ପୃଷ୍ଠା:Amari jatir agua neta.pdf/55

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମିଛ ବିଚାର ହୋଇ ସେମାନଙ୍କୁ ୧୮ ବ ର୍ଷକାଳ ଜେଲ ଦ ଦଣ୍ଡ ଦିଆଗଲା ସେମାନଙ୍କୁ ସୁଦୁର ହାଜାରିବାଗ ଜେଲକୁ ପ ଠାଇ ଦିଆଇଗଲା।

ଇଂରେଜମାନଙ୍କର ଏମିତି ଅନ୍ଯାୟ କାମ ଖାଲି ସମ୍ବଲପୁର ଠାରେ ଅଟକି ନଥିଲା।ସାରା ଦେଶରେ ସେମାନେ ଯେଉଁଠି କେଉଁ ରାଜା ଅପୁତ୍ରିକ ହୋଇ ମରୁଥିଲେ,ତା ଙ୍କରି ରାଜ୍ଯକୁ ନିଜେ ଅଧିକାର କରିନେଇ କିମ୍ବା ନିଜର ବୋଲକରା କାହାକୁ ରାଜା କରାଇ ସବୁ ସୁବିଧା ହାସଲ କରିବାରେ ରହୁଥିଲେ। ଭାରତୀୟ ସିପାହିମାନ ଙ୍କ ମଧ୍ଯ ବହୁ ଅନ୍ଯାୟ ହୁକୁମ ଦେଇ ନିଜର ଜାତି ଭାଇ ଆଉ ଧର୍ମନୀତି ବିରୁଦ୍ଧରେ କାମ କାରାଇ ଥିଲ।

ଫଳରେ ଉତ୍ତର ଭାରତରେ ମଧ୍ଯ ପ୍ରବଳ ବିଦ୍ରୋହ ଆଊ ଆଶାନ୍ତିର ନିଆଁ ଜଳି ଉଠିଲା ୧୮୫୭ ମସିହାରେ। ଏହାକୁ ପ୍ରଥମ ସ୍ବାଧୀନତା ଆନ୍ଦୋଲନ କହିଲେ ହେଁ ସୁରେନ୍ଦ୍ର ସାଏ ଏହା ପୂର୍ବରୁ ଏହିପରି ଏକ ଲଢ଼େଇ ଆରମ୍ଭ କରି ଦେଇଥିଲେ । ବିଦ୍ରୋହୀମାନେ ହଜାରିବାଗ