ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୦
ବିଦଗ୍ଧ ଚିନ୍ତାମଣି

ଷଷ୍ଠ ଛାନ୍ଦ । ଆ-ପୂର୍ବାନୁପ୍ରାସ । ନାମାୟାଦନ । ଗଗ-କଳସା । ଥାନରେ କୋରଦେ ଦିଅ ଏ ରସ ଶବ da S ଆଦିକ ଶାକା ଶ୍ରୀନାମ ଶ୍ରବଣେ । ୧ । ଆଜି ଦିନ ଧନ୍ୟ ମୋର, ଜରନ୍ତ ବସ୍ତୁର । ଆଈ କୃପା କରି କଲେ ଏ ନାମ ପ୍ରସ୍ତୁର । ୨ । ଆଶ୍ଚର୍ଯ୍ୟ ସେ ରଥା ବୋଲ ସଉଁ ବେନ ବର୍ଷ । ଆକଳନା! କରୁଥାଇଁ କେମନ୍ତ ଢା ବର୍ଷ ।୩ | ଆମ୍ବଭୂ-ତମାନ୍ଧ ଜନ ନନ ବେଶକ । ଆନନ୍ଦ-ରମ-୦୪-ଘନା ଏ ନକ | ୪ | ଆସୁ ତୁ ମନକୁ ରତ ପୀରତ ମୂରତ। ଆସିଛୁ ପରଦ କରିବାକୁ ଏ ଧରଗ । ୫ । ଆଦ୍ୟ ବେନପନ୍ଦ ଅନୁଭଗ ଖଜର କ । ଆନ ତୁଳନା କେ ଦେବ କାହିଁ ରୁ ପରକ । ୨ । ଆମ୍ବ ଧନୁ ଶର ବୃଦ୍ଧି କରଇ ଅଢନ୍ତୁ । ଆତ୍ମା। ଅବଶୁ ବବର୍ଷ ହୋଇଗଲ ପନ୍ତୁ । ୭ । ଆରମ୍ଭ ଦମ୍ଭ ଗଜଲ ନ ରହ ହୃଦରେ । ଆସକର ପରି ଢନୁ ହେଲ୍ ଚନ୍ତା-ଦରେ ।୮। ଆସି କ ଅମୃତ ସର ପଡ଼ଲ ମୁଖରେ । ଆସ୍ବାଦନ୍ତ ରଧାନାମ ସେ ବଧରେ ଖରେ । ୯ । ଆବେଶେ ଲେହନ୍ତ ଓଷ୍ଠ ସେ ନାମ ସ୍ବାଦରେ ଆଚ୍ଛନ୍ନ କରନ୍ତୁ ପୁଣି ଜାଣି ସ୍ନେହାଦରେ । ୧° । ଆଉଜିଲେ ସଖାଙ୍କ ଉରକୁ ବେଣୁଧର । ଆରତ ଶାସେ ବରଙ୍ଗ ଦଶିଲ ଅଧର । ୧୧ | ୩ — ୧ ଆଶ୍ଚର୍ଯ୍ୟ ଯେ — ଗ ଓ ଛ; ୩ —୨: କେମନ୍ତେ- କ ଓ ଖ, ୫—} ୮–୨ ଅଶକର ପର ଢନୁ ହୋଇଲ ତନ୍ତାରେ, ଗ; ଚନ୍ତାକରେ-୫; ଧରନୀ

କ, ଖ ଓ ଗ;୯—୧ ଅମୃତ ରସ-୪, ୧୯—୧ ସଖାର — ଗ, ୧— ବଭଙ୍ଗଗ,