ପୃଷ୍ଠା:Bhasa o Jatiyata.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଭାଷା ଓ ଜାତୀୟତା ୯

ଉପହାସ ମିଳବି । ଏହି ଦୁଇଟି କାରଣ ଭିତରେ ଅଣନିଶ୍ୱାସୀ ହୋଇ ଓଡ଼ିଆ ଭାଷା ନିଜ ଅଜାଣତରେ ଓଡ଼ିଆ ଜାତିଠାରୁ ଧୀରେଧୀରେ ଦୂରେଇ ଯାଉଛି ।

ଓଡ଼ିଶା ଆଜି ଗରିବ ବୋଲି ସମସ୍ତେ କହୁଛନ୍ତି । ତେବେ ଏହି ଗରିବୀ ୂରପାଇଁ ଧନର ଆବଶ୍ୟକତା ଯେତେ ନାହିଁ, ସେତେ ଅଛି ଜାତୀୟତାର । ଜାତିପ୍ରୀତି ହିଁ ଗୋଟିଏ ମଣିଷ ଜାତିକୁ ଏକାଠି କରେ, ଲଢ଼ିବାକୁ ଆତ୍ମପ୍ରତ୍ୟୟ ିଏ, ବିକଶିତ ହେବାର ବାଟ ଫିଟାଏ । ଓଡ଼ିଆ ଜାତି ଅତୀତରେ ବିକାଶିତ ହୋଇଥିଲା ଏହି ଜାତୀୟତାବୋଧ ଯୋଗୁଁ । ଇତିହାସ ମଧ୍ୟ ପ୍ରମାଣ ିଏ, ଯେତେବେଳେ ଓଡ଼ଅି । ପୁଅ ଏହି ଜାତୀୟତା ଭାବଠାରୁ ୂରେଇ ଯାଇଛି, ସେତେବେସେିଏ ଅନ୍ୟର ।ସ ପାଲଟି ଯାଉଛି । କିନ୍ତୁ ଯେତେବେଳେ ଜାତି ପ୍ରତି ଆନ୍ତରିକତା ଆସୁଛ,ି ସେତେବେଳେ ସେ ବିଶ୍ୱବିଜୟୀ ହୋଇପାରୁଛି । ଆଲେକଜାଣ୍ଡର, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ଖାରବେଳ, ନରସିଂହ, କପିଳେନ୍ଦ୍ର, ମଧୁସୂନଙ୍କ ସମୟ ଏହାର ଏକଏକ ୃଷ୍ଟାନ୍ତ ମାତ୍ର । ତେଣୁ ଓଡ଼ିଆ ଜାତୀୟତାର ଭି•ି ରହିଛି ଏହାର ଭାଷାରେ । ଆଜି ଓଡ଼ିଶା ଗରିବ ହେଉଛି କେବଳ ନିଜର ଭାଷାକୁ ହତାର କରି । ପ୍ରଲୋଭନର ବଶବ•ର୍ୀ ହୋଇ ନିଜ ଭାଷାକୁ ଆଡେଇ ଅନ୍ୟ ଭାଷା ପ୍ରତି ଆଗ୍ରହୀ ହେବା୍ୱାରା ସେ ବୁଝିପାରୁ ନାହିଁ ଓଡ଼ିଆତ୍ୱକୁ ହରାଇ ନଂପୁସକତାକୁ ଆରି ନେଉଛି । ନିଜ ମାତୃଭାଷାକୁ କିପରି ଭଲପାଇବାକୁ ହୁଏ ଓ ଏହାକୁ କିପରି ରୋଜଗାରର ମାଧ୍ୟମ କରିହୁଏ, ତାହା କରି ଖୋଇଛନ୍ତି କ୍ଷିଣର ତାମିଲ, ତେଲଗୁ, କନ୍ନଡ଼ ଭାଷୀ । ଏମାନେ ନିଜ ଭାଷା ପ୍ରତି ସମ୍ମାନବୋଧ ସୃଷ୍ଟି କରି ଆମ ଆଖି ଖୋଲି େଇଛନ୍ତି । ପଲ୍ଲୀଠାରୁ ିଲ୍ଳୀ ପର୍ଯ୍ୟନ୍ତ, ପିଅନଠାରୁ ସର୍ବୋଚ୍ଚ ଅଧିକାରୀ ପର୍ଯ୍ୟନ୍ତ ସବୁଠି ଏମାନଙ୍କର ବ୍ୟାପ୍ତି । ଏମାନେ ହିନ୍ଦୀ ବୁଝନ୍ତି, ଆବଶ୍ୟକ ପଡିଲେ ପ୍ରାଞ୍ଜଳ ଭାବେ ମଧ୍ୟ କହିପାରନ୍ତି । ଅଥଚ ଇଂରାଜୀକୁ ଢ଼ାଲ କରି ନିଜ ଭାଷାକୁ ବିକଶିତ କରିବା ସହ ହିନ୍ଦୀକୁ ନିଜ ଅ•ଳରେ ପା ଥାପିବାର ଉ୍ୟମକୁ ପ୍ରତେି ରାଧ କରିପାରିଛନ୍ତି । ସଂସ୍କୃତ ସହ ଘନିÂସଂପର୍କ ଥିଲେ ବି ଏହାଠାରୁ ନିଜକୁ ସଂପୂର୍ଣ୍ଣ ବିଚ୍ଛନ ି ୍ନ କରିଛନ୍ତି, ସେଥିପାଇଁ ସେମାନେ ଆଜି ବିଶ୍ୱ ରବାରରେ ପୂଜ୍ୟ । ଆଜି ଓଡ଼ଶି ।ର ବିକାଶ ତଥା ଓଡ଼ଅି ।ଜାତିର ଚରମ ଉକ୍ରର୍ଷପାଇଁ ସେହି ପଥ ଗ୍ରହଣ କରିବାକୁ ପଡିବ । ଏଥିପାଇଁ ଏକ ବିଶାଳ ସମ୍ଭାବନା ନେଇ ଆମ ଆଗରେ ଠିଆ ହୋଇଛି ଓଡ଼ଅି ।ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାନ ଉଦେ୍ଧଶ୍ୟରେ ସବୁ ପ୍ରକାରର ଉ୍ୟମ କରିବା । ୁଃଖର କଥା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ବୋପାଇଁ ତାମିଲବାସୀ ୀର୍ଘିନ ଧରି ାବି କରି ସଫଳ ହୋଇଥିବାବେଳେ, ଭାଷାକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ହୋଇଥିବା ଓଡ଼ଶି ।ର ଅଧିବାସୀ ଏ ିଗରେ ସାମାନ୍ୟ ପ୍ରୟାସ ସୁଦ୍ଧା କରିନାହାନ୍ତି । ଅଥଚ ଏଥିପାଇଁ ବହୁ ଉପାୟେ ପ୍ରମାଣ ଓଡ଼ିଆଭାଷା କ୍ଷେତ୍ରରେ ଗଚ୍ଛିତ ହୋଇ ରହିଛି । ଏହା ହେଉଛି ଭାରତର ଏକମାତ୍ର ଜାତି, ଯାହାର ରକ୍ତରଞ୍ଜିତ ଐତିହାସିକ ଗାଥା ପଥର ହେରେ ଲିପିବଦ୍ଧ ହୋଇ ରହିଛି । କେବଳ ସେତିକି ନୁହେଁ, ଓଡ଼ିଆଜାତିର ବୀରତ୍ୱ, ବାଣିଜ୍ୟ-ବ୍ୟବସାୟ, କଳା ଭାସ୍କର୍ଯ୍ୟ ସବୁ କିଛିର ବଳିÂ ସାକ୍ଷ୍ୟ କେବଳ ଭାରତ ଭୂଖଣ୍ଡରେ ନୁହେଁ, ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଖେିବାକୁ ମିଳିଛି । ଅର୍ଥାତ୍ ଓଡ଼ଅି ।ଜାତି ଓ ଓଡ଼ଅି ।ଭାଷା କେବଳ ଓଡ଼ଶି । ଭୂଖଣ୍ଡ ମଧ୍ୟରେ ସୀମାବଦ୍ଧ ନୁହେଁ, ବରଂ ଏହା ସୀମା