍ତୀ ଶିଶୁ ସାହିତ୍ୟ ଓ ଉଚ୍ଚକୋଟୀର -କବିତା ରଚୟିତ! ଭାବେ ସୁପରିଚିତ । ଠିକଣା : ମଣ୍ଡୁଆ, କେନ୍ଦୁଝର : ୭୫୮ ୦୭୪ । ୧୭, ଡକ୍ଟର ଦିଗରାଜ ବ୍ରଛୁ - ଅପକ ଡଃ ଚଲ୍ହା ଦୂରଦର୍ଶନରେ ବିତ୍ର ତାଲିମପ୍ରାପ୍ତ ଓ ସଂପ୍ରତି ଏସ.ସି.ଇ.ଆର୍.ଟି ରେ ପ୍ରାଧ୍ୟାପକ ଭାବେ କର୍ମରତ । ସେ ଶିଶୁ ସାହିତ୍ୟ . . . ରଚନ; ୫ ଗବେଷଣାରେ ସୁପରିଚିତ । ଠିକଣା : ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ୟୁନିଟ୍-୪, ଭୁଦନେଶ୍ବର । ୧୮. ଶ୍ରୀ ପ୍ରଫୁଲ୍ଲ କୁମ୍ଭୀର ଦାଶ୍ମ - ଶିକ୍ଷକତାରେ ସେଦାରତ ଶ୍ରୀ ଦାଶ ଜଣେ ଅକୃତ୍ରିମ । । ସୂହିତ୍ୟସେବୀ, ଠିକଣା : ପ୍. ଗୁରୁପ୍ରସାଦ, ସ୍ବାସ୍ଥପଡ଼ା ପାଟଣା, ପୋ: ନରସିଂପୁର : ୫୪୩୨